Latest Odisha News

BREAKING NEWS

Browsing Category

ଫିଚର

ଏସିଆନ ଗେମ୍ସ: ଶ୍ରେଷ୍ଠ ପ୍ରଦର୍ଶନ ସହ ଭାରତର ଅଭିଯାନ ଶେଷ

ନୂଆଦିଲ୍ଲୀ: ହାଙ୍ଗଝୋଉ ଏସିଆନ ଗେମ୍ସରେ ଭାରତର ଅଭିଯାନ ଶେଷ ହୋଇଛି । ଏଥର ଭାରତୀୟ ଟିମ ଦେଶ ପାଇଁ ସର୍ବାଧିକ ୧୦୭ ପଦକ ଜିତି ଇତିହାସ ରଚିଛନ୍ତି । ସମ୍ପୂର୍ଣ୍ଣ ଦେଶ ଏ ନେଇ ଗୌରବନ୍ୱିତ ହୋଇ ଉଠିଛନ୍ତି । ଓଭରାଲ ଭାରତ ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ ପଦକ ଜିତିଛି । ପ୍ରଥମ ଦିନ…

ହାର୍ଟ ସମସ୍ୟା ସହ କୋଲେଷ୍ଟ୍ରଲ ହ୍ରାସ କରେ ସୋରିଷ

ନୂଆଦିଲ୍ଲୀ: ଆମେ ସାଧାରଣତଃ ଖାଦ୍ୟ ପ୍ରସ୍ତୁତିରେ ସୋରିଷକୁ ବ୍ୟବହାର କରୁ । ମାତ୍ର ଆପଣମାନେ ଜାଣନ୍ତି କି କେବଳ ରୋଷେଇ କାର୍ଯ୍ୟରେ ନୁହେଁ , ସୋରିଷ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ । ଏଥିରେ ଅନେକ ମାତ୍ରାରେ ପୋଷକ ତତ୍ତ୍ୱ ଭରପୂର ହୋଇ ରହିଥାଏ । ସୋରିଷ ମଞ୍ଜିରେ ଆଇରନ୍‌,…

ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।  ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ । ଚଳିତ ବର୍ଷର…

ବିଶ୍ୱକପ କ୍ରିକେଟ: ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ବାଂଲାଦେଶ

ଧର୍ମଶାଳା: ଚଳିତ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ଏକ ଲୋକ ସ୍କୋରିଂ ବାଂଲାଦେଶ ୬ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୩୭.୨ ଓଭରରେ ୧୫୬ ରନରେ ଅଲଆଉଟ ହୋଇ ଯାଇଥିଲା । ରହମନୁଲ୍ଲା ଗୁରବାଜ ସର୍ବାଧିକ ୪୭…

ପଣ୍ଡ ହେଲା ଡକାୟତି ଯୋଜନା: ୫ ଡକାୟତଙ୍କୁ ଧରିଲା ଖଣ୍ଡଗିରି ପୋଲିସ

ଭୁବନେଶ୍ବର: ଖଣ୍ଡଗିରି ପୋଲିସକୁ ବଡ ସଫଳତା  । ଡକାୟତି ଯୋଜନା କରୁଥିବାବେଳେ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି  । ସୂଚନା ମୂତାବକ ଖଣ୍ଡଗିରି ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଥାନାର ଏକ ଟିମ୍ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲେ  । ରାଜଧାନୀ କଲେଜ ନିକଟରେ ଥିବା ଏକ…

ସାବଧାନ ଶିକାରୀ: ଏବେ ମୋବାଇଲ ଟ୍ରାକିଂ କରିବେ ବନ କର୍ମଚାରୀ

ଭୁବନେଶ୍ବର: ଶିକାରୀ ଏବଂ ସନ୍ଦିଗ୍ଧଙ୍କୁ ମୋବାଇଲ ଟ୍ରାକିଂ କରିପାରିବେ ବନ କର୍ମଚାରୀ । ଲୋକେସନ୍ ଟ୍ରାକ୍ ସହ କଲ୍ ଡିଟେଲ୍ସ ମଧ୍ୟ ଯାଞ୍ଚ କରିବାକୁ ଅନୁମତି ରହିଛି । ଶିକାରୀ ଦମନ ପାଇଁ କର୍ମଚାରୀଙ୍କୁ ଗୁଳିଚାଳନା ପ୍ରଶିକ୍ଷଣ ଦିଆଯାଉଛି  । ୯୦ଜଣଙ୍କ ପ୍ରଶିକ୍ଷଣ କରିଥିବାବେଳେ…

