Latest Odisha News
Browsing Category

ଫିଚର

କରୋନାଠୁ ମାରାତ୍ମକ ନିପା: ମୃତ୍ୟୁ ହାର ୭୦ ପ୍ରତିଶତ

ନୂଆଦିଲ୍ଲୀ: ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକ ରାଜୀବ ବହଲ ଶୁକ୍ରବାର କହିଛନ୍ତି, କରୋନା ଭାଇରସ୍ ତୁଳନାରେ ନିପା ଭାଇରସର ମୃତ୍ୟୁହାର ବହୁତ ଅଧିକ। କୋଭିଡ୍-୧୯ରେ ମୃତ୍ୟୁ ହାର ୨ରୁ ୩ ପ୍ରତିଶତ ଥିବା ବେଳେ ନିପାରେ ମୃତ୍ୟୁ ହାର ୪୦ରୁ ୭୦ ପ୍ରତିଶତ ରହିଛି।…

ମୃତ୍ୟୁର ୭ ମିନିଟ ପରେ ଫେରି ପାଇଲେ ଜୀବନ, ଶୁଣାଇଲେ ଅବିଶ୍ୱସନୀୟ ଅନୁଭୂତି

ଲଣ୍ଡନ: ବ୍ରିଟେନର ଶିବ ଗ୍ରେୱେଲ ନାମକ ୬୦ ବର୍ଷୀୟ ବୃଦ୍ଧଙ୍କ ହୃଦଘାତ ଯୋଗୁ ମୃତ୍ୟୁ ଘଟିଥିଲା । ୭ ମିନିଟ ସଂଘର୍ଷ ପରେ ସେ ଜୀବନ ଫେରି ପାଇଥିଲେ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଚମତ୍କାର ଥିଲା । ତେବେ ଡାକ୍ତରଙ୍କ ମତରେ ଏହା ବିଜ୍ଞାନ ପାଇଁ ନୂଆ କଥା ନୁହେଁ । ପୂର୍ବରୁ ଅନେକ ଥର ଏ ଭଳି ଘଟଣା…

ହେଲମେଟ ପିନ୍ଧିନଥିବା ବ୍ୟକ୍ତିଙ୍କ ଫଟୋ ଉଠାଇ ପରିବହନ ବିଭାଗକୁ ପଠାଇପାରିବେ ସାଧାରଣ ଲୋକ

ଭୁବନେଶ୍ୱର: ସଡ଼କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ସେଣ୍ଟିନେଲ୍ ଆପ୍ଲିକେସନ୍ ଜରିଆରେ ନାଗରିକଙ୍କ ସମର୍ଥନ ଲୋଡ଼ିଛନ୍ତି। ପରିବହନ ବିଭାଗ ଶୁକ୍ରବାର ଏକ ବିଜ୍ଞପ୍ତିରେ କହିଛି ଯେ, ନାଗରିକମାନେ ନେକ୍ସଟ୍ ଜେନ mParivahan ଆପ୍ 'ସିଟିଜେନ୍ ସେଣ୍ଟିନେଲ୍' ବିକଳ୍ପ…

ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନକୁ ସମର୍ଥନ କଲା ଅଭିଭାବକ ସଂଘ, ଚିନ୍ତାରେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚେତାବନୀ ସତ୍ତ୍ୱେ ଏକ ସପ୍ତାହ ଧରି ସାରା ଓଡିଶାରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଶିକ୍ଷକମାନଙ୍କୁ ଏକ ଅଭିଭାବକ ସଂଗଠନ ସମର୍ଥନ ଜଣାଇଛି। ଦାବି ପୂରଣ ନହେବାଯାଏ ଆନ୍ଦୋଳନରୁ ଓହରିବେନି ବୋଲି ଚେତାବନୀ ଦେଇଛି ଓଡିଶା ଶିକ୍ଷକ…

