Latest Odisha News

BREAKING NEWS

Browsing Category

ଫିଚର

ହ୍ୟାଟ୍ରିକ ସହ ୧୦ ଉଇକେଟ ନେଲେ କାଶଭି ଗୌତମ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ମହିଳା ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍‌ରେ ଚଣ୍ଡୀଗଡ଼ର କାଶଭି ଗୌତମ ୧୦ ୱିକେଟ୍ ନେଇଛନ୍ତି । ଚଣ୍ଡୀଗଡ଼ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଆନ୍ଧ୍ର ପ୍ରଦେଶର କେଏସଆରଏମ୍ କଲେଜ ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ କାଶଭି  ୪.୫ ଓଭରରେ ୧୨ ରନ୍…

କରୋନା ଭୂତାଣୁ: ଭାରତୀୟଙ୍କୁ ଆଣିବା ପାଇଁ ଉହାନ ଯିବ ବାୟୁସେନା ବିମାନ

ନୂଆଦିଲ୍ଲୀ: ଥମିବାର ନାଁ ଧରୁ ନାହିଁ ମାରାତ୍ମକ ଭୂତାଣୁ କରୋନା । ଦିନ କୁ ଦିନ ବ୍ୟାପିବାରେ ଲାଗିଛି କରୋନା ଭାଇରାସ । ଏହି ସଂକ୍ରମଣ ଯୋଗୁଁ ୨ ହଜାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୭ ହଜାର ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହାରି ଭିତରେ ଚୀନ୍‌ରେ ଥିବା ଶହେ ଜଣ…

ସିଏଏ ହିଂସା: ଧାରଣାରେ ମୃତ କନେଷ୍ଟବଳ ରତନଲାଲଙ୍କ ପରିବାର

ନୂଆଦିଲ୍ଲୀ: ଧାରଣାରେ ମୃତ ହେଡ କନେଷ୍ଟବଳଙ୍କ ପରିବାର । ରତନଲାଲଙ୍କୁ ‘ସହିଦ’ର ମାନ୍ୟତା ଦିଆଯାଉ ବୋଲି ତାଙ୍କ ପରିବାର ଲୋକେ ଦାବି କରିଛନ୍ତି । ଦିଲ୍ଲୀରେ ସିଏଏ ସପକ୍ଷବାଦୀ-ବିପକ୍ଷବାଦୀ ପାଇଁ ଲାଗି ରହିଥିବା ହିଂସାରେ ସୋମବାର ହେଡ଼ କନେଷ୍ଠବଳ ରତନଲାଲଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ…

ନଦୀକୁ ଖସିଲା ବରଯାତ୍ରୀ ବସ୍: ୨୦ରୁ ଅଧିକ ମୃତ

କୋଟା: ରାଜସ୍ଥାନର କୋଟାରୁ ମାୟରା ଯାଉଥିବା ଏକ ବରଯାତ୍ରୀ ବସ ନଈକୁ ଖସି ପଡିବାରୁ ୨୦ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି । ବୁଧବାର ଦିନ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ୩୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବରଯାତ୍ରୀ ବସଟି ଦ୍ରୁତ ଗତିରେ ଯାଉଥିବା ବେଳ ହଠାତ ନିଜର ଭାରସାମ୍ୟ…

୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର: ଓଡିଶାର ଅଧିକାଂଶ ଅଂଚଳରେ ମଙ୍ଗଳବାର ଦିନ ପ୍ରବଳ ବର୍ଷା ହୋଇଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୂଚନାଯୋଗ୍ୟ, ବୁଧବାର ଦିନ ସକାଳ ୮ଟା ୩୦ ପର୍ଯ୍ୟନ୍ତ ଭୁବନେଶ୍ୱରରେ ସର୍ବାଧିକ ୭୮.୨ ମିମି ବର୍ଷା…

ସନ୍ନି ଲିଓନିଙ୍କ ପିଠିରୁ ଉତୁରିଲା ଚମଡା! ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କ ପିଠିରୁ ଉତୁରିଲା ଚମଡା । ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏଭଳି କିଛି ଭିଡିଓ ଦେଖିବାକୁ ମିଳିଛି । ଯାହାକୁ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ଚକିତ ହୋଇପଡିଛନ୍ତି । ତେବେ ଏହା ପ୍ରକୃତରେ ନୁହେଁ । ଏକ ଫଟୋ ସୁଟ୍ ପାଇଁ ନିଜ ପିଠିରେ ସେ ଏଭଳି…

‘ସିର୍ କୋରମା’ର ଟ୍ରେଲର: ଦେଖନ୍ତୁ ସମଲିଙ୍ଗି ସମ୍ପର୍କକୁ ନେଇ ସଂଘର୍ଷର କାହାଣୀ

ମୁମ୍ବାଇ: ରିଲିଜ ହୋଇଛି ଅପ୍‌କମିଂ ଫିଲ୍ମ ‘ସିର୍ କୋରମା’ର ଟ୍ରେଲର । ଏହାର ଲିଡ୍ ରୋଲ୍‌ରେ ସ୍ୱରା ଭାସ୍କର ଓ ଦିବ୍ୟା ଦତ୍ତା ଅଛନ୍ତି । ସମଲିଙ୍ଗି ସମ୍ପର୍କରେ ଏହି ଫିଲ୍ମର କାହାଣୀ ଆଧାରିତ । ଫରାଜ ଆରିଫ ଅନ୍‌ସାରୀଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମର କାହାଣୀ ଦୁଇ ଜଣ ଯୁବତୀ ସାୟରା ଓ…

ବାଲାକୋଟ ଏୟାର ଷ୍ଟ୍ରାଇକକୁ ବର୍ଷେ…

ଭୁବନେଶ୍ୱର: ଫେବୃଆରୀ ୨୬ ତାରିଖ ୨୦୧୯ ମସିହା । ଜମ୍ମୁ-କାଶ୍ମୀରର ପୁଲୱାମା ଆକ୍ରମଣରେ ପ୍ରାଣ ହରାଇଥିବା ୪୦ ଜଣ ସିଆରପିଏ ଯବାନ ସହିଦ ହୋଇଥିବା ଘଟଣାର ପ୍ରତିଶୋଧ ନେଇଥିଲା ଭାରତୀୟ ବାୟୁସେନା। ନିଜ ଶହୀଦ ଭାଇଙ୍କୁ ହରାଇ ରକ୍ତମୁଖା ହୋଇ ଯାଇଥିଲା ସମ୍ପୂର୍ଣ୍ଣ। ଏହାର ପରିଣାମ ସ୍ୱରୂପ…

ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଏରସମା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ କୁମାର ନାୟକଙ୍କ ୭୦ ବର୍ଷ ବୟସରେ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ପ୍ରାଣତ୍ୟାଗ କରିଛନ୍ତି । ସେ ୧୯୯୫ ମସିହାରେ ଜଗତସିଂହପୁରର ଏରସମା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ…

ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ନାଁରେ ଦିଲ୍ଲୀ ରାସ୍ତାରେ ତେଜିଥିବା ଆନ୍ଦୋଳନ ଥମିବାର ନାଁ ନେଉନି । ଗତ ତିନି ଦିନ ହେବ ଦିଲ୍ଲୀର କିଛି ଅଂଚଳରେ ହିଂସା ସୀମା ପାର ହୋଇଛି । ଯେଉଁଥିରେ ଏପର୍ଯ୍ୟନ୍ତ ୨୦ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ବୁଧବାର ଦିନ ଦିଲ୍ଲୀର ଗୋକୁଲପୁରୀ ଅଂଚଳରେ…