ରାସ୍ତାରେ ଯାଉଥିଲେ ଦୁଇ ନିବସ୍ତ୍ର ମହିଳା: ଉତ୍ତରୀୟ ଦେଇ ଲଜ୍ଜା ରକ୍ଷା କଲେ ବିଧାୟିକା

ସୁନ୍ଦରଗଡ: ସେ ଦୃଶ୍ୟ  ଖାଲି ଲଜ୍ଜାଜନକ ନ ଥିଲା । ବରଂ ସଭ୍ୟ ସମାଜ ପ୍ରତି ଥିଲା ଏକ ଅପମାନ । ଜନଗହଳିପୂର୍ଣ୍ଣ ରାସ୍ତାରେ ଚାଲିଥିଲେ ୨ ଜଣ ମହିଳା । ଜଣଙ୍କ ବୟସ ୨୭ ଏବଂ ଅନ୍ୟ ଜଣଙ୍କର ୪୫ । ଦେହରେ ପୋଷାକ ନ ଥିଲା । ସମ୍ପୂର୍ଣ୍ଣ ନଗ୍ନ । ସମସ୍ତେ ଦେଖୁଥିଲେ । ହେଲେ କେହି ଭାବୁ ନ ଥିଲେ…

ଭିନୁ ମଙ୍କଡ ଟ୍ରଫି: ଆଶୀର୍ବାଦଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ବିସିସିଆଇ ୧୯ ବର୍ଷରୁ କମ ଭିନୁ ମଙ୍କଡ ଟ୍ରଫି ପାଇଁ ଶନିବାର ଓଡିଶା କ୍ରିକେଟ ଦଳର ଘୋଷଣା କରାଯାଇଛି । ୧୬ ଜଣିଆ ଦଳର ନେତୃତ୍ୱ ଆଶୀର୍ବାଦ ସ୍ୱାଇଁ ନେବେ । ଓଡିଶା କ୍ରିକେଟ ଆସୋସିଏଶନ ସମ୍ପାଦକ ସଞ୍ଜୟ ବେହେରା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଓଡିଶା ଜୁନିୟର ପୁରୁଷ ଚୟନ…

ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆ: କାହା ବିପକ୍ଷରେ ସିକନ୍ଦର ତ ଆଉ କାହା ବିରୋଧରେ ଜୋକର

ଭାରତରେ ବିଶ୍ୱକପର ୨୦୨୩ ସଂସ୍କରଣ ଆରମ୍ଭ ହୋଇଯାଇଛି । ୧୯୮୩ ଓ ୨୦୧୧ ପରେ ଭାରତ ପୁନର୍ବାର ବିଶ୍ୱକପ ଜିତିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ବିଶ୍ୱକପରେ ଓଭରାଲ ଟିମ ଇଣ୍ଡିଆର ପ୍ରଦର୍ଶନ ସେ ଭଳି କିଛି ଖରାପ ନାହିଁ । ଭାରତ ସମୁଦାୟ ୮୯ ମ୍ୟାଚ ଖେଳି ୫୩ରେ ବିଜୟ ହାସଲ କରିଛି ।…

ଶେଷ ଇଛା ପୂରଣ କଲା ନବରଙ୍ଗପୁରର ଝିଅ ରେଶମା , ବାପାଙ୍କୁ ଦେଲା ମୁଖାଗ୍ନି

ନବରଙ୍ଗପୁର: ଝିଅ ନୁହଁ ତୁ ମୋ ପୁଅ । ମୋ ମୃତ୍ୟୁ ପରେ ତୁ ଦେବୁ ମୋତେ ମୁଖାଗ୍ନି । ବାପାଙ୍କର ଶେଷ ଇଚ୍ଛା ଥିଲା ତାଙ୍କ ଶବକୁ ଝିଅ ମୁଖାଗ୍ନି ଦେବ  । ଆଉ ବାପାଙ୍କ ଶେଷ ଇଚ୍ଛାକୁ ପୂରା କରିବାକୁ ଯାଇ ଶବକୁ ମୁଖାଗ୍ନି ଦେଇଛି ଝିଅ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର…