Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର୍ ଯୋଜନା: ମୌଳିକ ସୁବିଧା ଯୋଗାଇଦେବାକୁ ବିଭାଗସ୍ତରୀୟ ଆଲୋଚନା

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ଯୋଜନାରେ ସ୍ଥାନୀୟ ଅଧିବାସୀ ତଥା ଦର୍ଶକଙ୍କୁ ପାନୀୟ ଜଳ, ସ୍ଵେରେଜ , ବର୍ଜ୍ୟବସ୍ତୁ ନିଷ୍କାସନ ଆଦିମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଆଲୋଚନା ନିକଟରେ ଶ୍ରୀମନ୍ଦିର…

ମାଆ ପାଖରେ ଅମାନିଆ ଛୁଆ ଓରାଂଟନର ଗେହ୍ଲବସର ଫଟୋ ଏବେ ଚର୍ଚ୍ଚାରେ

ପାଇରି ଡାଇଜା: ବେଲଜିୟମର ପାଇରି ଡାଇଜା ଚିଡିଆଖାନାରେ ଓରାଂଟନ ମାଆ ଓ ପୁଅର ସ୍ନେହ ଏବେ ସୋସିଆଲ ନେଟୱର୍କିଂରେ ବେଶ୍ ଆଦୃତ ହେଉଛି । ୩ ବର୍ଷୀୟ ଓରାଂଟନ ବେରାନୀ ତାର ମାଆ ସହିତ ଖେଳୁଥିଲା । ଖେଳିବା ସମୟ ଗଡିଗଲା ପରେ ମାଆ ସାରି ତାକୁ ଡାକିବାରୁ ବେରାନୀ ଆସି ନ ଥିଲା । ଜିଦି କରିବାରୁ ସାରି…

କରୋନା ଭୂତାଣୁ: ମକ୍କା ମଦିନା ଯାତ୍ରା ଉପରେ ଲାଗିଲା ରୋକ

ସାଉଦି ଆରବ: ସୁନାମି ପରି ମାଡି ଚାଲିଛି କରୋନା ଭୂତାଣୁ । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଚୀନ୍ ସମତେ ଚାରିଆଡେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହି ଭୂତାଣୁର ଭୟ ଏବେ ସାଉଦି ଆରବକୁ ମଧ୍ୟ ଘାରିଛି । ଏଥିପାଇଁ ମକ୍କା-ମଦିନା ଯାତ୍ରା ଉପରେ ରୋକ ଲଗାଯାଇଛି । ସାଉଦି ଆରବ ମକ୍କା-ମଦିନାକୁ…

ଓଟିଡିସି ପକ୍ଷରୁ ବିଦେଶ ଭ୍ରମଣର ସ୍ୱତନ୍ତ୍ର ପ୍ୟାକେଜ ଗୋ-ଗ୍ଲୋବାଲ୍‌ ଘୋଷଣା

ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ଆଉ ପାଦେ ଆଗକୁ ଯାଇଛି। ଓଡ଼ିଶାର ପର୍ଯ୍ୟଟକ ମାନଙ୍କର ସୁଖ ସୁବିଧା କୁ ଦୃଷ୍ଟିରେ ରଖି ବର୍ତ୍ତମାନ ଓଟିଡିସି ଗୋ-ଗ୍ଲୋବାଲ ନାମରେ ଏକ ବିଦେଶ…

ଆପ୍ ପାର୍ଷଦ ତାହିରଙ୍କ ଫ୍ୟାକ୍ଟ୍ରି ସିଲ୍

ନୂଆଦିଲ୍ଲୀ: ଦିଲ୍ଲୀର ଉତର-ପୂର୍ବାଂଚଳରେ ଘଟିଥିବା ହିଂସାକାଣ୍ଡରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଆମ ଆଦମୀ ପାର୍ଟିର ବିବାଦୀୟ ପାର୍ଷଦ ତାହିର ହୁସେନଙ୍କ ଫ୍ୟାକ୍ଟ୍ରିକୁ ପୋଲିସ ସିଲ୍ କରିଛିତ । ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ ସ୍ଥିତି ବର୍ତମାନ ନିୟନ୍ତ୍ରଣାଧୀନ…

‘ଗୁଗଲ ଟ୍ରାନ୍ସଲେସନ୍‌’ରେ ସାମିଲ ହେଲା ଓଡ଼ିଆ

ଭୁୁବନେଶ୍ୱର: ଏଣିକି ଓଡ଼ିଆରେ ‘ଗୁଗଲ ଟ୍ରାନ୍ସଲେସନ୍‌’ରେ ମିଳିବ ସୁବିଧା । ଲୋକପ୍ରିୟ ସର୍ଚ୍ଚ ଇଂଜିନ୍ ଗୁଗଲର ଟ୍ରାନ୍ସଲେସନ୍ ବା ଅନୁବାଦରେ ଏବେ ଓଡ଼ିଆ ଭାଷା ଯୋଡି ହୋଇଛି । ଏନେଇ ଗୁଗଲ ପକ୍ଷରୁ ଘୋଷଣା କରାଯାଇଛି । ଓଡ଼ିଆ ଭାଷା ସମେତ ମୋଟ ୫ଟି ନୂଆ ଭାଷା ମଧ୍ୟ ଯୋଡି ହୋଇଛି । ଏବେ ଇଂରାଜୀ,…

ଦିଲ୍ଲୀ ହିଂସା ନେଇ କେଜ୍ରିୱାଲଙ୍କ ବଡ ଘୋଷଣା; ଆପ୍ ନେତା ସାମିଲ ଥିଲେ ମିଳିବ ଡବଲ ଦଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ଅନେକ ଅଂଚଳରେ ହିଂସା କାରଣରୁ ୩୫ ଜଣଙ୍କ ମୃତ୍ୟୁ ହୋଇସାରିଛି । ଏହି ହିଂସା ପାଇଁ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କ ପାଇଁ ଆଶ୍ୱସ୍ତି ମୂଳକ ଘୋଷଣା କରିଛନ୍ତି । ଏହା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଅନାବଶ୍ୟକ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଏଣିକି ଗ୍ରୁପ-୩ କର୍ମଚାରୀଙ୍କ ଲାଗି ଦରକାର ପଡିବନି ସିସିଆର୍ । କେବଳ ଉପରିସ୍ଥ ଅଧିକାରୀ ସୁପାରିଶ କରିଦେଲେ ହୋଇଯିବ ପଦୋନ୍ନତି । ଏନେଇ ଗୁରୁବାର ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ଶୁଣାଣି ବେଳେ କର୍ମଚାରୀମାନେ…

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ଟି୨୦ ସିରିଜ ଜିତିଲା

କେପ୍ ଟାଉନ୍‌:ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ଅନ୍ତିମ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୯୭ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି।  ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୩ ରନ୍ କରିଥିଲା। ଜବାବରେ…

ଦିଲ୍ଲୀ ହିଂସା: ଘର ସହ ବୃଦ୍ଧାଙ୍କୁ ଜାଳିଦେଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଥମିବାର ନାଁ ନେଉନି । ଜାଫରାବାଦ, ମୌଜପୁର, ଚାନ୍ଦବାଗ, ଗୋକୁଲପୁରୀ ଓ ଆଖାପାଖ ଅଂଚଳରେ ଏବେ ବି ପରିବେଶ ଆତଙ୍କିତ ରହିଛି । ବୁଧବାର ଦିନ ଲୋକଙ୍କ ମୃତ୍ୟୁ ସଂଖ୍ୟା ୩୪ରେ ପହଂଚିଛି । ଅଧିକାଂଶ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଲୋକମାନେ…