Latest Odisha News

BREAKING NEWS

Browsing Category

ଫିଚର

ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ନେଇ ବ୍ୟାପୁଥିବା ହିଂସା ଉଗ୍ର ରୂପ ନେଇଛି । ଏହାରି ଭିତରେ ଦିଲ୍ଲୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରତିନିଧି ଦଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ମନମୋହନ ସିଂ, ଆନନ୍ଦ ଶର୍ମା, ରଣଦୀପ ସୁରଜେବାଲା…

ଆମେରିକା ବିୟର କମ୍ପାନୀରେ ଗୁଳିକାଣ୍ଡ: ୭ ମୃତ

ନ୍ୟୁୟର୍କ: ଆମେରିକାର ଏକ ବିୟର କମ୍ପାନୀରେ ହଠାତ୍ ଜଣେ ବ୍ୟକ୍ତି ଗୁଳିଚାଳନା କରିବା ଫଳରେ ୭ଜଣଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ ମୋଲସନ କୁର୍ସ କମ୍ପ୍ଲେକ୍ସରେ ଜଣେ ଆତତାୟୀ ଅତର୍କିତ ଗୁଳିକରିବା ଆରମ୍ଭ କରିଦେଇଥିଲା । ଏଥିରେ  ୭ ଜଣ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । …

ଟି୨୦ ମହିଳା ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡକୁ ହରାଇ ଭାରତ ସେମିଫାଇନାଲରେ

ମେଲବୋର୍ନ: ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଗୁରୁବାର ଅନୁଷ୍ଠିତ ରୋମାଂଚକ ମୁକାବିଲାରେ ଭାରତ ୪ ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୩୩ ରନ କରିଥିଲା । ଶେଫାଳୀ ବର୍ମା ୪୬ ଓ ତାନିଆ ଭାଟିଆ ୨୩ ରନର ଇନିଂସ…

ଇନଷ୍ଟାଗ୍ରାମରେ ‘ଥ୍ୟାଙ୍କ ୟୁ ଇଣ୍ଡିଆ’ ଲେଖିଲେ ଇଭାଙ୍କା ଟ୍ରମ୍ପ; ଦେଖନ୍ତୁ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସପରିବାର ୨ ଦିନିଆ ଭାରତ ଗସ୍ତରେ ଆସି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । https://www.instagram.com/p/B9ByUmnh9fD/?igshid=1t54p1g0g7evm ଏହି ଅବସରରେ ଭାରତ ଭ୍ରମଣରେ ଆସିଥିବା ଟ୍ରମ୍ପଙ୍କ ଝିଅ ଇଭାଙ୍କା…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡିଶାର ତାପମାତ୍ରା ୧ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି। ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା (୧୪.୪),…

ମହିଳା ଟି-୨୦ ବିଶ୍ୱକପ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ରଥମେ ବ୍ୟାଟିଂ

ମେଲବୋର୍ଣ୍ଣ: ମହିଳା ଟି-୨୦ ବିଶ୍ୱକପରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ବାଂଲାଦେଶ ଦଳକୁ ଲଗାତର ଦୁଇଟି ମ୍ୟାଚରେ ପରାସ୍ତ କରିବା ପରେ ଆଜି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ମ୍ୟାଚ ଖେଳୁଛି । ନ୍ୟୁଜିଲାଣ୍ଡ ଟସରେ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଛି । ଆଜିର ଏହି…

ସ୍ବଦେଶ ଫେରିଲେ ଜାପାନ ଜାହାଜରେ ଫସି ରହିଥିବା ଓଡିଆ ଇଞ୍ଜିନିୟର

ଭୁବନେଶ୍ୱର/ନୂଆଦିଲ୍ଲୀ: କୋରାନା ଭାଇରସରେ ପ୍ରଭାବିତ ‘ଡାଏମଣ୍ଡ ପ୍ରିନସେସ୍‌’ କ୍ରୁଜରଲାଇନରେ ୨୦ ଦିନ ରହିବା ପରେ ଓଡିଆ ଯୁବ ସଫ୍ଟୱେୟାର ଇଞ୍ଜିନିୟର ଶିବାଶିଷ ନାୟକ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି । ଟୋକିଓରୁ ଏୟାର ଇଣ୍ଡିଆ ବିମାନ ୧୧୮ ଭାରତୀୟଙ୍କ ସହ ୫ ବିଦେଶୀ ନାଗରିକଙ୍କୁ ଧରି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୭-୦୨-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ମାସ  ତା୨୭ ରିଖ ଗୁରୁବାର କୁମ୍ଭ ୧୫ ଦିନ   ଫାଲଗୁନ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି  ରେବତୀ   ନକ୍ଷତ୍ର  ମୀନ ଚନ୍ଦ୍ର  ଘାତ ବାର-:  ତୁଳା ଓ କୁମ୍ଭ ରାଶିର  ଘାତ ଚନ୍ଦ୍ର-: ଧନୁ ରାଶି…

ଦିଲ୍ଲୀ ହିଂସାକାଣ୍ଡ: ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଏହି ଦଙ୍ଗାରେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ହେଉଥିବା ଯୋଗୁଁ ଏହି ମୃତ୍ୟୁସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି । ଉତରପୂର୍ବ ଦିଲ୍ଲୀରେ ସିଏଏ ନେଇ ହିଂସା ବ୍ୟାପିଥିଲା । ଏଥିରେ ସାମିଲ…

ଆମେରିକାରେ ପହଁଞ୍ଚି ଟ୍ରମ୍ପ କହିଲେ ଭାରତ ମହାନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଦୁଇ ଦିବସୀୟ ଗସ୍ତ ପୁରା କରି ନିଜ ଦେଶରେ ପହଁଞ୍ଚି ଭାରତକୁ ମହାନ ଦେଶ କହିଛନ୍ତି । ଟ୍ରମ୍ପ ୨୪,୨୫ ଫେବ୍ରୁୟାରୀରେ ଭାରତ ଗସ୍ତରେ ଆସିଥିଲେ । ଏହି ଯାତ୍ରାରେ ତାଙ୍କ ସହ ପତ୍ନୀ ମେଲାନିଆ,ଝିଅ ଇଭାଙ୍କା ଓ ଉଚ୍ଚସ୍ତରୀୟ…