ଦାୟିତ୍ୱରୁ ଓହରି ନାହାଁନ୍ତି ଶିକ୍ଷକ, ଆନ୍ଦୋଳନରେ ସାମିଲ ହୋଇ ନାହାଁନ୍ତି ୩ ଶିକ୍ଷକ ସଂଘ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ହୋଇନାହାନ୍ତି ତିନି ଶିକ୍ଷକ ସଂଘ । ଲେଫ୍ଟଆଉଟ୍ ଗଣଶିକ୍ଷକ, ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘ ଓ ନିଖିଳ ଓଡିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ଏହି ଧାରଣାକୁ ସମର୍ଥନ କରୁନାହାଁନ୍ତି । ସଂଘର…

ଅଷ୍ଟ୍ରେଲୀୟ ସ୍ପିନର ଆଡାମ ଜାମ୍ପାଙ୍କ ନାମରେ ଅଲୋଡା ରେକର୍ଡ

ସେଂଚୁରିଆନ: ଅଷ୍ଟ୍ରେଲୀୟ ଲେଗ ସ୍ପିନର ଆଡାମ ଜାମ୍ପା ଆଜିର ଦିନକୁ ମନେ ରଖିବା ପାଇଁ ଚାହିଁବେ ନାହିଁ । ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ଦିନିକିଆ ମ୍ୟାଚରେ ସେ ସବୁଠାରୁ ବ୍ୟୟ ବହୂଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ସେ ୧୦ ଓଭରରେ ୧୧୩ ରନ ଦେଇଛନ୍ତି । ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ମିକ ଲୁଇସ…

ପୁଣି ଥରେ ବିଶ୍ବ ମଞ୍ଚରେ ମୋଦୀ ହେଲେ ସର୍ବାଧିକ ଲୋକପ୍ରିୟ ନେତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି। ଗ୍ଲୋବାଲ ଲିଡର ଅପ୍ରୋଭାଲ ସର୍ଭେ ଅନୁଯାୟୀ ଏହି ତାଲିକାରେ ଦ୍ବିତୀୟରେ ଥିବା ସ୍ୱିଜରଲାଣ୍ଡର ରାଷ୍ଟ୍ରପତି ଆଲେନ୍ ବର୍ସେଟଙ୍କ ତୁଳନାରେ ମୋଦୀଙ୍କ ରେଟିଂ ୧୨ ପ୍ରତିଶତରୁ ଅଧିକ…

ଏସିଆନ ଗେମ୍ସ: ଭାରତୀୟ ଦଳରେ କିଟ, କିସର ୧୪ ଆଥଲେଟ

ଭୁବନେଶ୍ୱର: ଚୀନର ହାଙ୍ଗଝୋଉରେ ସେପ୍ଟମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତି ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଟିମ ଇଣ୍ଡିଆରେ କିଟ ଓ କିସର ୧୪ ଆଥଲେଟଙ୍କୁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ମିଳିଛି । ଏମାନେ ହେଲେ ସିଏ ଭୱାନୀ ଦେବୀ, ଅମିତ…

ଆନ୍ତର୍ଜାତୀୟ ଦିନିକିଆରେ ପଦାର୍ପଣ କଲେ ତିଳକ

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟରେ ବାଂଲାଦେଶ ବିପକ୍ଷ ସୁପର ୪ ମୁକାବିଲାରେ ଯୁବ ବ୍ୟାଟ୍ସମ୍ୟାନ ତିଳକ ବର୍ମାଙ୍କୁ ଖେଳିବାକୁ ସୁଯୋଗ ମିଳିଛି । ଏଥିସହ ସେ ତାଙ୍କ ଦିନିକିଆ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି । ଚଳିତ ବର୍ଷ ଅଗଷ୍ଟରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି୨୦ କ୍ୟାରିୟର…

ଟ୍ରାକ୍ଟର ଓଲଟି ୨୦ରୁ ଉର୍ଦ୍ଧ୍ୱ ଶ୍ରମିକ ଆହତ

ଯାଜପୁର: ୧୬ନଂ ଜାତୀୟ ରାଜପଥର ବନ୍ଦାଳ ବାଇପାସ୍ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଟ୍ରାକ୍ଟରରେ ୩୦ରୁ ଉର୍ଦ୍ଧ୍ୱ ଶ୍ରମିକ କାମ ସାରି ଘରକୁ ଫେରିବା ବେଳେ ଏପରି ଅଘଟଣ…