Latest Odisha News

BREAKING NEWS

Browsing Category

ଫିଚର

ମହାନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

କଟକ: ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ସ୍ଥିତ ମହାନଦୀରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ମାରୁଥିବେ ବେଳେ ନାବାଳିକାର ମୃତଦେହ ଭାସୁଥିବା ଦେଖିଥିଲେ। ମୃତ ନାବାଳିକାଙ୍କ ପରିଚୟ ମିଳିନାହିଁ। ସୂଚନା ଅନୁସାରେ, ଆଜି ମହାନଦୀରେ…

ଭାରତର ପୂର୍ବତନ ୮ଜଣ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡ ଦେଲା କାତାରର କୋର୍ଟ

ନୂଆଦିଲ୍ଲୀ: କାତାରର ଏକ କୋର୍ଟ ଭାରତର ୮ଜଣ ପୂର୍ବତନ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚିକତ କରିଦେଇଛି । ଭାରତ ସରକାର କାତାର କୋର୍ଟଙ୍କ ନିଷ୍ପତି ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଆଇନ ଅନୁସାରେ ସେମାନେ…

କୋହଲି ଫିଟ ଅଛନ୍ତି କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମାଆ ସର୍ବଦା ଚିନ୍ତିତ

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟରେ ଭାରତର ବିରାଟ କୋହଲି ଫିଟ ଖେଳାଳି ଭାବେ ପରିଗଣିତ । ତେବେ ତାଙ୍କ ମାଆ ଏବେ ବି କୋହଲିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସର୍ବଦା ଚିନ୍ତିତ ରହୁଛନ୍ତି । ଏକ ସାକ୍ଷାତକାରରେ କୋହଲି କହିଛନ୍ତି ମାଆଙ୍କ ସହ ଫୋନରେ କଥା ହେଲେ ମୋତେ ଲାଗେ ସତେ ଯେପରି ୭/୮ ବର୍ଷ ହେବ ମୁଁ…

ଶନିବାର ମଧ୍ୟରାତ୍ରରେ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ, ୪ଟା ୫ ମିନିଟ୍‌ ପୂର୍ବରୁ ପାକତ୍ୟାଗ

ଭୁବନେଶ୍ୱର: ଅକ୍ଟୋବର ୨୮-୨୯ ତାରିଖ ମଧ୍ୟରାତ୍ରରେଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ। ଆଂଶିକ ଚନ୍ଦ୍ର ଗ୍ରହଣ ଭାରତର ସମସ୍ତ ସ୍ଥାନରୁ ଦୃଶ୍ୟମାନ ହେବ। ଗ୍ରହଣ ରାତି ୧ଟା ୫ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ରେ ଶେଷ ହେବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ଗୁରୁବାର ସୂଚନା ଦେଇଛି। ତେବେ ୨୮…

ହାର୍ଦ୍ଦିକଙ୍କ ଲିଗାମେଂଟ ଟିୟର, ଫିଟ ହେବା ପାଇଁ ୨ ସପ୍ତାହ ଲାଗିପାରେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟା ମ୍ୟାନେଜମେଂଟକୁ ଚିନ୍ତାରେ ପକାଇଛି । ଭାରତ ତାର ପରବର୍ତୀ ମୁକାବିଲାରେ ଅକ୍ଟୋବର ୨୯ରେ ଇଂଲଣ୍ଡକୁ ଭେଟିବ । ଅକ୍ଟୋବର ୧୯ରେ ବାଂଲାଦେଶ ବିପକ୍ଷ ମ୍ୟାଚ ଅବସରରେ ହାର୍ଦ୍ଦିକ ପାଣ୍ଡ୍ୟା ଆଘାତପ୍ରାପ୍ତ…

