Latest Odisha News

BREAKING NEWS

Browsing Category

ଫିଚର

ଚାଷ ବିଲରେ କାମ କରିବା ବେଳେ ବଜ୍ରପାତ, ୪ ମହିଳା ଗୁରୁତର

ସୁବର୍ଣ୍ଣପୁର: ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗ୍ରାମରେ ଆଜି ଅପରାହ୍ନ ପ୍ରାୟ ୪ଟା ରେ ଚାଷ ବିଲରେ କାମ କରୁଥିବା ସମୟରେ ଅଚାନକ ବଜ୍ରପାତ ହୋଇଥିଲା। ସେହି ବଜ୍ରାଘାତରେ ୪ ଜଣ ମହିଳା ଗୁରୁତର ହୋଇଛନ୍ତି। ଯାହା ଫଳରେ ସମସ୍ତେ ଗୁରୁତର ଅବସ୍ଥାରେ ଅଚେତ ହୋଇ ଯାଇଥିଲେ। ପରେ ଗାଁ ଲୋକଙ୍କ…

ପାକିସ୍ତାନ ସହ ମିଳିତ ଭାବେ ଭାରତ ଆୟୋଜିତ କଲା ୧୯୮୭ ବିଶ୍ୱକପ: ନୂଆ ବିଜେତା, ପ୍ରଥମ ହ୍ୟାଟ୍ରିକ, ସିଦ୍ଧୁଙ୍କ କମାଲ

ବିଶ୍ୱ ଚାମ୍ପିୟନ ଭାରତ ଏଥର ସମସ୍ତ ଉଦ୍ୟମ କରି ୧୯୮୭ରେ ପାକିସ୍ତାନ ସହ ମିଳିତ ଭାବେ ବିଶ୍ୱକପ କ୍ରିକେଟ ଆୟୋଜନ କରିଥିଲା । ୮ ଅକ୍ଟୋବରରୁ ୮ ନଭେମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହୋଇଥିଲା । ଇଂଲଣ୍ଡ ବାହାରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ଅଷ୍ଟ୍ରେଲିଆ ନୂଆ ବିଜେତା ହୋଇଥିଲା । ଭାରତର ଅଭିଯାନ…

ମାନେକା ଗାନ୍ଧୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି କେସ୍ କରିବ ଇସ୍କନ

ନୂଆଦିଲ୍ଲୀ: ଇସ୍କନ ବିରୋଧରେ ଦେଇଥିବା ବୟାନ ବଢାଇ ପାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀଙ୍କ ସମସ୍ୟା। ଇସ୍କନ ବିରୋଧୀ ବୟାନକୁ ନେଇ ମାନହାନି ନୋଟିସ୍ ପଠାଇଲା କୋଲକାତା ଇସ୍କନ। ଇସ୍କନ କୋଲକାତା ଉପାଧ୍ୟକ୍ଷ ରାଧରମଣ ଦାସ କହିଛନ୍ତି ଯେ ସେ ମାନେକା ଗାନ୍ଧୀଙ୍କ ବିରୋଧରେ ୧୦୦…

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ: ଠିକାଦାରଙ୍କ ଠାରୁ ନେଉଥିଲେ ୭ ହଜାର ଟଙ୍କା ଲାଞ୍ଚ

ରାୟଗଡା: ଆକ୍ସନ ମୋଡରେ ଭିଜିଲାନ୍ସ  । ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ସହକାରୀ ଯନ୍ତ୍ରୀ  । ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି  । ଜଣେ ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସହକାରୀ ଯନ୍ତ୍ରୀ ରମାକାନ୍ତ ମଲ୍ଲିକ ଭିଜିଲାନ୍ସ…

୨୦୨୪ରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ସମ୍ଭବ ନୁହେଁ !

