Latest Odisha News

BREAKING NEWS

Browsing Category

ଫିଚର

ଜଗନ୍ନାଥ ମନ୍ଦିର ୬୦ ହଜାର ଏକରରୁ ଊର୍ଦ୍ଧ୍ୱ ସମ୍ପତ୍ତିର ମାଲିକ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ୬୦ ହଜାର ୮୨୨ ଏକରରୁ ଊର୍ଦ୍ଧ୍ୱ ସମ୍ପତ୍ତିର ମାଲିକ। ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଶନିବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଓଡ଼ିଶା ସମେତ ଅନ୍ୟ ଛଅଟି ରାଜ୍ୟରେ ଏହି ସବୁ ସମ୍ପତ୍ତି ରହିଛି। ସାରାକା କହିଛନ୍ତି, ଓଡ଼ିଶାରେ ୩୮ ହଜାର ଏକରରୁ ଅଧିକ…

ପ୍ରତିବାଦ ପାଇଁ ଟ୍ରେନରେ ଯିବାକୁ ମିଳିଲାନି ଅନୁମତି, ୫୦ଟି ବସରେ ଦିଲ୍ଲୀ ଅଭିମୁଖେ ଟିଏମସି ସମର୍ଥକ

କୋଲକାତା: ଶନିବାର ତୃଣମୂଳ କଂଗ୍ରେସର ଶତାଧିକ ସମର୍ଥକ ଓ ମନରେଗା ଜବ୍ କାର୍ଡଧାରୀମାନେ ୫୦ଟି ବସ୍ ଯୋଗେ କୋଲକାତାରୁ ଦିଲ୍ଲୀ ଅଭିମୁଖେ ଯାଉଛନ୍ତି। ଦିଲ୍ଲୀରେ ଦୁଇଟି ପ୍ରତିବାଦ ରାଲିରେ ଯୋଗଦେବା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଶତାଧିକ ଟିଏମସି ସମର୍ଥକ। ଏହି ବସ ଗୁଡିକ…

ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ ଅବଧି ବଢ଼ାଇଲା ବୋର୍ଡ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣର ଶେଷ ତାରିଖ ଅକ୍ଟୋବର ୫ ତାରିଖକୁ ଘୁଞ୍ଚାଇ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ପାଇଁ ମଧ୍ୟ ଏହି ସମ୍ପ୍ରସାରଣ ଲାଗୁ ହୋଇଛି। ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଫର୍ମ…

ବ୍ରହ୍ମପୁରରୁ ଜବତ ହେଲା ନାମିଦାମୀ ବ୍ରାଣ୍ଡର ନକଲି ଲିପିଷ୍ଟିକ ସହିତ ଅନ୍ୟାନ୍ୟ ପ୍ରସାଧାନ ସାମଗ୍ରୀ

ବ୍ରହ୍ମପୁର: ଟାଉନ ପୋଲିସ ଓ ବଡବଜାର ପୋଲିସର ମିଳିତ ଉଦ୍ୟମରେ ଶନିବାର ସହରର ବିଭିନ୍ନ ଦୋକାନରୁ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ନକଲି କସମେଟିକ୍ ସାମଗ୍ରୀ ବା ପ୍ରସାଧାନ ସାମଗ୍ରୀ ଜବତ କରାଯାଇଛି। ଏଫ୍ଏମସିଜି କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଅଭିଯୋଗ ପାଇବା ପରେ ଏହି ଚଢ଼ଉ…

ସୁନ୍ଦରଗଡରେ ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ : ୨୪ ଘଣ୍ଟାରେ ପୁଣି ୩ ପଜିଟିଭ ଚିହ୍ନଟ

ସୁନ୍ଦରଗଡ:  ସୁନ୍ଦରଗଡ ଜିଲ୍ଲାର ପିଛା ଛାଡୁନି  ସ୍କ୍ରବ୍ ଟାଇଫସ୍  । ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି  । ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨୯୫କୁ ବୃଦ୍ଧି…

ବଢ଼ି ଚାଲିଛି ଧଳାଜହର କାରବାର, ମନ୍ତ୍ରୀ କହିଲେ ୪ ବର୍ଷରେ ୮ ଗୁଣ ଅଧିକ ଜବତ

ଭୁବନେଶ୍ୱର: ବ୍ରାଉନ୍ସୁଗାର ଜବତ ପରିମାଣ ୪ ବର୍ଷ ମଧ୍ୟରେ ୮ ଗୁଣ ବୃଦ୍ଧି ପାଇଛି ବୋଲି ଶନିବାର ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଦେଇଥିବା ତଥ୍ୟରୁ ଜଣାପଡ଼ିଛି। ମନ୍ତ୍ରୀଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ଅବକାରୀ ବିଭାଗଠୁ ଆରମ୍ଭ କରି ଏନସିବି ଟିମ୍ ଉପସ୍ଥିତ ଥିବା ସତ୍ବେ…

ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସାରା ବୁଲିବ ୩୪ଟି ସାଇବର ସୁରକ୍ଷା ରଥ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶନିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସଂପର୍କରେ ସଚେତନାର ବାର୍ତ୍ତା ପ୍ରଦାନ…

ଓଏସଏପିର ଅଧିକାରୀଙ୍କଠୁ ନଗଦ ୧୦ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ

କଟକ: ରାଜ୍ୟ ସଶସ୍ତ୍ର ପୋଲିସର ଜଣେ କମାଣ୍ଡାଣ୍ଟଙ୍କ ଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ଭିଜିଲାନ୍ସ। ବିଶ୍ୱସ୍ତ ସୂଚନା ଆଧାରରେ ଶନିବାର ସନ୍ଧ୍ୟାରେ ଭିଜିଲାନ୍ସର ଏକ ଟିମ୍ ଢେଙ୍କାନାଳର ପ୍ରଥମ ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ କୁମାର ବେହେରାଙ୍କୁ ସିଡିଏ ସେକ୍ଟର-୧୧ସ୍ଥିତ ମଧୁସୂଦନ…

ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ : କହିଲେ ପ୍ରତି ଜିଲ୍ଲାରେ କରାଯିବ Language Lab

ଭୁବନେଶ୍ବର: ସାନ୍ତାଳୀ ଭାଷା ହେବ ଆହୁରି ସମୃଦ୍ଧ  । ଏ ନେଇ ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ପ୍ରତି ଜିଲ୍ଲାରେ କରାଯିବ Language Lab   । ଏଥିସହିତ ସୌରା, କୁଇ, କୁଭି, ଗୋଣ୍ଡି ଓ ମୁଣ୍ଡା ଭାଷାର ପ୍ରାଥମିକ ଶ୍ରେଣୀ ନିମନ୍ତେ…

ସ୍କ୍ୱାଶ, ୧୦୦୦୦ ମିଟରରେ ଭାରତକୁ ପଦକ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସର ୭ମ ଦିନ ଭାରତ ୫ ପଦକ ହାସଲ କରିଛି । ଏଥିସହ ଓଭରାଲ ୩୮ ପଦକ ସହ ଭାରତ ତାଲିକାରେ ୪ର୍ଥ ସ୍ଥାନରେ ରହିଛି । ସ୍କ୍ୱାଶରେ ଭାରତୀୟ ପୁରୁଷ ଟିମ ପାକିସ୍ତାନକୁ ହରାଇ ୯ ବର୍ଷ ପରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତ ପାଇଁ ଅଭୟ…