Latest Odisha News

BREAKING NEWS

Browsing Category

ଫିଚର

ଶିଳ୍ପର ବିକାଶ ପାଇଁ ରାଜ୍ୟରେ ସଫା ହୋଇଛି ୫୯୯ ହେକ୍ଟର ଜଙ୍ଗଲ: ମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପାୟନ ନାଁରେ ବେଧଡକ ଚାଲିଛି ଗଛ କଟା । ବହୁ ମୂଲ୍ୟବାନ ଗଛ କାଟି ଜଙ୍ଗଲ ସଫା କରି ଦିଆଯାଉଛି । ଶିଳ୍ପର ବିକାଶ ପାଇଁ ଗଲା ୧୦ ବର୍ଷ ମଧ୍ୟରେ ରାଜ୍ୟରେ ସଫା ହୋଇଛି ୫୯୯ ହେକ୍ଟର ଜଙ୍ଗଲ । ଏନେଇ ଆଜି ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି । ସରକାର…

ନୀତିଶଙ୍କୁ ଚ୍ୟାଲେଂଜ, ପ୍ରଶାନ୍ତ କିଶୋର କହିବେ ‘ବାତ୍ ବିହାର କି’

ପାଟନା: ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଜେଡିୟୁୁରୁ ବିଦା ହେବା ପରେ ଖୁଲମଖୁଳା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚ୍ୟାଲେଂଜ କରିଛନ୍ତି । ବିହାର ନିର୍ବାଚନ ପୂର୍ବରୁ ଆଜି ପ୍ରଶାନ୍ତ କିଶୋର ଏକ ସମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମ୍ମିଳନୀରେ ସେ ‘ବାତ୍ ବିହାର କି’…

ସଚିନଙ୍କୁ ମିଳିଲା ଲୌରେସ ସ୍ପୋର୍ଟିଂ ପୁରସ୍କାର

ବର୍ଲିନ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଲୌରେସ ସ୍ପୋର୍ଟିଂ ମୁମେଂଟ ପୁରସ୍କାର ମିଳିଛି । ୨୦୧୧ ବିଶ୍ୱକପ କ୍ରିକେଟ ଜିତିବା ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ସଚିନଙ୍କ କାନ୍ଧରେ ବସାଇ ବିଜୟ ଉତ୍ସବ ପାଳନ କରିଥିଲେ । ଜର୍ମାନୀର ରାଜଧାନୀ ବର୍ଲନରେ ଲୌରେସ ପକ୍ଷରୁ ବିଶ୍ୱର…

ଗୁରୁପ୍ରିୟା ସେତୁରେ ଫାଟ, ମରାମତି କାର୍ଯ୍ୟ ଆରମ୍ଭ

ମାଲକାନଗିରି: ଗୁରୁପ୍ରିୟା ସେତୁରେ ଫାଟ । ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଂଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁରେ ଫାଟ ସୃଷ୍ଟି ହୋଇଛି । ସେତୁର ୧୬ ନମ୍ବର ପିଲାରର ଉପର ଗାର୍ଡର ଅଚଳ ହୋଇପଡିଛି । ଗାର୍ଡରର ଯୋଡେଇ ସ୍ଥାନର କାମ ଆରମ୍ଭ ହୋଇଛି । ସେତୁ ଉପରେ ଭାରିଯାନ ଚଳାଳଚ ଯୋଗୁଁ…

ଓଡିଶା ମାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର ଲିକ୍ ଓ କପି ରୋକିବାକୁ ବୋର୍ଡ ପ୍ରସ୍ତୁତ

କଟକ: ଫେବୃଆରୀ ୧୯ରୁ ଆରମ୍ଭ ହେଉଛି ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା । ପରୀକ୍ଷାକୁ ସୂଚାରୁ ରୂପେ ତୁଲାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଚାଲିଛି । ଏଥରର ମାଟ୍ରିକ ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ବିଭିନ୍ନ ଜିଲ୍ଲା ଶିକ୍ଷା…

