Latest Odisha News

BREAKING NEWS

Browsing Category

ଫିଚର

ଝିଅ ବାହାଘର ପାଇଁ ଲକରରେ ରଖିଥିଲେ ୧୮ ଲକ୍ଷ ଟଙ୍କା; ସବୁ ଖାଇଦେଲା ଉଇ

ନୂଆଦିଲ୍ଲୀ: ବ୍ୟାଙ୍କ ଲକରରେ କ୍ୟାସ ରଖୁଛନ୍ତି କି? ଯଦି ରଖୁଛନ୍ତି ହୁଏତ ମହଙ୍ଗା ପଡିପାରେ । କାରଣ ଉତ୍ତରପ୍ରଦେଶ ମୁରାଦବାଦରେ ଜଣେ ମହିଳା ବ୍ୟାଙ୍କ ଲକରରେ ରଖିଥିବା ୧୮ ଲକ୍ଷ ଟଙ୍କାକୁ ଖାଇଯାଇଛି ଉଇ । ଟଙ୍କା ବଦଳରେ ଲକରରୁ ମହିଳାଙ୍କୁ ମିଳିଛି କେବଳ କାଗଜ ଗୁଣ୍ଡ । ମହିଳାଙ୍କ ଅଭିଯୋଗ…

ଉଜେୟନୀ ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଅଟୋ ଚାଳକ ଗିରଫ

ଇନ୍ଦୋର: ନାବାଳିକା ଦୁଷ୍କର୍ମ ମାମଲାରେ ଅଟୋ ରିକ୍ସା ଚାଳକ ଗିରଫ। ଉଜ୍ଜେୟନୀ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ଜଣେ ଅଟୋ ଚାଳକ। ଯାହାଙ୍କ ଅଟୋରେ ଦୁଷ୍କର୍ମ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅଭିଯୁକ୍ତ ଗିରଫ ହେବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…

ଯଦି ଏଥର ଯାଞ୍ଚରେ କିଛି ନମିଳେ ତେବେ ପ୍ରଧାନମନ୍ତ୍ରୀ କଣ ଇସ୍ତଫା ଦେବେ? : କେଜ୍ରିୱାଲ

ନୂଆଦିଲ୍ଲୀ: ଘର ମରାମତି ମାମଲାରେ ସିବିଆଇ ତଦନ୍ତ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ ପଚାରିଛନ୍ତି ଯେ ଯଦି ଏଥର ତଦନ୍ତରେ କିଛି ମିଳୁନାହିଁ ତେବେ ପ୍ରଧାନମନ୍ତ୍ରୀ କଣ ଇସ୍ତଫା ଦେବେ ? ଏହା ପ୍ରଥମ ଘଟଣା…

ରମେଶ ବିଧୁଡ଼ୀଙ୍କୁ ମିଳିଲା ନିର୍ବାଚନ ଦାୟିତ୍ୱ

ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ବାଚନ। ରାଜନେତାଙ୍କର ଚାଲିଛି ଜୋରସୋର ପ୍ରଚାର ପ୍ରସାର। ଏହାରି ଭିତରେ ବିଏସପି ସାଂସଦ ଦାନିଶ ଅଲିଙ୍କ ଉପରେ ମନ୍ତବ୍ୟ ଦେଇଥିବା ବିଜେପି ସାଂସଦ ରମେଶ ବିଧୁଡୀଙ୍କୁ ରାଜସ୍ଥାନରେ ଏକ ବଡ଼ ଦାୟିତ୍ୱ ଦିଆଯାଇଛି। ବିଜେପି ରମେଶ ବିଧୁଡ଼ୀଙ୍କୁ ଟୋଙ୍କ ଜିଲ୍ଲାର…

ଏଥର ଦିନିକିଆ ବିଶ୍ୱକପ କ୍ରିକେଟରେ ବିଫ ମନା !

