Latest Odisha News

BREAKING NEWS

Browsing Category

ଫିଚର

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ପ୍ରଶ୍ନ: ‘ଜଣେ ବ୍ୟକ୍ତିଙ୍କୁ କ’ଣ ସିଏମଓ କୁହାଯିବ କି ?’

ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ  ବିବୃତି ରଖିବା ପରେ ଗର୍ଜିଛନ୍ତି ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ  ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ମାଗିଛନ୍ତି ।   ମୁଖ୍ୟମନ୍ତ୍ରୀ କହିଥିଲେ, ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ…

ରୋବର୍ଟ କରୁଛି ଯୋଗ, ଭିଡିଓ ସେୟାର କଲେ ମସ୍କ

ନୂଆଦିଲ୍ଲୀ: ଆଜିର ସମୟରେ, ଟେକ୍ନୋଲୋଜି ପ୍ରତିଦିନ କିଛି କିଛି ନୂଆ କାର୍ଯ୍ୟ ଉପସ୍ଥାପନା କରୁଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ରୋବଟ୍ ବିଷୟରେ କହିବୁ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ। ବାସ୍ତବରେ, ଏଲୋନ୍ ମସ୍କର କମ୍ପାନୀ ଟେସଲା ଏହାର ହ୍ୟୁମାନୋଇଡ୍ ରୋବଟ୍ ଅପ୍ଟିମସ୍ ର ଏକ ବହୁତ ଭଲ…

ଋଣ ପୈଠ କରୁନଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ପକ୍ଷରୁ ସର୍କୁଲାର ଜାରି

ନୂଆଦିଲ୍ଲୀ: ଜାଣିଶୁଣି ଋଣ ପୈଠ କରୁନଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ସର୍କୁଲାର ଜାରି କରିଛି। ଏହି ସର୍କୁଲାରର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଜାଣିଶୁଣି ଋଣ ପରିଶୋଧ କରୁନାହାଁନ୍ତି ସେହି ଋଣଦାତାଙ୍କର ଏକ ପୃଥକ ଶ୍ରେଣୀରେ ବିଭକ୍ତ କରାଯିବ। ଋଣ ନେଇଥିବା ବ୍ୟକ୍ତି ବ୍ୟାଙ୍କ ସହିତ ଏକ ଚୁକ୍ତି…

ଲୋୟର ପିଏମଜିରେ ଗର୍ଜିଲେ ଆଶାକର୍ମୀ: କହିଲେ, ଦରମା ବଢାଅ…ସ୍ଥାୟୀ ନିଯୁକ୍ତି ଦିଅ..

ଭୁବେନଶ୍ୱର: ପୁଣି ରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ। ସ୍ଥାୟୀ ନିଯୁକ୍ତି ଦାବି ଗର୍ଜିଲେ । ଲୋୟର ପିଏମ୍‌ଜିରେ ହଜାର ହଜାର ଆଶାକର୍ମୀ ନିଜର ଦାବି ନେଇ ଧାରଣା ଦେଲେ। ଆଜି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଛାତିରେ ।  ସ୍ଥାୟୀ ନିଯୁକ୍ତି ସହ ୨୬ ହଜାରକୁ ଦରମା ବୃଦ୍ଧି ଦାବି କରି…

ପୋଲିସକୁ ଚକମା ଦେଇ କଏଦୀ ଚମ୍ପଟ

ଦେବଗଡ଼: ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଜେଲକୁ ନେବା ବାଟରେ ପୋଲିସକୁ ଚକମା ଦେଇ ଖସି ପଳାଇଛି ୨୨ ବର୍ଷର ଅଭିଯୁକ୍ତ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା  ଥାନାରେ ଘଟିଛି ଏପରି ଘଟଣା । ଫେରାର ଅଭିଯୁକ୍ତ ହେଉଛନ୍ତି ସୁମନ ବେହେରା ।  ଆଉଁଳି ଗାଁର ସୁମନଙ୍କୁ ପୋଲିସ  ନାବାଳିକା…

