Latest Odisha News

BREAKING NEWS

Browsing Category

ଫିଚର

ଦିଲ୍ଲୀ ହିଂସା: ଘର ସହ ବୃଦ୍ଧାଙ୍କୁ ଜାଳିଦେଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଥମିବାର ନାଁ ନେଉନି । ଜାଫରାବାଦ, ମୌଜପୁର, ଚାନ୍ଦବାଗ, ଗୋକୁଲପୁରୀ ଓ ଆଖାପାଖ ଅଂଚଳରେ ଏବେ ବି ପରିବେଶ ଆତଙ୍କିତ ରହିଛି । ବୁଧବାର ଦିନ ଲୋକଙ୍କ ମୃତ୍ୟୁ ସଂଖ୍ୟା ୩୪ରେ ପହଂଚିଛି । ଅଧିକାଂଶ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଲୋକମାନେ…

ଛଳଛଳ ଆଖିରେ ପ୍ରିୟ ଡାକ୍ତରଙ୍କୁ ବିଦାୟ ଦେଲେ ଗ୍ରାମବାସୀ !

ଭବାନୀପାଟଣା: ଡାକ୍ତରଙ୍କୁ କୁହନ୍ତି ଦ୍ୱିତୀୟ ଈଶ୍ୱର । ଏହି କଥାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଡ଼ାକ୍ତର ଅବିନାଶ ରଥ । କଳାହାଣ୍ଡି ଜିଲ୍ଲା ଥୁଆମାଳ-ରାମପୁର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଲାଗି ସେବା କରି ଗ୍ରାମବାସୀଙ୍କର ପ୍ରିୟଭାଜନ ହୋଇଛନ୍ତି ଡାକ୍ତର ଅବିନାଶ ।…

ଲୁନା ଉପରେ ମାଡିଗଲା ଟ୍ରକ୍‌; ସ୍ୱାମୀ-ସ୍ତ୍ରୀ ମୃତ

ବ୍ରହ୍ମପୁର: ଆନ୍ଧ୍ର ପ୍ରଦେଶର ଭେସି ନିକଟରେ ଅଭାବନୀୟ ଘଟଣା । ଲୁନା ଉପରକୁ ଟ୍ରକ୍ ମାଡିଯିବାରୁ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଉଛନ୍ତି ଭଗବାନ ଚଇନି ଓ ତାଙ୍କ ସ୍ତ୍ରୀ ଭାରତୀ ଚଇନି । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଗଣ୍ଡା ଗାଁର ନିବାସୀ । ଜଣେ ସଂପର୍କୀୟଙ୍କ…

ଦିଲ୍ଲୀ ଦଙ୍ଗା: କେନ୍ଦ୍ରକୁ ରିପୋର୍ଟ ତଲବ, ଏପ୍ରିଲ ୧୩ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯୋଗୁଁ ଦିଳ୍ଲୀ ହିଂସା ହୋଇଥିବା ନେଇ ହାଇକୋର୍ଟରେ ଏକ ମାମଲା ଦାଖଲ ହୋଇଥିଲା । ଏହାର ଶୁଣାଶି ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କୁ କୋର୍ଟ ରିପୋର୍ଟ ତଲବ କରିଛନ୍ତି । ଦିଲ୍ଲୀ ପୋଲିସ କୋର୍ଟର ନିଜ ଜବାବ ଦାଖଲ କରିବା…

ଶୁକ୍ରବାର ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର: ଶୁକ୍ରବାରଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ଆସନ୍ତାକାଲି ୧୦ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ଏହାପରେ ପ୍ରଥମେ ଲୋକସେବା ଭବନରେ ଆୟୋଜିତ ହେବାକୁ ଥିବା ପୂର୍ବ ଭାରତ ରଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ…

ଗମ୍ଭୀର କହିଲେ, ଆଇବି ଅଧିକାରୀ ହତ୍ୟା ଘଟଣାରେ କେଜରିୱାଲଙ୍କ ନୀରବତା ଚିନ୍ତାଜନକ

ନୂଆଦିଲ୍ଲୀ: ଗୋଇନ୍ଦା ବିଭାଗ ଅଧିକାରୀଙ୍କ ମୃତୁ୍ୟ ଘଟଣାରେ ବିଜେପି ସାଂସଦ ଗୌତମ ଗମ୍ଭୀର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନୀରବତା ଚିନ୍ତାଜନକ ଓ ଭୟଙ୍କର ବୋଲି କହିଛନ୍ତି । ଆପର ପାର୍ଷଦ ତାହିର ହୁସେନ ଏହି ହତ୍ୟକାଣ୍ଡରେ ଜଡିତ ଥିବା ପ୍ରାରମ୍ଭିକ ପୋଲିସ ରିପୋର୍ଟରୁ ଅନୁମାନ…

ମନ୍ଦିର ମାଟିତଳୁ ମିଳିଲା ୧୭୧୬ କିଲୋଗ୍ରାମର ସୁନା

ତିରୁଚିରାପଲି: ତାମିଲନାଡୁର ତିରୁଚିରାପଲି ଜିଲାରେ ଥିବା ଜମ୍ବୁକେଶ୍ୱର ମନ୍ଦିର ମରାମତି କାର୍ଯ୍ୟ ଚାଲୁଥିବା ବେଳେ ମାଟି ତଳୁ ୧୭୧୬ କିଲୋଗ୍ରାମର ସୁନା ମିଳିଛି । ଏହାର ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ୭ଫୁଟ ଖୋଳା ହେବା ପରେ ୧୦୦୦ରୁ ୧୨୦୦ ବର୍ଷ ତଳର ଏହି ସ୍ୱର୍ଣ୍ଣ…

ଆସନ୍ତାକାଲି ପୂର୍ବାଂଚଳ ପରିଷଦ ବୈଠକ, ଯୋଗଦେବେ ଅମିତ ଶାହା

ଭୁବନେଶ୍ୱର: ଆସନ୍ତାକାଲି ତଥା ଶୁକ୍ରବାର ଭୁବନେଶ୍ୱରେ ଅନୁଷ୍ଠିତ ହେବ ପୂର୍ବାଂଚଳ ପରିଷଦ ବୈଠକ । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ଓଡିଶା, ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏଥିସହ ଏହିସବୁ…

ଦିଲ୍ଲୀ ଦଙ୍ଗା ଶୁଣାଣି: ରାତାରାତି ବଦଳିଲେ ବିଚାରପତି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାର ଶୁଣାଣି କରୁଥିବା ବିଚାରପତି ଏସ ମୁରଲିଧରଙ୍କ ବଦଳି ହୋଇଛି । ରାତାରାତି ତାଙ୍କୁ ବଦଳି କରାଯାଇଛି । ସିଏଏକୁ ନେଇ ଦିଲ୍ଲୀରେ ହିଂସା ଉଗ୍ର ରୂପ ନେଇଥିବା ବେଳେ ଏହାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିଥିଲେ ଏସ ମୁରଲିଧର । ତାଙ୍କୁ ଦିଲ୍ଲୀ…

ଆପ୍ ନେତା ତାହିରଙ୍କ ଘରୁ ପେଟ୍ରୋଲ ବୋମା, ପଥର ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ଏବେ ଆମ୍ ଆଦ୍‌ମୀ ପାର୍ଟି(ଆପ୍‌) ନେତାଙ୍କ ଭୂମିକା ସନ୍ଦେହଘେରକୁ ଆସିଛି । ଆପ ନେତା ତଥା କର୍ପୋରେଟର ତାହିର ହୁସେନଙ୍କ ଘରୁ ବହୁ ପରିମାଣରେ ପେଟ୍ରୋଲ ବୋମା ଏବଂ ପଥର ମିଳିଛି। ଦଙ୍ଗା ସମୟରେ ହୁସେନ ନାଲି ରଙ୍ଗର ସ୍ଵେଟର ପିନ୍ଧି ନିଜ ଘର ଛାତ ଉପରେ…