ନୂଆଦିଲ୍ଲୀ: ଭାରତରେ ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବାକୁ ଯାଉଛି । ଏହି ମେଗା ଇଭେଂଟ ପାଇଁ ସମସ୍ତ ଟିମ ସେମାନଙ୍କ ଚୂଡାନ୍ତ ଦଳ ଘୋଷଣା କରି ସାରିଛନ୍ତି । ଏହି ଅବସରରେ ଆୟୋଜକ ଭାରତ ଭ୍ରମଣକାରୀ ସମସ୍ତ ଦେଶ ନିକଟକୁ ଫୁଡ ମେନ୍ୟୁ ପଠାଇଛି । ରିପୋର୍ଟ ମୁତାବକ ବିଫକୁ ଏଥିରେ…

ବିଧାନସଭା ସମ୍ମୁଖରେ ଧାରଣାରତ କୁମ୍ଭାର ମହାସଂଘଙ୍କୁ ଭେଟିଲେ ବିଜେପି ବିଧାୟକ ଓ ନେତୃବୃନ୍ଦ

ଭୁବନେଶ୍ୱର: ସମସ୍ତ ଶୁଭ କାର୍ଯ୍ୟ ପାଇଁ ଆମେ କୁମ୍ଭକାରଙ୍କ ଉପରେ ନିର୍ଭର କରିଥାଉ, ହେଲେ ଆଜି ସେମାନେ ତାଙ୍କର କୌଳିକ ବୃତ୍ତିକୁ ନେଇ ସନ୍ଦିହାନ। ଦେଶର ଅନ୍ୟ ରାଜ୍ୟମାନଙ୍କରେ କୌଳିକ ବୃତ୍ତି କରି ଜୀବିକା ନିର୍ବାହ କରୁଥିବା କୁମ୍ଭକାର ଭାଇ ଓ ଭଉଣୀମାନଙ୍କୁ ସହଯୋଗ ଓ ପ୍ରୋତ୍ସାହନ ଦେବା…

ସୁଦର୍ଶନ ପଟ୍ଟନାୟକଙ୍କ ସହଯୋଗରେ “ଇଣ୍ଡିଆ ପ୍ରଥମ ହାର୍ଟ ପ୍ରଥମ” ଅଭିଯାନ ଶୁଭାରମ୍ଭ

ପୁରୀ: ହୃଦଘାତ ଏବଂ ସେଥିପ୍ରତି ପ୍ରତିରୋଧ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟମ୍ବର ୨୯ରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଏ। ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ (ଗ୍ଲେନମାର୍କ) ପ୍ରସିଦ୍ଧ ବାଲୁକା କଳାକାର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହଯୋଗରେ…

ଏସିଆନ ଗେମ୍ସ: ଶୁଟିଂରେ ସ୍ୱର୍ଣ୍ଣ ସମେତ ଭାରତର ପଦକ ସଂଖ୍ୟା ୨୫ରେ ପଂହଚିଲା

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଗୁରୁବାର ଭାରତର ପ୍ରଦର୍ଶନ ମିଶ୍ରିତ ରହିଛି । ଶୁଟିଂ, ଉଶୁ ଓ ଅଶ୍ୱଚାଳନାରେ ଭାରତକୁ ପଦକ ମିଳିଥିବା ବେଳେ ଫୁଟବଲରେ ନିରାଶ ହେବାକୁ ପଡିଛି । ୫ମ ଦିନ ଶେଷ ସୁଦ୍ଧା ଭାରତ ୨୫ ପଦକ ହାସଲ କରି ୫ମ ସ୍ଥାନରେ ରହିଛି । ୧୦ ମିଟର ଏୟାର ପିସ୍ତଲ ଟିମ ଇଭେଂଟରେ…

ବର୍ଷ ଶେଷ ସୁଦ୍ଧା ସମସ୍ତ ଜାତୀୟ ରାଜପଥ ହେବ ଚକାଚକ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜପଥ ଚକାଚକ ହେବ। ବର୍ଷ ଶେଷ ସୁଦ୍ଧା ମରାମତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ସମସ୍ତ ଜାତୀୟ ରାଜପଥକୁ ଗର୍ତ୍ତମୁକ୍ତ କରିବା ପାଇଁ 2023 ଡିସେମ୍ବର ଯାଏଁ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଏକ…

ହ୍ୟାରୀ ପୋର୍ଟରର ଚର୍ଚ୍ଚିତ ଡମ୍ବଲଡୋର ଚରିତ୍ର କରିଥିବା ମାଇକେଲ ଗ୍ୟାମ୍ବନ ଆର ପାରିରେ

ନୂଆଦିଲ୍ଲୀ: ହଲିଉଡର ଭେଟେରାନ କଳାକାର ସାର ମାଇକେଲ ଗ୍ୟାମ୍ବନଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । କ୍ରମାଗତ ଭାବେ ନିମୋନିଆରେ ଆକ୍ରାନ୍ତ ହେବା ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି । ହ୍ୟାରୀ ପୋର୍ଟର ଫିଲ୍ମରେ ସେ…