Latest Odisha News

BREAKING NEWS

Browsing Category

ଫିଚର

ଜାନୁଆରି ୨୪ ‘ଡ୍ରାଇଭର୍ସ ଡେ’ ଭାବେ ପାଳନ ପାଇଁ ପ୍ରସ୍ତାବ, ସୁରକ୍ଷିତ ଯାତ୍ରା ପାଇଁ କୁହନ୍ତୁ ଧନ୍ୟବାଦ

ନୂଆଦିଲ୍ଲୀ: ସରକାରୀ ପରିବହନ ନିଗମ ଓ ରାଜ୍ୟ ପରିବହନ ସଂସ୍ଥାଗୁଡ଼ିକର ସର୍ବୋଚ୍ଚ ସଂସ୍ଥା ଏଏସ୍ଆରଟିୟୁ ପକ୍ଷରୁ ଜାନୁଆରି ୨୪ ତାରିଖକୁ 'ଡ୍ରାଇଭର୍ସ ଡେ' ଭାବେ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ସଡ଼କ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଗାଡ଼ି…

ରାୟପୁରରେ ନିର୍ବାଚନ ଲଢ଼ିବେ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର; ବିଜେପି ଦେଲା ଟିକେଟ

ରାୟପୁର/ଭୁବନେଶ୍ୱର: ରାୟପୁରରେ ନିର୍ବାଚନ ଲଢ଼ିବେ ଓଡ଼ିଆ ପୁଅ। ବିଜେପି କଲା ଟିକେଟ କନଫର୍ମ। ବିଶିଷ୍ଟ ସମାଜସେବୀ ଏବଂ ରାୟପୁରସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଅଧ୍ୟକ୍ଷ ପୁରନ୍ଦର ମିଶ୍ର ଛତିଶଗଡ଼ ରାଜ୍ୟର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ପାର୍ଥୀ ଭାବେ…

ବେଗୁନିଆରେ ପ୍ରତିଷ୍ଠା ହେବ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଖୋର୍ଦ୍ଧା: ରୋଗୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ବେଗୁନିଆରେ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଉପଖଣ୍ଡସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି…

ନ୍ୟୁଜିଲାଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ, ସାଂଟେନରଙ୍କ ଚମତ୍କାର ବୋଲିଂ

ହାଇଦ୍ରାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ନ୍ୟୁଜିଲାଣ୍ଡ ୯୯ ରନରେ ନେଦରଲାଣ୍ଡକୁ ପରାସ୍ତ କରିଛି । କିୱି ଟିମର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ୱିକେଟ ବିନିମୟରେ ୩୨୨ ରନ ସଂଗ୍ରହ କରିଥିଲା । ୱିଲ ୟଙ୍ଗ (୭୦), ରଚୀନ ରବୀନ୍ଦ୍ର(୫୧) ଓ…

ଶ୍ରୀମନ୍ଦିରରେ ପ୍ରବେଶ ବେଳେ ପୋଷାକ ଉପରେ ଧ୍ୟାନ ଦିଅନ୍ତୁ

ପୁରୀ: ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା। ନଚେତ୍ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା। ଏଭଳି ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବରୁ ବାରମ୍ବାର ସେବାୟତ ଓ ବୁଦ୍ଧିଜୀବୀମାନଙ୍କ ତରଫରୁ ଭକ୍ତମାନେ ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ…

ସ୍ତ୍ରୀଙ୍କ ମୃତ୍ୟୁ ପରେ ଚାଲିଗଲେ ସ୍ୱାମୀ, ପରଲୋକରେ ବିଶିଷ୍ଟ ଶ୍ରମିକ ସଂଗଠନ ନେତା ଘନଶ୍ୟାମ ଜେନା

