Latest Odisha News

BREAKING NEWS

Browsing Category

ଫିଚର

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ଦୂତିଙ୍କ ସ୍ୱର୍ଣ୍ଣ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ଓଡିଶାର ମହିଳା ଦୌଡାଳୀ ଦୂତି ଚାନ୍ଦ ୧୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ କିଟ୍ ୟୁନିଭରସିଟି ପକ୍ଷରୁ ପ୍ରତିନିଧିତ୍ୱ କରିବା ସହ ୧୧.୪୯ ସେକେଣ୍ଡରେ ରେସ୍ ସମ୍ପୂର୍ଣ୍ଣ କରି ନୂତନ ୟୁନିଭରସିଟି ରେକର୍ଡ ସ୍ଥାପନ କରିଛନ୍ତି ।…

ଅଦାଲତଙ୍କ ସମସ୍ତ ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବାକୁ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ୫ଜଣ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ୬ଟି ସ୍ଥାନରେ ଏହି ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଅଦାଲତର ୩ୟ ଦିବସରେ ଫଇସଲା ହୋଇଛି ମୋଟ୍ ୩୯୯ଟି କେସ୍‌ । ମିଳିଥିବା ସୂଚନାନୁଯାୟୀ କଳାହାଣ୍ଡି, ବାଲେଶ୍ୱର,…

କାହିଁକି ଜାଣନ୍ତୁ, ମାର୍ଚ୍ଚରେ ୧୩ ଦିନ ବନ୍ଦ ରହିବ ସମସ୍ତ ବ୍ୟାଙ୍କ !

ଭୁବନେଶ୍ୱର: ମାର୍ଚ୍ଚ ୮ ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଲଗାତାର ଆଠ ଦିନ ସମସ୍ତ ସରକାରୀ କ୍ଷେତ୍ର ଏବଂ ବେସରକାରୀ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ୮ ଏବଂ ୧୫ ରବିବାର ଥିବାବେଳେ ହୋଲି ଉତ୍ସବ ହେତୁ ବ୍ୟାଙ୍କଗୁଡିକ ମାର୍ଚ୍ଚ ୯ ଏବଂ ୧୦ ରେ ବନ୍ଦ ରହିବ କାରଣ ଏହା ବିଭିନ୍ନ ତାରିଖରେ ବିଭିନ୍ନ…

ହଙ୍ଗାମା-୨ରେ ଅଭିନୟ କରିବେ ଦକ୍ଷିଣ ଭାରତର ଗ୍ଲାମର ଗାର୍ଲ ପ୍ରଣିତା

ମୁମ୍ବାଇ: ବଲିଉଡର କମେଡି ଫିଲ୍ମ ହଙ୍ଗାମା-୨ରେ ଦକ୍ଷିଣ ଭାରତର ଗ୍ଲାମର କୁଇନ ପ୍ରଣିତା ସୁବାସ ଅଭିନୟ କରିବେ । ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ପାଦ ଥାପିବେ । ୨୦୦୩ରେ ପ୍ରିୟଦର୍ଶନଙ୍କ ହଙ୍ଗାମା ଫିଲ୍ମ ରିଲିଜ ହୋଇଥିଲା ଏବଂ ଦର୍ଶକ ଏହାକୁ ବେଶ ପସନ୍ଦ କରିଥିଲେ । ଏହାର ସିକ୍ୱେଲରେ…

କାୟା ବିସ୍ତାର କରୁଛି କରୋନା; ଇରାନରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ତେହେରାନ: କରୋନା ଭାଇରସ(କୋଭିଡ-୧୯) ଚୀନ ପରେ ଏବେ ଅନ୍ୟ ଦେଶ ଗୁଡିକରେ କାୟା ବିସ୍ତାର କରୁଛି । ଏହି ଘାତକ ଭାଇରସ କବଳରେ ଏପର୍ଯ୍ୟନ୍ତ ଇରାନରେ ୩୪ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏନେଇ ଇରାନର ସ୍ୱାସ୍ଥ୍ୟ ଓ ଚିକିତ୍ସା ମନ୍ତ୍ରାଳୟ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । ଏହି ଭାଇରସ ଦ୍ୱାରା…

ଚିକିତ୍ସାରେ ଅବହେଳା: ଡାଇରିଆରେ ଆକ୍ରାନ୍ତ ଶିଶୁର ମୃତ୍ୟୁ

ଭଦ୍ରକ: ଭଦ୍ରକରେ ଅଭାବନୀୟ ଘଟଣା । ଡାକ୍ତର ଶିଶୁକୁ ସୁସ୍ଥ ଥିବା ନେଇ ଘୋଷଣା କରିବା ପରେ ଡାଇରିଆରେ ଆକ୍ରାନ୍ତ ଶିଶୁର ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଏମିତି ଘଟିଥିବା ଅଭିଯୋଗ ଆସିଛି । ୧୩ ମାସର ଶିଶୁପୁତ୍ରର ଆକସ୍ମିକ ମୃତ୍ୟୁ ପରେ ଶିଶୁର ପରିବାର ଲୋକେ…

ଗ୍ଲୋବାଲ ୱାର୍ମିଙ୍ଗର ଭୟଙ୍କର ପରିଣାମ; ନରଭକ୍ଷୀ ପାଲଟିଲେ ମେରୁ ଭାଲୁ

ସେଣ୍ଟ ପିଟସବଗର୍ଗ: ଗ୍ଲୋବାଲ ୱାର୍ମିଙ୍ଗର ଏକ ଭୟଙ୍କର ପରିଣାମ ସାମନାକୁ ଆସିଛି । ଜଳବାୟୁରେ ଲଗାତାର ପରିବର୍ତ୍ତନ ଯୋଗୁଁ ଜଙ୍ଗଲ ଠାରୁ ଆରମ୍ଭ କରି ସମୁଦ୍ର ପର୍ଯ୍ୟନ୍ତ ସବୁ କିଛି ନଷ୍ଟ ହେବାକୁ ଲାଗିଲାଣି । ମଣିଷ ନିଜ ସ୍ୱାର୍ଥ ପାଇଁ ଯେଉଁଭଳି ପରିବେଶକୁ ନଷ୍ଟ କରି ଚାଲିଛି, ତାହାର ଭୟଙ୍କର…

ପ୍ରଶାନ୍ତ କିଶୋରଙ୍କୁ ରାଜ୍ୟସଭା ପଠାଇବା ଲକ୍ଷ୍ୟରେ ଟିଏମସି

ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡରୁ ବିଦା ହେବା ପରେ ପ୍ରଶାନ୍ତ କିଶୋରଙ୍କୁ ନେଇ ତୃଣମୂଳ କଂଗ୍ରେସ ରାଜନୀତି ଆରମ୍ଭ କରିଦେଇଛି । ରିପୋର୍ଟ ମୁତାବକ ପ୍ରଶାନ୍ତ କିଶୋରଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟସଭା ପଠାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ୨୬ ମାର୍ଚ୍ଚରେ…

ଭାରତୀୟ ମହିଳା ଦଳର ବିଜୟ ଧାରା ଜାରି

ମେଲବୋର୍ଣ୍ଣ:ମହିଳା ଟି୨୦ ବିଶ୍ଵକପ କ୍ରିକେଟ ମ୍ୟାଚରେ ଭାରତ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ସହିତ ଭାରତୀୟ ମହିଳା ଦଳ ଟୁର୍ଣ୍ଣାମେଣ୍ଟରେ ଲଗାତାର ୪ର୍ଥ ବିଜୟ ସହିତ ଅପରାଜେୟ ରହିଛି। ମେଲବୋର୍ଣ୍ଣର ଓଭାଲ ଷ୍ଟାଡିୟମରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ…

କୋଲାବ ଜଳଭଣ୍ଡାରରେ ବୁଡି ୩ କଲେଜ ଛାତ୍ର ମୃତ

କୋରାପୁଟ: କେରାପୁଟ ଜିଲ୍ଲାରେ ଅଭାବନୀୟ ଘଟଣା । କେରାପୁଟ ସରକାରୀ କଲେଜର ୩ଜଣ ଛାତ୍ର ଆଜି ସକାଳେ କୋଲାବ ଜଳଭଣ୍ଡାରରେ ବୁଡି ପ୍ରାଣ ହରାଇଛନ୍ତି । ବୁଡିଯାଇଥିବା ଛାତ୍ରମାନେ ହେଉଛନ୍ତି କେରାପୁଟ ଜିଲ୍ଲାର ମନ୍ମଥ ସାମଲ, ମାଲକାନଗିରି ଜିଲ୍ଲାର ସନ୍ଦୀପ ପୂଜାରୀ ଓ ରମାକାନ୍ତ ପଟ୍ଟନାୟକ ।…