ଚିକିତ୍ସା ପାଇଁ ବାପାକୁ ଟ୍ରଲିରେ ଧରି ୩୫ କିମି ବୋହିଲା ଝିଅ

ଭଦ୍ରକ: ଚିକିତ୍ସା ପାଇଁ ବାପାକୁ ଟ୍ରଲିରେ ଧରି ୩୫ କିମି ଆଣିଲା ୧୪ ବର୍ଷ ବୟସର ନାବାଳିକା ଝିଅ। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଧୁଷୁରୀ ବ୍ଲକ ନଦୀଗାଁରେ। ସୂଚନା ଅନୁସାରେ ୨୨ ତାରିଖ ଦିନ ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିଲେ ବାପା। ବାପାଙ୍କ ଚିକିତ୍ସା ପାଇଁ ୧୪…

ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଉତ୍ତର କଶ୍ମୀରର ସୀମାନ୍ତ ଅଞ୍ଚଳରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ। ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଖଣ୍ଡନ କରି ଦୁଇ ଆତଙ୍କବାଦୀଙ୍କୁ ନହତ କଲେ ଯବାନ। ଜମ୍ମୁ-କଶ୍ମୀର ପୋଲିସର କହିବା କଥା ହେଲା କୁପୱାରା ପୋଲିସ ଦେଇଥିବା ଏକ ନିର୍ଦ୍ଦିଷ୍ଟ ସୂଚନାକୁ…

ଅଲ ଜଜିରା ସାମ୍ବାଦିକ ଯୁଦ୍ଧ ଘଟଣାର ଲାଇଭ କରୁଥିଲେ , ସେପଟେ ବୋମା ମାଡରେ ଶେଷ ହାେଇଗଲା ପୂରା ପରିବାର

ନୂଆଦିଲ୍ଲୀ:ଗାଜାରୁ ଆସିଲା ଦୁଃଖଦ ଖବର । ଅଲ ଜଜିରାର ରିପୋର୍ଟର  ଯୁଦ୍ଧ ଘଟଣାର କଭରେଜ କରୁଥିବାବେଳେ ବୋମା ମାଡରେ ପରିବାରର ସମସ୍ତ ସଦସ୍ୟ ମୃତ୍ୟୁ ବରଣ କରଛନ୍ତି । ଇସ୍ରାଏଲ ଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି । ଶହଶହ ପରିବାର ବରଦବାଦ ହେଇଗଲାଣି । ତଥାପି ଯୁଦ୍ଧ ଥମିବାର ନାଁ…

ହଠାତ୍ ବେକାବୁ ହେଲା ପିଆଜ ଦର, ଆଗକୁ ଏହା ବଢିବ ନା କମିବ ?

ମୁମ୍ବାଇ: କିଛି ଦିନ ପୂର୍ବରୁ ବଜାରରେ ବିଭିନ୍ନ ପରିବାର ଦର ବଢିଥିଲା। ଯାହାକୁ ନେଇ ଦେଖିବାକୁ ମିଳିଥିଲା ଖାଉଟି ଅସନ୍ତୋଷ। ତେବେ ଏବେ ଆଉ ଥରେ ବଜାରରେ ପିଆଜ ଦର ବୃଦ୍ଧି ହୋଇପାରେ ବୋଲି ଏକ ରିପୋର୍ଟ ଆସିଛି। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଖାଉଟି ବା ଗ୍ରାହକ। ଅକାରଣ ନବରାତ୍ରୀ ପରେ…

QR କୋଡରେ ସ୍କାନ କରୁଥିଲେ ସାବଧାନ ! ହୋଇପାରେ ଆକାଉଣ୍ଟ ଲୁଟ୍‌

ନୂଆଦିଲ୍ଲୀ: ଅନଲାଇନ ପେମେଣ୍ଟ ହେଉ ବା କୌଣସି ସେବା ଆକ୍ସେସ କରିବା ପାଇଁ ହେଉ, ଆମେ QR କୋଡ ସ୍କାନ କରିଥାଉ । ହେଲେ ସାବଧାନ ! ଏପରି ସ୍କାନ ପାଇଁ କେତେବେଳେ ଆପଣ ବଡ ଧରଣର ସ୍କାମରେ ପଡି ପାରନ୍ତି । ଗୋଟିଏ ସ୍କାନ ଆପଣଙ୍କର ସବୁ ଡାଟା ଚୋରି କରି ନେଇପାରେ । ତେବେ ଏଥିରୁ ବଞ୍ଚିବା…