ସରିଲା ଚର୍ଚ୍ଚିତ କପଲଙ୍କ ବିବାହ : ସାମ୍ନାକୁ ଆସିଲା ପରିଣୀତି –ରାଘବଙ୍କ ବାହାଘର ଫଟୋ

ମୁମ୍ବାଇ: ସରିଲା ଚର୍ଚ୍ଚିତ କପଲଙ୍କ ବିବାହ  । ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ପଂଜାବୀ ରିତିନୀତିରେ ଉଦ୍ର ପୁରରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି । ବଲିଉଡର ବହୁ ବଡ ବଡ କଳାକାର ଏବଂ କିଛି ରାଜନେତା ଏହି ବିବାହ ଉତ୍ସବରେ ସାମିଲ…

ବିବାଦ ଭିତରେ କାନାଡା ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ-କହିଲେ, ଭାରତ ସହ ସମ୍ପର୍କ ଆମ ପାଇଁ ଖୁବ ମହତ୍ୱ ରଖେ

ନୂଆଦିଲ୍ଲୀ: ଭାରତ-କାନାଡା ରିସ୍ତାରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଥିବାବେଳେ କାନାଡା ରକ୍ଷା ମନ୍ତ୍ରୀ ବିଲ ବ୍ଲେୟର ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ବ୍ଲେୟର ଭାରତ ସହ କାନାଡାର ସମ୍ପର୍କକୁ ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ସେ କହିଛନ୍ତି, ଆମେ ଜାଣୁ ଭାରତ ସହ ଆମର ସମ୍ପର୍କ…

ଏସିଆନ ଗେମରେ ଭାରତର ସ୍ୱର୍ଣ୍ଣିମ ଯାତ୍ରା: ଏୟାର ରାଇଫଲ ଟିମ୍ ଦେଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ହାଙ୍ଗଝୋଡ:ଏସିଆନ ଗେମରେ ଦମଦାର ଯାତ୍ରା ଆରମ୍ଭ କରିଥିଲା ଭାରତ । ସେହି ଯାତ୍ରାର ଏବେ ସ୍ୱର୍ଣ୍ଣିମ ଅଧ୍ୟାୟ । ଅର୍ଥାତ ପଦକ ପରେ ପଦକ ହାତେଇ ଚାଲିଥିବା ଭାରତ ଏବେ ସ୍ୱର୍ଣ୍ଣିମ ଯାତ୍ରା ଆରମ୍ଭ କରିଛି । ଆଜି ଏୟାର ରାଇଫଲ ଟିମ ଭାରତ ପାଇଁ ଛଡାଇ ଆଣିଛନ୍ତି ସ୍ୱର୍ଣ୍ଣ ପଦକ । ଆଜି ରୁଦ୍ରାଂଶ…

ଭୋପାଳ ଗସ୍ତରେ ପ୍ରଧାନମନ୍ତ୍ରୀ: ରୋଡ୍ ସୋ ସହ ଜାମ୍ବୋରୀ ଗ୍ରାଉଣ୍ଡରେ ୧୦ ଲକ୍ଷ କର୍ମୀଙ୍କୁ ଦେବେ ବିଜୟର…

ଭୋପାଳ : ଆଜି ଭୋପାଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏଥିଲାଗି କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ପୁରା ସହର । ସକାଳ ୧୦ଟା ୫୫ ରେ ଭୋପାଳ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ପରେ ସେ ବିମାନ ବନ୍ଦରରୁ ସିଧାସଳଖ ହେଲିକପ୍ଟର ଯୋଗେ ଜାମ୍ବୋରୀ…

ମହାରାଷ୍ଟ୍ର ନାସିକରେ ମର୍ମନ୍ତୁଦ ଦୁର୍ଘଟଣା: ରାସ୍ତାରେ ଚାଲିକି ଯାଉଥିବାବେଳେ ଧକ୍କା ଦେଲା କାର୍, ୩ ମୃତ, ୨ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ର ନାସିକ ଜିଲ୍ଲାର କଲ୍ୟାଣ ନାସିକ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆଜି ସକାଳୁ ୫ ଜଣ ବ୍ୟକ୍ତି ରାସ୍ତାରେ ଚାଲିକି ଯାଉଥିବାବେଳେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଛି  । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ…