Latest Odisha News

BREAKING NEWS

Browsing Category

ଫିଚର

କରୋନା ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୨୭୪୪ ଛୁଇଁଲା

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୭୪୪ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭୮,୪୯୭ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ସୂଚନାନୁଯାୟୀ କରୋନା ଭାଇରସ୍…

ଦିଶା ପଚାରିଲେ ‘ଡୁ ୟୁ ଲଭ୍ ମି’, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଚର୍ଚ୍ଚାରେ ଆଗମି ଆକ୍ସନ ଡ୍ରାମା ଫିଲ୍ମ ‘ବାଗି-୩’ । କେବ ଏହି ଫିଲ୍ମର ଲିଡ୍ ରୋଲ୍‌କୁ ନେଇ ଚର୍ଚ୍ଚା ହୋଇଥାଏ ତ ଆଉ କେତେବେଳେ ଫିଲ୍ମର ଦମଦାର ଟ୍ରେଲର ଓ ଆକ୍ସନ ସିନ୍‌କୁ ନେଇ । ଏବେ ଏହାର ଏକ ଗୀତ ରିଲିଜ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଗୀତର ନାଁ ରହିଛି…

୨୦୧୬ ଡବଲ ମର୍ଡର: ଅନୁପ ସାଏଙ୍କ ନାର୍କୋ ଟେଷ୍ଟ, ବ୍ରେନ ମ୍ୟାପିଂ ଆବେଦନକୁ ଖାରଜ କଲେ କୋର୍ଟ

ରାଇଗଡ: ଗୁରୁବାର ଦିନ ରାଇଗଡର ସିଜେଏମ କୋର୍ଟ ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂ ଆବେଦନକୁ ଖାରଜ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସରକାରୀ ଓକିଲ ବିପି ପଟେଲ କହିଛନ୍ତି କି, ଟେଷ୍ଟ ପାଇଁ ଅନୁପ ସାଏ ରାଜି ନହେବାରୁ ସିଜେଏମ କୋର୍ଟ ଚକ୍ରଧରନଗର…

ସିଏଏ ନିଆଁ: ଦିଲ୍ଲୀରେ ଥମୁଛି ହିଂସା, ଫେରୁଛି ଶାନ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଥିବା ନାଗରିକତା ଆଇନ ବିରୋଧୀ ହିଂସା ଏବେ ଧୀରେ ଧୀରେ ଥମିବାରେ ଲାଗିଛି । ହାଇକୋର୍ଟଙ୍କ ଭର୍ତ୍ସନା ପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏକ୍ସନ ମୋଡ଼ରେ ପହଂଚିଛନ୍ତି । ତିନି ଦିନ ପରେ ପ୍ରଶାସନର ଚେତା ପଶିଛି । ହିଂସା ଗ୍ରସ୍ତ ଅଚଂଳରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ…

ଫିଫା ବିଶ୍ୱକପ ଯୋଗ୍ୟତାପର୍ଯ୍ୟାୟ:ଭାରତୀୟ ସମ୍ଭାବ୍ୟ ଦଳରେ ସୁଯୋଗ ପାଇଲେ ଓଡିଶାର ଶୁଭମ

ଭୁବନେଶ୍ୱର:ଫିଫା ବିଶ୍ୱକପ ୨୦୨୨ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ପାଇଁ ହେବାକୁ ଥିବା ମୁକାବିଲାରେ ଭାରତୀୟ ସମ୍ଭାବ୍ୟ ଦଳରେ ସ୍ଥ୍ାନ ପାଇଛନ୍ତି ଓଡିଶାର ଶୁଭମ ଷଡଙ୍ଗୀ । ଗ୍ରୁପ ଇ’ର ମାର୍ଚ୍ଚ ୨୬ରେ କତାର ବିପକ୍ଷ ମୁକାବିଲା ପାଇଁ ସେ ଦଳରେ ସ୍ଥାନ ପାଇଛନ୍ତି । ଗୁୁରୁବାର ମୁଖ୍ୟ କୋଚ ଆଇଗର…

ହେଲମେଟ ପିନ୍ଧି ନଥିବାରୁ କାର ଚାଳକଙ୍କୁ ୧ ହଜାର ଟଙ୍କା ଫାଇନ !

ସମ୍ବଲପୁର: ଆପଣ କାର ଚଲାଉଥିବା ସମୟରେ ଯଦି ହେଲମେଟ ପିନ୍ଧି ନାହାଁନ୍ତି, ତେବେ ସାବଧାନ ହୋଇଯାଆାନ୍ତୁ । ବାଇକ ଆରୋହୀଙ୍କ ସହିତ କାର ଚାଳକଙ୍କୁ ମଧ୍ୟ ହେଲମେଟ ପିନ୍ଧିବା ପାଇଁ ବାଧ୍ୟ କରୁଛି ଟ୍ରାଫିକ ପୋଲିସ । ସମ୍ବଲପୁର ସହରରେ ଏମିତି ଏକ ଅଜବ ଘଟଣା ଘଟିଛି । ହେଲମେଟ ପିନ୍ଧି ନଥିବାରୁ…

୨୦୧୬ ଡବଲ ମର୍ଡର ମାମଲାରେ ନୂଆ ମୋଡ; ହାଇପ୍ରୋଫାଇଲ ଲିଙ୍କ ଥିବା ନେଇ ପୋଲିସର ସନ୍ଦେହ

ଝାରସୁଗୁଡା: କଳ୍ପନା ଦାସ ଓ ଝିଅ ବବଲିର ହତ୍ୟା ଘଟଣାରେ ନୂଆ ମୋଡ ଆସିଛି । ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଆଉ ଏକ ରହସ୍ୟ ଉନ୍ମୋଚିତ ହୋଇଛି । ପୋଲିସର କହିବାନୁସାରେ, ହତ୍ୟା ହେବାର କିଛି ଦିନ ପୂର୍ବରୁ କଳ୍ପନା ଦାସ ଜଣେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ…

ଖଣ୍ଡଗିରି ଅଂଚଳରେ ଶିଶୁ ବିକ୍ରି ଘଟଣା: ଉଦ୍ଧାର ହେଲା ଶିଶୁପୁତ୍ର

ଭୁବନେଶ୍ୱର: ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଂଚଳରେ ଗତବର୍ଷ ଡିସେମ୍ବର ମାସରେ ଶିଶୁ ବିକ୍ରି ହୋଇଥିବା ଅଭିଯୋଗ ଆସିଥିଲା । ତେବେ ବିକ୍ରି ହୋଇଥିବା ଶିଶୁପୁତ୍ରକୁ ମଂଚେଶ୍ୱରରୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁବାର ଦିନ କମିଶନରେଟ ପୋଲିସ ଶିଶୁର ପିତା…

ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ଖଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଖଲିକୋଟ କଲେଜର ଅନୁସନ୍ଧାନ ମୂଳକ ଗତିବିଧି ଉପରେ ଜୋର ଦେବା ପାଇଁ ଖଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ କୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ । ଏନେଇ ବୁଧବାର ଦିନ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଖଲିକୋଟ କ୍ଲଷ୍ଟର କଲେଜ ଆଶାନୁରୂପ ସଫଳତା…

ଟିକ୍ ଟକ୍ ନିଶା: ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଲେ ଆମେରିକାର କ୍ଲାର୍କ

ନୁ୍ୟର୍କ: ଟିକ୍ ଟକ୍ ଯୋଗୁ ଆମେରିକାର ଜାସନ କ୍ଲାର୍କ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଛନ୍ତି । ୪ ଲକ୍ଷ ପ୍ରଶଂସକଙ୍କ ପାଇଁ ସେ କିଛି ନୂଆ କରିବା ଆଶାରେ ମୃତ୍ୟୁର ନିକଟତର ହୋଇ ଯାଇଥିଲେ । କ୍ଲାର୍କଙ୍କ ଏହି ପଦକ୍ଷେପକୁ ଅନେକ ପାଗଳାମୀ ବୋଲି କହୁଛନ୍ତି । ସେ ଏକ ବରଫ ଚଟାଣରେ ଗର୍ତ କରି ଭିତରକୁ…