ପଶ୍ଚିମ ଓଡିଶାରେ ୱେସ୍କୋ ପକ୍ଷରୁ ବିଦ୍ୟୁତ କାଟ୍ ଆରମ୍ଭ

ଭୁବନେଶ୍ୱର: ପଶ୍ଚିମ ଓଡିଶାରେ ୱେସ୍କୋ ପକ୍ଷରୁ ବିଦ୍ୟୁତ କାଟ୍ ଆରମ୍ଭ ହୋଇଛି । ବକେୟା ବିଲ ଦାଖଲ ପାଇଁ ଡେଡଲାଇନ୍ ସରିଛି । ଯେଉଁମାନେ ବକେୟା ବିଦ୍ୟୁତ ବିଲ ପୈଠ କରିନାହାଁନ୍ତି, ସେମାନଙ୍କ ବିଦ୍ୟୁତ୍ କାଟ ହେବ । ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲା ସମେତ ୯ଟି ଜିଲ୍ଲାରେ ବିଦ୍ୟୁତ୍ କାଟ୍…

ସଡକ ଦୁର୍ଘଟଣ।ରେ ବେଲପଡା ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ମୃତ୍ୟୁ

ନୂଆପଡା: ବଲାଙ୍ଗୀର ଜିଲ୍ଲା ବେଲପଡାର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ(ଏବିଡିଓ) ରାମବିଳାସ ମଙ୍ଗରାଜଙ୍କ ମୃତ୍ୟୁ ହୋଇଛି । ନୂଆପଡା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, ଗତକାଲି ବଙ୍ଗୋମୁଣ୍ଡାରେ ଏବିଡିଓଙ୍କ କାର ଗଛକୁ ପିଟିଥିଲା ।…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଅଗ୍ରସେନକୁ ମିଳିଲା କାଟସାହି ମାଙ୍ଗାନିଜ ଖଣି

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ଅଗ୍ରସେନ ସ୍ପଜ୍ ଇଣ୍ଡଷ୍ଟ୍ରିଜ୍ ପ୍ରା. ଲି.କୁ କାଟସାହି ମାଙ୍ଗାନିଜ୍ ଖଣି ବ୍ଲକ୍ ମିଳିଛି । ଏହି କମ୍ପାନୀ ଓଡିଶା ସରକାରଙ୍କୁ ୧୩୦.୩୦ ପ୍ରତିଶତ ବିକ୍ରିମୂଲ୍ୟ ଦେବାର ନିଷ୍ପତ୍ତି ଗ୍ରହଣ କରି ଉକ୍ତ ଖଣିକୁ ହସ୍ତଗତ କରିପାରିଛି । ୟାଜଦାନୀ ପାୱାର…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି ହେବ କନ୍ଥର-କୋଏରା ମାଙ୍ଗାନିଜ ଖଣିର ନିଲାମ

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ସୁନ୍ଦରଗଡସ୍ଥିତ କନ୍ଥର-କୋଏରା ମାଙ୍ଗାନିଜ ଖଣି ବ୍ଲକର ନିଲାମ ପ୍ରକ୍ରିୟା ମଙ୍ଗଳବାର ଦିନ ଆରମ୍ଭ ହୋଇଛି । ଆନନ୍ଦ ଏକ୍ସପୋର୍ଟ, ୟାଜଦାନୀ ଷ୍ଟିଲ୍ ଆଣ୍ଡ ପାୱାର ଲି., ଟିପି ସାଓ ଆଣ୍ଡ ସନ୍ସ ପ୍ରା. ଲି., ପିଏମ୍ ଗ୍ରାନାଇଟ୍ ଏକ୍ସପୋର୍ଟ ପ୍ରା. ଲି.,…

ପୂର୍ବତନ ଟିଏମସି ସାଂସଦ ତାପସ ପାଲଙ୍କ ଦେହାନ୍ତ

ମୁମ୍ବାଇ: ତୃଣମୂଳ କଂଗ୍ରେସ(ଟିଏମସି) ର ପୂର୍ବତନ ସାଂସଦ ତଥା ଅଭିନେତା ତାପସ ପାଲଙ୍କ ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ପାଲଙ୍କର ୬୧ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଥିବା ଜଣାପଡିଛି । ମୁମ୍ବାଇରୁ କୋଲକାତା ଫେରିବା ପାଇଁ ମୁମ୍ବାଇ ବିମାନବନ୍ଦରରେ…