Latest Odisha News

BREAKING NEWS

Browsing Category

ଫିଚର

ସୁନ୍ଦରଗଡ଼ରେ ଥମୁନି ସ୍କ୍ରବ ଟାଇଫସ୍ ଆତଙ୍କ: ଆଜି ପୁଣି ୪ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ:  ସୁନ୍ଦରଗଡ ଜିଲ୍ଲାର ପିଛା ଛାଡୁନି  ସ୍କ୍ରବ୍ ଟାଇଫସ୍  । ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୪ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି  । ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୩୦୮କୁ ବୃଦ୍ଧି…

ବିହାର ପରେ ସାରା ଦେଶରେ ଜାତିଗତ ଜନଗଣନା ନେଇ ତେଜିଲା ବିତର୍କ

ପାଟଣା: ବିହାରରେ ଜାତି ସର୍ଭେ ଫଳାଫଳ ପ୍ରକାଶ ପାଇବା ପରେ ପୁଣି ଥରେ ସାରା ଦେଶରେ ଜାତି ଗଣନା ପାଇଁ ଦାବି ଉଠିଛି। ଆଗାମୀ ବିଧାନସଭା ନିର୍ବାଚନ ଓ 2024 ଲୋକସଭା ନିର୍ବାଚନରେ ଜାତିଗତ ଜନଗଣନାକୁ ନିର୍ବାଚନୀ ପ୍ରସଙ୍ଗ କରିବ ବୋଲି କଂଗ୍ରେସ ସ୍ପଷ୍ଟ କରିଛି। ବିହାର ଜାତି ସର୍ଭେ ରିପୋର୍ଟକୁ…

ବିମାନର କ୍ରିଉ ସଦସ୍ୟ ସାଙ୍ଗରେ ନେଇପାରିବେନି ମଦ, ଫରଫ୍ୟୁମ ଏବଂ ମାଉଥ ଓ୍ବାଶ!

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଏହାର ନିୟମରେ ସଂଶୋଧନ କରି ବିମାନ କର୍ମଚାରୀଙ୍କୁ ମଦ୍ୟପାନ ସହିତ ପରଫ୍ୟୁମ୍, ମାଉଥ୍ ଓ୍ୱାଶ, ଟୁଥ୍ ଜେଲ୍ ଆଦି ସାମଗ୍ରୀ ବ୍ୟବହାର ଉପରେ କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ସବୁ ଜିନିଷକୁ ବ୍ୟବହାର କରି କ୍ରିଉ…

ମାନସିକ ଚାପ ଦୂର କରିବାକୁ ଡାକ୍ତରଙ୍କୁ ବିଦେଶ ପଠାଇବେ ସରକାର, ବଢ଼ିଲା ବିତର୍କ

ଭୁବନେଶ୍ୱର: ଓଡ଼ିଶା ସରକାର ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀଙ୍କୁ ବିଦେଶ ଗସ୍ତରେ ପଠାଇ ସେମାନଙ୍କ ଦକ୍ଷତା ବୃଦ୍ଧି ଓ ମାନସିକ ଚାପ ଦୂର କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ତେବେ ଏହି ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କିଛି ଲୋକ ଏଭଳି ଯାତ୍ରାର…

ଏସସିବିରେ ବିଦ୍ୟୁତ ବିଭ୍ରାଟ ପରେ ପାଣି ସମସ୍ୟା, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ଓ ବ୍ୟସ୍ତବହୁଳ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ବିଜୁଳି ସମସ୍ୟା ପରେ ପାଣି ସମସ୍ୟା ଦେଖାଦେଇଛି। ଫଳରେ ରୋଗୀ ଓ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି ବିଜୁଳି ସମସ୍ୟା ନେଇ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ…

୧୯୯୯ ବିଶ୍ୱକପ: ସଚିନଙ୍କ ଲୋତକ ଭରା ଶତକ, ଅଷ୍ଟ୍ରେଲିଆ ଚାମ୍ପିୟନ, ଦକ୍ଷିଣ ଆଫ୍ରିକାର ହାତ ଛାଡିଲେ ଭାଗ୍ୟ ଲକ୍ଷ୍ମୀ

୧୯୯୯ ବିଶ୍ୱକପ କ୍ରିକେଟ ଇଂଲଣ୍ଡ, ସ୍କଟଲାଣ୍ଡ, ଆୟର୍ଲାଣ୍ଡ, ୱେଲ୍ସ ଓ ନେଦରଲାଣ୍ଡରେ ମିଳିତ ଭାବେ ଆୟୋଜିତ ହୋଇଥିଲା । ଫାଇନାଲରେ ପାକିସ୍ତାନକୁ ୮ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା । ଏଥର ୪ ବର୍ଷ ବଦଳରେ ୩ ବର୍ଷ ବ୍ୟବଧାନରେ ବିଶ୍ୱକପ ଆୟୋଜିତ କରାଯାଇଥିଲା । ୧୨ଟି ଟିମ ୪୨ଟି…

ମହାରାଷ୍ଟ୍ରର ସରକାରୀ ହସ୍ପିଟାଲରେ ୨୪ ଘଣ୍ଟାରେ ୨୪ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡରେ ଥିବା ଡାକ୍ତର ଶଙ୍କରରାଓ ଚହ୍ୱାନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଶନିବାରରୁ ରବିବାର ମଧ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୨ ନବଜାତ ଶିଶୁଙ୍କ ସମେତ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା…

ଜନ ସମ୍ପର୍କ ପଦଯାତ୍ରା ବେଳେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ

କଟକ: ସାଲେପୁରରେ ସୋମବାର ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଘଟଣା ଦଳ ଭିତରେ ଚାଲିଥିବା ଅନ୍ତଃକନ୍ଦଳକୁ ପଦାରେ ପକାଇଛି। ସ୍ଥାନୀୟ ବିଜେଡି ନେତା ହିମାଂଶୁ ମହାନ୍ତି ଓ ତାଙ୍କ ସମର୍ଥକମାନେ ମହାତ୍ମାଗାନ୍ଧୀଙ୍କ ଫଟୋ ଓ ବ୍ୟାନର ଧରି…

କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଜାମିନ ବିହୀନ ଓ୍ୱାରେଣ୍ଟ୍ ପାଇଁ କୋର୍ଟ ଯିବ ପୋଲିସ!

କଟକ: ତଦନ୍ତରେ ସହଯୋଗ ନକରିବାରୁ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ କମିଶନରେଟ ପୋଲିସ କୋର୍ଟରେ ତାଙ୍କ ବିରୋଧରେ ଜାମିନ ବିହୀନ ଓ୍ୱାରେଣ୍ଟ୍ (ଏନବିଡବ୍ଲ୍ୟୁ) ଆବେଦନ କରିବାକୁ ଯୋଜନା କରିଛି। ଜଣେ ମହିଳା ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଫେରାର ଅଛନ୍ତି…

ସେପ୍ଟେମ୍ବରରେ କମିଲା ଦେଶର ବେକାରୀ ହାର

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସହ ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ପ୍ରସଙ୍ଗ ଏକଜୁଟ କରୁଥିବା ବେଳେ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍ଆଇଇ)ର ଏକ ରିପୋର୍ଟ ଜାରି କରିଛି ଯେଉଁଥିରେ ସେପ୍ଟେମ୍ବରରେ ଭାରତର ବେକାରୀ ହାର ୭.୦୯%କୁ…