Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲିଠୁ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି କିଟ୍‌

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି) ପ୍ରତିଯୋଗିତା ଆସନ୍ତା ୨୧ ତାରିଖଠାରୁ ଆରମ୍ଭ ହେଉଛି । ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରଥମ କରି ଓଡ଼ିଶାର ଭୁବନେଶ୍ୱରର କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ଓଡ଼ିଶା…

ଓଡ଼ିଶାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଆସନ୍ତାକାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଖେଳା ଯିବାକୁ ଥିବା ଦେଶର ସର୍ବ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ଆସନ୍ତା କାଲି ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ । କଟକର ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମଠାରେ ଉଦଘାଟନୀ ସମାରୋହରେ କେନ୍ଦ୍ର କ୍ରୀଡା…

ଚିକିତ୍ସାରେ ଅବହେଳା: ମହିଳାଙ୍କ ମୃତ୍ୟୁ ପରେ ବନ୍ଦ ହେଲା ପ୍ରାଇଭେଟ୍ ହସ୍ପିଟାଲ

ବ୍ରହ୍ମପୁର: ଚିକିତ୍ସାରେ ଅବହେଳା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ପରେ ବ୍ରହ୍ମପୁର ସହରର ଏକ ପ୍ରାଇଭେଟ ହସ୍ପିଟାଲକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ବନ୍ଦ କରିଦେଇଛନ୍ତି । ପୂର୍ବରୁ ଗୁରୁଦେବ ହସ୍ପିଟାଲରେ ପ୍ରଶାସନିକ ଅଧିକାରୀ ଚଢ଼ଉ କରିଥିଲେ ଓ ଶୁକ୍ରବାର ଦିନ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ…

ମହାଶିବରାତ୍ରୀ: କାହିଁକି ଶିବଙ୍କୁ ଅର୍ପଣ କରାଯାଏ କେତକୀଫୁଲ, ଜାଣନ୍ତୁ…

ପବିତ୍ର ଶିବରାତ୍ରୀରେ ଭକ୍ତମାନେ ମହାଦେବଙ୍କୁ ବେଲପତ୍ର, ଦୁର୍ଦରା ଫୁଲ, କେତକୀ ଫୁଲ, ମହୁ ଏବଂ କ୍ଷୀରଦାନ କରି ପୂଜାର୍ଚ୍ଚନା କରିଥାଆନ୍ତି । କେତକୀ ଫୁଲ କାହିଁକି ଦେବଦେବ ମହାଦେବଙ୍କ ଅତି ପ୍ରିୟ ଏସମ୍ପର୍କରେ ଏକ ପୌରାଣିକ କଥାବସ୍ତୁ ରହିଛି । ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କ ଆଦି…

ମହାଶିବରାତ୍ରୀ: ରାଜ୍ୟର ପ୍ରମୁଖ ଶୈବପୀଠରେ କେଉଁ ସମୟରେ ଉଠିବ ମହାଦୀପ, ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାରେ ଲାଗିଛି । ଭୁବନେଶ୍ୱରସ୍ଥିତ ଏକାମ୍ରକ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିରର ୨୦୦ ମିଟର ବ୍ୟାରିକେଡ଼ ମଧ୍ୟରେ ଦର୍ଶନାର୍ଥୀମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ…

ମନ୍ଦିରରେ ଦୀପ ଦେବାବେଳେ ଶାଢ଼ୀରେ ନିଆଁ ଲାଗି ମହିଳା ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ଝାଡକୁଦା ପଂଚାୟତ କଳାଯମୁନା ଗାଁର ନୀଳକଣ୍ଠେଶ୍ୱର ମନ୍ଦିରରେ ଅଭାବନୀୟ ଘଟଣା । ମନ୍ଦିରରେ ପୂଜା କରି ଦୀପ ଦେବାବେଳେ ଶାଢ଼ୀରେ ନିଆଁ ଲାଗି ମହିଳା ପୋଡିଯାଇଛନ୍ତି । ସୂଚନାଯୋଗ୍ୟ, ଶିବରାତ୍ରି ଅବସରରେ ମନ୍ଦିରରେ ପୂଜା କରି ଦୀପ ଦେବା ବେଳେ ଶାଢ଼ୀରେ ନିଆଁ…

ଆଇସିସି ମହିଳା ଟି୨୦ ବିଶ୍ୱକପ: ଭାରତର ବିଜୟ ଅଭିଯାନ ଆରମ୍ଭ

ସିଡନୀ:ପୁନମ ଯାଦବଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ୧୭ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଆଇସିିସି ମହିଳା ଟି୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୪ ଉଇକେଟ ବିନିମୟରେ ୧୩୨ ରନ କରିଥିଲା । ଦୀପ୍ତି ଶର୍ମା(୪୯), ଶେଫାଳୀ ବର୍ମା (୨୯)…

ମ୍ୟାଟ୍ରିକ୍ ପରୀକ୍ଷାକେନ୍ଦ୍ର ସିସିଟିଭି ଭାଙ୍ଗିବା ଘଟଣାରେ ସୁପରିନଟେଣ୍ଡେଣ୍ଟଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ:…

ଭୁବନେଶ୍ୱର: ମ୍ୟାଟ୍ରିକ୍ ପରୀକ୍ଷାକେନ୍ଦ୍ରରେ ସିସିଟିଭି କ୍ୟାମେରା ଭାଙ୍ଗିବା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ରାଜ୍ୟସରକାର ସଂପୃକ୍ତ ପରୀକ୍ଷାକେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାଇଛନ୍ତି । “କେତେକ ପରୀକ୍ଷା କେନ୍ଦ୍ରରେ…

କୁପୱାରାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ; ଭାରତର ପାଲଟା ଜବାବରେ ୧ ପାକ୍ ଯବାନ ନିହତ

କୁପୱାରା: ଜମ୍ମୁ ଓ କାଶ୍ମୀରର କୁପୱାରାରେ ଗୁରୁବାର ରାତି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି । ପାଲଟା ଜବାବରେ ଭାରତୀୟ ସେନାଙ୍କ ଗୁଳିରେ ଜଣେ ପାକିସ୍ତାନୀ ଯବାନ ନିହତ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ସେନାର ସୂଚନା ମୁତାବକ, ପାକିସ୍ତାନ…

ଶିବରାତ୍ରି ଅବସରରେ ଅଘଟଣ; ପାହାଡରୁ ପଥର ଖସି ୧୫ ଶ୍ରଦ୍ଧାଳୁ ଆହତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଶିବରାତ୍ରି ଅବସରରେ ବଡ ଅଘଟଣ ଘଟିଛି । ରାଉରକେଲାର ହାତୀବାରୀ ପୋଲିସ ସୀମା ଅଧିନରେ ଥିବା କନ୍ଦରକେଲାରେ ଜଟିଆ ବାବା ପାହାଡରୁ ପଥର ଖସି ୧୫ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସୂଚନା ମୁତାବକ, ଶିବରାତ୍ରି ଅବସରରେ ଶ୍ରଦ୍ଧାଳୁମାନେ ଦର୍ଶନ ଲାଗି ପାହାଡ ଉପରେ…