Latest Odisha News

BREAKING NEWS

Browsing Category

ଫିଚର

ଆସୁଛି ଆଉ ଏକ ଲଘୁଚାପ; ପୁଣି ଭିଜିବ ଓଡ଼ିଶା  !

ଭୁବନେଶ୍ୱର:  ଆସୁଛି ପୁଣି ଏକ ଲଘୁଚାପ ।  ପୁଣି ଭିଜିବ ଓଡ଼ିଶା  ! ଆଣ୍ଡାମାନ ସାଗର ଏବଂ ଏହାର ଆାଖପାଖରେ ମାସର ଶେଷ ଆଡକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୯ ତାରିଖ ବେଳକୁ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି   ଆଞ୍ଚଳିକ ପାଣିପାଗ ବିଭାଗ ଶନିବାର ଟୁଇଟ କରି…

ଦହିବରା ଖାଇବାର ଇଚ୍ଛା ଏକ ବଡ ବିପଦରୁ ବଞ୍ଚାଇ ଦେଲା

କଟକ: ଭଗବାନ ଯାହାକୁ ରଖିବେ ତାକୁ କିଏ ମାରିବ ? ଏହି କଥାର ସତ୍ୟତା ପୁଣି ଥରେ ପ୍ରମାଣିତ ହୋଇଛି କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ । ୩/୪ ଦିନ ତଳେ କିଣିଥିଲେ ନୂଆ କାର । କାରରେ ବସି ତିନି ଜଣ ବ୍ୟକ୍ତି କଟକରୁ ବାଙ୍କି ଆସିଥିଲେ । ହେଲେ ସେମାନେ କାହିଁକି ଜାଣିବେ, ବାଟରେ ଏମିତି ଅଘଟଣ…

ଅପରାହ୍ନ ସୁଦ୍ଧା ଟୁଇନ ସିଟି ସମେତ ଏହି ୭ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବର୍ତ୍ତମାନର ପାଣିପାଗ ସୂଚନା ଅନୁସାରେ, ଶନିବାର ଅପରାହ୍ନ  ସୁଦ୍ଧା ୭ଟି ଜିଲ୍ଲାରେ ଘଡଘଡି ଓ ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ଏ ନେଇ ବଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଏଥିସହିତ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଆସନ୍ତା ୩…

କମଳା ହାରିସ ଏବଂ ଋଷି ସୁନକଙ୍କ ପରେ ଆଉ ଜଣେ ଭାରତୀୟ ମୂଳ ରାଜନେତା: ସମ୍ଭାଳିବେ ସିଙ୍ଗାପୁର ରାଷ୍ଟ୍ରପତି ପଦ

ନୂଆଦିଲ୍ଲୀ: ସିଙ୍ଗପୁର ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି ଥର୍ମନ ଷଣମୁଗରତ୍ନମ  । ଥର୍ମନ ଷଣମୁଗରତ୍ନମଙ୍କର ଏହି ବିଜୟ  ଭାରତ ପାଇଁ ଏକ ଖୁସିର ଖବର । କାରଣ ଥର୍ମନ ଷଣମୁଗରତ୍ନମ  ମଧ୍ୟ ମୂଳ ଭାରତୀୟ । କମଲା ହାରିସ, ଋଷି ସୁନକଙ୍କ ପରେ ସେ ହେଉଛନ୍ତି ତୃତୀୟ ଭାରତୀ ବଂଶୋଦ୍ଭବ ଯାହାଙ୍କର…

ଧୋନୀଙ୍କ ବ୍ୟାଟିଂ ସ୍ଥାନକୁ ନେଇ ନିଜ ନିଜ ଷ୍ଟାଇଲରେ ଅନୁଭବ ବାଣ୍ଟିଲେ ଶ୍ରୀସନ୍ତ ଏବଂ ଗମ୍ଭୀର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଭାରତକୁ ଦୁଇଥର ବିଶ୍ୱକପ ଜିତିବାରେ ତାଙ୍କର ରେକର୍ଡ ରହିଛି। ଏମଏସ ଧୋନିଙ୍କ କ୍ରିକେଟ କ୍ୟାରିଅରର ସମୟର ବିଭିନ୍ନ ଅନୁଭୂତି ତାଙ୍କ ସହଯୋଗୀ…