ଭଦ୍ରକ: ସର୍ବ ଭାରତୀୟ ଏଫସିଆଇ ଶ୍ରମିକ ସଂଗଠନର ନେତା ଘନଶ୍ୟାମ ଜେନାଙ୍କ ଦେହାନ୍ତ। ଗତକାଲି ତାଙ୍କ ଧର୍ମପତ୍ନୀ ହେମଲତାଙ୍କ ୯୦ ବର୍ଷ ବୟସରେ ତାଙ୍କ ପୈତୃକ ଘର ଧାମନଗର ବ୍ଲକ ଦୋବଳଠାରେ ଦେହାନ୍ତ ହୋଇଛି। ସ୍ତ୍ରୀଙ୍କ ଦେହାନ୍ତରେ ଭାଙ୍ଗିପଡିଲେ ଶ୍ରମିକ ନେତା ଘନଶ୍ୟାମ ଜେନା। ସ୍ତ୍ରୀଙ୍କ…

ଜଙ୍ଗଲ ଭିତରୁ ଏକ ମାସର ଶିଶୁକନ୍ୟା ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଗାଉଗାଢ଼ିଆ ନିକଟ ଜଙ୍ଗଲ ଭିତରୁ ଏକ ମାସର ଶିଶୁକନ୍ୟା ଉଦ୍ଧାର କରାଯାଇଛି। ଜଙ୍ଗଲକୁ ପତ୍ର ପାଇଁ ଯାଇଥିବା କିଛି ମହିଳା ଶିଶୁକନ୍ୟାକୁ ଦେଖିଥିଲେ। ଶିଶୁକନ୍ୟାଟି ପ୍ରାୟ ମାସକର ହେବ। ସ୍ଥାନୀୟ କିଛି ମହିଳା ଜଙ୍ଗଲକୁ…

ନିର୍ବାଚନ ଜିତିବାକୁ ଏମପିରେ ‘ମାଗଣା’ ଲଢେଇ!

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବା ସହ ରାଜନୀତି ଚଳଚଂଚଳ ହୋଇଛି। ନିର୍ବାଚନର ବହୁ ପୂର୍ବରୁ ରାଜନୈତିକ ଦଳଗୁଡିକ ପ୍ରଚାର ପ୍ରସାର ଆରମ୍ଭ କରିସାରିଛନ୍ତି। କିନ୍ତୁ ଏବେ ନିର୍ବାଚନ ତାରିଖ ଘୋଷଣା ପରେ କେଉଁ ରାଜ୍ୟରେ ରାଜନୈତିକ ସ୍ଥିତି କଣ ହେବ ତାକୁ ନେଇ…

ତଲସରାରେ ବିଜେଡି, ବିଜେପି ସହ ହେବ ପ୍ରବୋଧଙ୍କ ଟକ୍କର!

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବେ ତଲସରାକୁ ଗଣାଯାଏ। ଆଦିବାସୀ ବହୁଳ ଏହି ଅଞ୍ଚଳରେ କଂଗ୍ରେସର ଦବଦବା ଦେଖିବାକୁ ମିଳେ। କିନ୍ତୁ ବହୁ ବର୍ଷର ଏହି ଟ୍ରେଣ୍ଡକୁ ଭାଙ୍ଗି ଗତ ନିର୍ବାଚନରେ ବିଜେପି ଏହି ସିଟରେ ବିଜୟ ଲାଭ କରିଛି। ୨୦୧୯ ନିର୍ବାଚନରେ…

ଭାରତ ବିରୋଧୀ ବିବାଦୀୟ ଟୁଇଟ ନେଇ ବିଶ୍ୱକପରୁ ବିଦା ହେଲେ ପାକିସ୍ତାନ ଆଙ୍କର ଜୈନବ ଆବାସ

ନୂଆଦିଲ୍ଲୀ: ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପ ଆୟୋଜିତ ହେଉଛି । ଏଥିପାଇଁ ପାକିସ୍ତାନର ଟିମ ବ୍ୟତୀତ ବିଶେଷଜ୍ଞ, ପ୍ରଶଂସକ ଓ ଆଙ୍କର ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି । ଏହା ମଧ୍ୟରେ ଏକ ବିବାଦୀୟ ଖବର ସମ୍ମୁଖକୁ ଆସିଛି । ପାକିସ୍ତାନର ଲୋକପ୍ରିୟ ଆଙ୍କର ଜୈନବ ଆବାସଙ୍କୁ ବିଶ୍ୱକପ…