ନୂଆଦିଲ୍ଲୀ: ୨୦୨୪ରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରିବା ସମ୍ଭବ ନୁହେଁ। ଏକ ସୂତ୍ରରୁ ଏହି ସୂଚନା ମିଳିଛି। ତେବେ ଏହା ସମ୍ଭବ ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ 'ୱାନ୍ ନେସନ୍ ୱାନ୍ ଇଲେକ୍ସନ' ଉପରେ ଆଇନ ଆୟୋଗର ରିପୋର୍ଟ ପ୍ରସ୍ତୁତ ହୋଇପାରେ। ଆଇନ ଆୟୋଗ ଏହାର ରିପୋର୍ଟରେ…

ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ଏହି ସବୁ ଜିଲ୍ଲା ପାଇଁ ରହିଛି ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର:ବଙ୍ଗୋପସାଗରର ଉତ୍ତରପୂର୍ବ ଏବଂ ତତସଂଳଗ୍ନ ପୂର୍ବ କେନ୍ଦ୍ରାଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଶନିବାର ଓଡ଼ଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ହୋଇ ଉତ୍ତର ଓଡ଼ିଶାର…

ବିଶ୍ୱ ପ୍ରସିଦ୍ଧ ବଳିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବିଶ୍ୱ ପ୍ରଶିଦ୍ଧ ବଳିଯାତ୍ରା ପାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବଳିଯାତ୍ରାରେ କାର୍ଯ୍ୟ କରୁଥିବା…

ବିହାରରେ ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ନେଇ ଯାଇଥିବା ବସ ଦୁର୍ଘଟଣାଗ୍ରସ୍ତ; ମହିଳା ମୃତ

ପାଟନା: ବିହାରରେ ଏକ ବସ ଦୁର୍ଘଟଣାରେ ଜଣେ ଓଡ଼ିଆ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଦୁରଘଟଣାରେ ଅନେକ ଓଫିଆ ଆହତ ହୋଇଛନ୍ତି । ଶୁକ୍ରବାର ସକାଳେ ବିହାରର କୈମୁର ଜିଲ୍ଲାରେ ଏହ ଦୁର୍ଘଟଣା ଘଟିଛି । ସ୍ଥାନୀୟ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,  ମୃତା ମହିଳାଙ୍କ…

ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ରେ ଓମ ପ୍ରକାଶ ରାଜଭରଙ୍କୁ ମିଳିବ ୨ ମନ୍ତ୍ରଣାଳୟ !

ଲକ୍ଷ୍ନୌ: ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଏନଡିଏରେ ଯୋଗ ଦେଇଛନ୍ତି। ତାଙ୍କର ଯୋଗ ଦେବା ପରେ ପ୍ରଶ୍ନ ଉଠୁଛି ଯେ ସେ କେବେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ କ୍ୟାବିନେଟରେ ଯୋଗଦେବେ। ଏହି ସମୟରେ ଓମ ପ୍ରକାଶ ରାଜଭରଙ୍କ ପୁଅ ଅରବିନ୍ଦ ରାଜଭର ଏକ ବଡ଼…

‘ଡାଲି’ ଆଉ ‘ଶ୍ରଦ୍ଧା’ ପ୍ରସଙ୍ଗକୁ କାହିଁକି ଡରୁଛି ବିଜେଡି ? ବିଜେପି ପ୍ରଶ୍ନର ଉତ୍ତର ରଖିଲେ ଶାସକ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର:ଦିନକୁ ଦିନ ସରଗରମ ହେଉଛି ରାଜନୖତିକ ମାହୋଲ । ଆରୋପ-ପ୍ରତ୍ୟାରୋପର ବାକଯୁଦ୍ଧରେ  ଟିଭି ପରଦାଠାରୁ ଆରମ୍ଭ କରି ସୋସିଆଲ ମିଡିଆ କମ୍ପୁଛି । ଆଜି ବିଜେପି ସାଂସଦ ଏବଂ ବିଧାୟକ ବସନ୍ତ ପଣ୍ଡା ଏବଂ ବିଧାୟକ ଜୟ ନାରାୟଣ ମିଶ୍ର ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି ।…