Latest Odisha News

BREAKING NEWS

Browsing Category

ଫିଚର

ବଦଳିଲେ କଟକ ଜିଲ୍ଲାପାଳ : ନରହରି ସେଠୀ ହେଲେ ନୂଆ ଜିଲ୍ଲାପାଳ

କଟକ : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବଦଳି । କଟକ ଜିଲ୍ଲାପାଳ ଭବାନୀ ଶଙ୍କରଙ୍କର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି ।  ନରହରି ସେଠୀ ହେଲେ କଟକ ଜିଲ୍ଲାପାଳ । ଭବାନୀ ଶଙ୍କରଙ୍କ ସ୍ଥାନରେ ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।…

କଂଗ୍ରେସରୁ ନିର୍ବାଚନ ଲଢିବି: ମହମ୍ମଦ ମୋକିମ

ଭୁବନେଶ୍ବର : କଟକରେ ମୋକିମ୍ ଓ ପିସିସି ସଭାପତିଙ୍କ ଭେଟ ଘାଟକୁ ନେଇ ବଢିଲା ଚର୍ଚ୍ଚା। କିଛି ଦିନର ନୀରବତା ପରେ ପୁଣି ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ୍  । ସେ କହିଛନ୍ତି ଗୋଟେ ଦଳର ନେତା ଆମେ ସବୁ ଏକାଠି ହେବା ବହୁତ୍ ଖୁସି ଲାଗିଲା। ପୂଜା ଘରେ ଏକତ୍ରିତ ହେଲୁ  । ଦଳ…

ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି: ବିଏସ ୟେଦ୍ୟୁରପ୍ପାଙ୍କୁ ଯୋଗାଇ ଦିଆଯିବ Z+ ସୁରକ୍ଷା

ବେଙ୍ଗାଲୁରୁ: ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କୁ Z+ ସୁରକ୍ଷା ମିଳିଛି। ଗୃହ ମନ୍ତ୍ରଣାଳୟ ୟେଦ୍ୟୁରପ୍ପାଙ୍କୁ Z ବର୍ଗର ସିଆରପିଏଫ୍ ସୁରକ୍ଷା ଯୋଗାଇ ଦେଇଛି। ଏହି ସୁରକ୍ଷା କେବଳ କର୍ଣ୍ଣାଟକରେ ଯୋଗାଇ ଦିଆଯିବ ଏବଂ ଖୁବ ଶୀଘ୍ର…

ଇସ୍ରାଏଲରେ ଆକ୍ରମଣ ପାଇଁ ଇରାନରେ ପ୍ରଶିକ୍ଷଣ ନେଇଥିଲେ ହମାସ ଆତଙ୍କବାଦୀ

ତେହେରାନ: ଇସ୍ରାଏଲ ସୀମାରେ ପ୍ରବେଶ କରି ନାରକୀୟ କାଣ୍ଡ ରଚିଥିବା ହମାସ ଆତଙ୍କବାଦୀ ଇରାନରେ ପ୍ରଶିକ୍ଷଣ ନେଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଦି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁସାରେ ହମାସ ଓ ଫିଲିସ୍ତାନୀ ଇସଲାମିକ ଜିହାଦର ୫୦୦ ସଦସ୍ୟ ଗତ ମାସରେ ଇରାନର ଇସଲାମିକ…

ଚିଲିକାରେ ପର୍ଯ୍ୟଟକଙ୍କୁ ବୁଲାଇବାବେଳେ ହୋଇଥିଲେ ନିଖୋଜ : ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ

ବ୍ରହ୍ମଗିରି :  ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ । ଚିଲିକାରେ ଡଙ୍ଗାରୁ ଖସିପଡି ନିଖୋଜ ହୋଇଥିଲେ ଡଙ୍ଗା ଚାଳକ ବିକ୍ରମ ଜାଲି । ଭାସୁଥିବା ଅବସ୍ଥାରେ ବିକ୍ରମଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ମୂତାବକ ଗତକାଲିଠାରୁ ବିକ୍ରମ ଟ୍ୟୁରିଷ୍ଟ ବୋଟ ନେଇ ୫ ଜଣଙ୍କୁ ବୁଲାଇବା ପାଇଁ ଚିଲିକା…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା : ଡାକ୍ତର ନଥିବାରୁ ରୋଗୀ ଦେଖିଲେ ବିଧାୟକ

ରାଜଗାଙ୍ଗପୁର: ପୂରଣ ହେଉନି ଡାକ୍ତରୀ ପଦବୀ  । ରାଜ୍ୟରେ ଏମିତି ଅନେକ ମେଡିକାଲ ରହିଛି  । ଯେଉଁଠି ଉପଯୁକ୍ତ ଡାକ୍ତର ନଥିବାରୁ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ।…

ରାଜସ୍ଥାନରେ ଘାଣ୍ଟିଲା ଇଡି: ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବଙ୍କୁ ସମନ; ବରିଷ୍ଠ କଂଗ୍ରେସ ନେତାଙ୍କ ଘରେ ଛାପା

ନୂଆଦିଲ୍ଲୀ: ରାଜସ୍ଥାନରେ ଘାଣ୍ଟୁଚି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପକ୍ଷରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ହାଜର ହେବା ପାଇଁ ଇଡି ନୋଟିସ ପଠାଇଥିବାବେଳେ ଅନ୍ୟପକ୍ଷେ କଂଗ୍ରେସର ପ୍ରମୁଖ ନେତା ଗୋବିନ୍ଦ ସିଂହ ଡୋଟାସରାଙ୍କ ଜୟପୁରସ୍ଥିତ…

ଶେଷରେ ଭଗବାନଙ୍କୁ ବି ଛାଡିଲେନି: ଅଧରାତିରେ ପଞ୍ଚୁବରାହୀ ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟିନେଲେ ଲୁଟେରା

ରାଜନଗର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରି ଏବଂ ଲୁଟପାଟ୍ ଘଟଣା  ।  ପ୍ରତିଦିନ କେଉଁଠୁ ନା କେଉଁଠୁ ଚୋରୀ ଘଟଣା ସାମ୍ନାକୁ ଆସିଛି । ଲୁଟେରା ମାନେ ମଣିଷଙ୍କୁ ତ ଲୁଟୁଥିଲେ ଏବେ ଭଗବାନଙ୍କୁ ବି ଲୁଟିବାକୁ ପଛାଇଲେନି । ରାତିରେ କଳା କନା ବୁଲାଇ ମାଆଙ୍କର ସବୁ ସୁନା ଗହଣା…

ରହସ୍ୟମୟୀ ସ୍ଥାନ , ଯେଉଁଠି ନଦୀ କରୁଛି ମହାଦେବଙ୍କ ଜଳାଭିଷେକ…

ନୂଆଦିଲ୍ଲୀ : ଦୁନିଆରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି  । ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥାନ୍ତି  । ଏପରି ଏକ ନଦୀ ରହିଛି କର୍ଣ୍ଣାଟକରେ  ।  ଯେଉଁଠାରେ ଆପଣ ମାନଙ୍କୁ ଶହ ଶହ ଶିବ ଲିଙ୍ଗ ଦେଖିବାକୁ ମିଳିବ  । ଆମେ ଜାଣୁ ଯେ ଲୋକମାନେ ବିଭିନ୍ନ ମାନସିକ ରଖି ଜଳାଭିଷେକ କରିଥାନ୍ତି  ।…