Latest Odisha News

BREAKING NEWS

Browsing Category

ଫିଚର

ଖୁବଶୀଘ୍ର ଆସୁଛି ଭିଭୋର ନୂଆ ସ୍ମାର୍ଟଫୋନ; ଜାଣନ୍ତୁ ଫିଚର୍ସ

ନୂଆଦିଲ୍ଲୀ: ଭିଭୋ ବ୍ରାଣ୍ଡ ଆଇକ୍ୟୁOO ଭାରତରେ ୨୫ ଫେବୃଆରୀକୁ ନିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି | କମ୍ପାନୀ ତରଫରୁ ବହୁ ସମୟ ଠାରୁ ଆଇକ୍ୟୁOO 3 ର ଟିଜର ଜାରିକରିଥିଲା | ହେଲେ ଲଞ୍ଚ ପୂର୍ବରୁ ମୋବାଇଲର ସବୁ ଫିଚର୍ସ ଓ ତଥ୍ୟ ଲିକ ହୋଇଯାଇଛି | ଏହି ସ୍ମାର୍ଟଫୋନ ଇକମର୍ସ…

ଟିମ୍ ଇଣ୍ଡିଆ ବିପକ୍ଷରେ ନ୍ୟୁଜିଲାଣ୍ଡ ୫୧ରନରେ ଅଗ୍ରଣୀ

ୱେଲିଂଟନ: ଭାରତ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ପ୍ରଥମ ଇନିଂସରେ ୫୧ ରନର ଅଗ୍ରଣୀ ହାସଲ କରିନେଇଛି । ନ୍ୟୁଜିଲାଣ୍ଡ ଷ୍ଟମ୍ପ୍ସ ଅପସାରଣ ବେଳକୁ ୫ ଉଇକେଟ ବିନିମୟରେ ୨୧୬ ରନ କରିଛି । କେନ୍ ୱିଲିୟମସନ (୮୯) ଓ ରସ ଟେଲର ୪୪ ରନ କରିଥିଲେ ।…

ଭାରତର ବାୟୁସେନା ବିମାନକୁ ଅନୁମତି ଦେଉନି ଚୀନ; ସଂକଟରେ ଉହାନରେ ଫସିଥିବା ଭାରତୀୟ

ବେଜିଂ: ଭାରତୀୟ ବାୟୁସେନା ବିମାନକୁ ଉହାନ ଯିବାକୁ ଦେଉନି ଚୀନ । ଏବେ ବି କରୋନା ଭାଇରସର କେନ୍ଦ୍ରସ୍ଥଳ ଚୀନର ଉହାନରେ କିଛି ଭାରତୀୟ ଫସିରହିଛନ୍ତି । ଏହି ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ବାୟୁସେନା ବିମାନ ସି-୧୭ ଗ୍ଲୋବମାଷ୍ଟର ଚୀନ ଯିବାର ଥିଲା । କିନ୍ତୁ ଏହି ବିମାନକୁ ଉଡାଣ ପାଇଁ…

ପ୍ରାଣ କ’ଣ? ଏହାର ମହତ୍ୱ ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ସଂସ୍କୃତିରେ ଯୋଗକୁ ଏକ ଉଚ୍ଚସ୍ତରୀୟ ସ୍ଥାନ ଦିଆଯାଇଛି । ପଞ୍ଚତତ୍ୱ ମଧ୍ୟରେ ଗୋଟିଏ ପ୍ରମୁଖ ତତ୍ୱ ବାୟୁ ଆମ ଶରୀରକୁ ଜୀବିତ କରି ରଖିଥାଏ । ଏହା ବାତ ରୂପରେ ଶରୀରରେ ବିଦ୍ୟମାନ ତିନି ଦୋଷ ମଧ୍ୟରୁ ଗୋଟିଏ ଅଟେ । ଯାହା ଶ୍ୱାସ ରୂପରେ ଆମର ପ୍ରାଣ ଅଟେ । ପିତ୍ତ, କଫ,…

କରୋନା ଭାଇରସ: ଚୀନରେ ମୃତ୍ୟୁ ସଂଖ୍ୟା ୨୩୪୫ ଛୁଇଁଲା, ୭୬ ହଜାର ସଂକ୍ରମିତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୩୪୫ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭୬,୨୮୮ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ସୂଚନାନୁଯାୟୀ କରୋନା ଭାଇରସ୍…

ଉଚ୍ଚା ଟାରିଫ ସହ ବହୁ ବର୍ଷରୁ ଆମେରିକା ବ୍ୟାପାର କୁ ପ୍ରଭାବିତ କରିଛି ଭାରତ : ଟ୍ରମ୍ପ

ଆମେରିକା: ଆମେରିକା ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗାମୀ ସପ୍ତାହ ରେ ଭାରତ ଯାତ୍ରା ରେ ଆସୁଛନ୍ତି | ନିଜର ଯାତ୍ରା ପୂର୍ବରୁ ଟ୍ରମ୍ପ କହିଲେ ଯେ ଭାରତ ଉଞ୍ଚ ହାର ର ଶୁଳ୍କ ସହ ବହୁ ବର୍ଷ ରୁ ଆମେରିକା ର ବ୍ୟାପାର ଖରାପ ଭାବରେ ପ୍ରଭାବିତ କରିଛି | ଆଗାମୀ ଭାରତ ଯାତ୍ରା ସମୟରେ…

ଆସନ୍ତୁ ଜାଣିବା ଅଧିକ ସୁନା ରଖିବା ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ କେଉଁଠି

ନୂଆଦିଲ୍ଲୀ: ଅଧିକ ସୁନା ରଖିବା ଦେଶମାନଙ୍କ ମଧ୍ୟରେ ଭାରତର ସ୍ଥାନ ୧୦ମରେ ରହିଛି । ୱାର୍ଲ୍ଡ ଗୋଲ୍ଡ କାଉନସିଲ ପକ୍ଷରୁ ଗତ ବର୍ଷ ଜାରି କରାଯାଇଥିବା ରିପୋର୍ଟ ମୁତାବକ ଆମେରିକା ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛି । ଏହି ଦେଶ ପାଖରେ ୮୧୩୩୫ ଟନ ସୁନା ରହିଛି । ସେହିପରି ଜର୍ମାନୀ (୩୬୬୮),…

ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ଏକାମ୍ରକ୍ଷେତ୍ରସ୍ଥିତ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଛି । ରାତି ୯ଟା ୪୫ ମିନିଟରେ ଏହି ମହାଦୀପ ମନ୍ଦିର ଉପରକୁ ଉଠିଥିଲା । ହଜାର ହଜାର ଭକ୍ତମାନଙ୍କ ଜୟ ଜୟକାର ଧ୍ୱନୀ ମଧ୍ୟରେ ଏହି ମହାଦୀପକୁ ସେବାୟତ ମନ୍ଦିର ଉପରେ ଜଳାଇଛନ୍ତି ।…

ଓପିଏସସି ପକ୍ଷରୁ ଘୋଷିତ ହେଲା ‘ଓଡ଼ିଶା ସିଭିଲ ସର୍ଭିସ’ ପରୀକ୍ଷା ତାରିଖ

ଭୁବନେଶ୍ୱର: ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ୨୦୧୯ ଓଡ଼ିଶା ସିଭିଲ ସର୍ଭିସ (ଓସିିଏସ)ପ୍ରିଲିମିନାରୀ ପରୀକ୍ଷା ତାରିଖ ଏହାର ୱେବସାଇଟ ରେ ଘୋଷିତ ହୋଇଛି । ଏହି ୱେବସାଇଟରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଓସିଏସର ପ୍ରିଲିମନାରୀ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଅନୁଷ୍ଠିତ…

ଆସନ୍ତା ୨୩ରୁ ରାଜ୍ୟରେ ବର୍ଷା; ଝଡତୋଫାନ ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଦୁଇ ସପ୍ତାହ ପାଗ ଶୁଖିଲା ରହିବା ପରେ ଆସନ୍ତା ୨୩ ତାରିଖରୁ ତିନି ଦିନ ପର୍ଯ୍ୟନ୍ତ ଓଡିଶାର କେତେକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଓ ଦକ୍ଷିଣ-ପୂର୍ବ ଦିଗରୁ ସ୍ଥଳଭାଗକୁ…