‘ଋଣ ଜାଲିଆତି ମାମଲା, ଖବରକାଗଜ ‘ସମ୍ବାଦ’ର ଅଧିକାରୀ ତଦନ୍ତରେ ସହଯୋଗ କରୁନି’

ଭୁବନେଶ୍ୱର: ଓଡ଼ିଶା ପୁଲିସ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶୁକ୍ରବାର ପ୍ରେସ ରିଲିଜ ଜରିଆରେ କହିଛି ଯେ ଦୈନିକ ଖବରକାଗଜ 'ସମ୍ବାଦ'ର ଅଧିକାରୀ ଓ କର୍ମଚାରୀମାନେ ଋଣ ଦୁର୍ନୀତିର ତଦନ୍ତରେ ସହଯୋଗ କରୁନାହାନ୍ତି। ଇଓଡବ୍ଲ୍ୟୁ କହୁଛି ଯେ 'ସମ୍ବାଦ'ର ଅଧିକାରୀମାନେ…

ଚାବି କେଉଁଠି ରଖିଛନ୍ତି, ଫିଲ୍ମର ନାମ ଭୁଲିଯାଉଛନ୍ତି କି? ଦେଶର ଯୁବ ବର୍ଗଙ୍କଠାରେ କାହିଁକି ଏହି ଲକ୍ଷଣ?

ନୂଆଦିଲ୍ଲୀ: ଆପଣ ବାରମ୍ବାର ସେହି ଲୋକମାନଙ୍କର ନାମ ଭୁଲି ଯାଉଛନ୍ତି କି ଯେଉଁମାନେ ଆପଣ ଭଲ ଭାବରେ ଜାଣନ୍ତି, କିମ୍ବା ଆପଣ ଆପଣଙ୍କ କାରର ଚାବି କେଉଁଠି ରଖିଥିଲେ, କିମ୍ବା ସେହି ଚଳଚ୍ଚିତ୍ରର ନାମ ଯାହା ଆପଣ କେବଳ ଦେଖିଥିଲେ? ଅନେକ ଲୋକ ଏହି ଭୁଲି ଯିବାକୁ ଡିମେନସିଆ ରୋଗର ପ୍ରାରମ୍ଭିକ…

ସାମ୍ନାକୁ ଆସିଲା ହରପ୍ରୀତ ସିଂହ କଳା କାରନାମାର ଲମ୍ବା ଚିଠା: ପ୍ରମାଣ ସହ କାନାଡାକୁ ତଥ୍ୟ ଦେଲା ଭାରତ

ନୂଆଦିଲ୍ଲୀ: ଖଲିସ୍ଥାନ ଆତଙ୍କୀ ହରପ୍ରୀତ ସିଂହ ନିଜ୍ଜର ହତ୍ୟା ପରେ ଦିନକୁ ଦିନ ବିଗୁଡୁଛି କାନାଡା-ଭାରତ ସମ୍ପର୍କ । ହରପ୍ରୀତ ସିଂହଙ୍କ ହତ୍ୟାରେ ଭାରତୀୟ ଏଜେନ୍ସିର ହାତ ଅଛି ବୋଲି କାନାଡା ଅଭିଯୋଗ କରିଛି । ହେଲେ ଏ ଯାଏ କୌଣସି ପ୍ରମାଣ ଦେଇନି କାନାଡା । କାନାଡାର ଏପରି ଅଭିଯୋଗକୁ…

ଦୁଇ ରାଉଣ୍ଡ ପରେ ବି ମେଡିକାଲ ପିଜିରେ ୧୩ ହଜାର ସିଟ୍ ଖାଲି, ବେଞ୍ଚ ମାର୍କ କମାଇଲେ ସରକାର

ନୂୂଆଦିଲ୍ଲୀ: ଦୁଇଟି ପର୍ଯ୍ୟାୟରେ କାଉନସେଲିଂ ପରେ ପ୍ରାୟ ୧୩ ହଜାର ପିଜି ମେଡିକାଲ ସିଟ୍ ଖାଲି ପଡ଼ିଛି ଦେଶରେ। ଯାହାଫଳରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୋଗ୍ୟତା ପାଇଁ ଥିବା ବେଞ୍ଚ ମାର୍କକୁ ଶୂନକୁ ହ୍ରାସ କରିବାକୁ ବାଧ୍ୟ ହୋଇଛି। ଦେଶରେ ମୋଟ ୬୮,୧୪୨ ପିଜି ମେଡିକାଲ ସିଟ୍ ରହିଛି। ଯାହା…