Latest Odisha News

BREAKING NEWS

Browsing Category

ଫିଚର

ଖୁବ୍‌ଶୀଘ୍ର ଏକାଠି ନଜର ଆସିବେ ସୁପରହିଟ୍ ଯୋଡ଼ି ସଲମାନ-କାଟ୍ରିନା

ମୁମ୍ବାଇ: ଖୁବ୍‌ଶୀଘ୍ର ପରଦାରେ ନଜର ଆସିବେ ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ସଲମାନ ଖାନ୍ ଏବଂ କ୍ୟାଟ୍ରିନା କୈଫ୍ । ଦୀର୍ଘ ୪ ବର୍ଷ ପରେ ଏହି ଯୋଡ଼ିକୁ ପୁଣି ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଏହି ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଥାନ୍ତି । ଉଭୟ ନିଜର ଚିତାକର୍ଷକ ଅଭିନୟ ମାଧ୍ୟମରେ ବକ୍ସ…

ପୋଲିସ ପଛରେ କୁକୁର ଲଗାଇ ଦେଉଛନ୍ତି ଡ୍ରଗ୍ସ ମାଫିଆ

କୋଟ୍ଟାୟମ: ଡ୍ରଗ ମାଫିଆମାନେ ପୋଲିସ ହାତରୁ ବର୍ତିବା ପାଇଁ ଅନେକ ପ୍ରକାରର ଯୋଜନା କରିଥାନ୍ତି । କେରଳରେ ଏବେ ସେମାନଙ୍କ ନୂଆ କୌଶଳ ପଦାରେ ପଡିଛି । ଡ୍ରଗ୍ସ ମାଫିଆମାନେ ସମ୍ପୃକ୍ତ ଅଂଚଳରେ ପୋଲିସ ପ୍ରବେଶ କଲେ ତାଙ୍କୁ ରୋକିବା ଏବଂ ନିଜେ ସତର୍କ ହେବା ପାଇଁ କୁକୁରଙ୍କୁ ପ୍ରଶିକ୍ଷଣ…

ସୁଧ ଟଙ୍କା ଦେଇ ପାରିଲେନି ବୋଲି ମହିଳାଙ୍କୁ ନିବସ୍ତ୍ର କରି ପିଟିଲେ, ପରିସ୍ରା ପିଆଇଲେ

ପାଟଣା: ମଣିଷପଣିଆକୁ ଲଜ୍ଜା । ସାମାନ୍ୟ ଟଙ୍କା କେତେଟା ପାଇଁ ମଣିଷ ଏତେ ତଳୁ ଖସି ଯାଇପାରେ ! ଏତେ ନିର୍ଦ୍ଦୟ ଏବଂ ନୃଶଂସ ପାଲଟିଯାଏ ! ବେଶୀ ନୁହେଁ, ମାତ୍ର ୧୫୦୦ ଟଙ୍କା ପାଇଁ ବିହାରରେ ଦେଖିବାକୁ ମିଳିଛି ବର୍ବର କାଣ୍ଡ । ୧୫୦୦ ଟଙ୍କାର ଅତିରିକ୍ତ ସୁଧ ଦେଇ ନ ପାରିବାରୁ ଜଣେ ମହିଳାଙ୍କୁ…

କକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ

କଳାହାଣ୍ଡି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଲି ଗଲା ରକ୍ତ ସମ୍ପର୍କ। କ୍ଷଣିକ ରାଗ ପାଇଁ ନିଜ ପୁତୁରାର ରକ୍ତରେ ହୋଲି ଖେଳିଲା କକା। ନୂଆଁଖାଇ ସାରିବା ପରେ ନିଜ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି କକା। କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲବଣିସର ଗାଁରେ ଏଭଳି ଅଭାବନୀୟ…

ଡିଜିଜ ‘ଏକ୍ସ’ କରୋନଠାରୁ ବି ଭୟଙ୍କର ମହାମାରୀ: ‘ହୁ’ ଦେଲା ଚେତାବନୀ

 ନୂଆଦିଲ୍ଲୀ: ଯିଏ କରୋନାକୁ ସାମ୍ନା କରିଛି ସେ ଜାଣିଛି ତାର ଭୟବହତା । ସେ ଦିନ..ସେ ଘଟଣା ମନେ ପଡିଗଲେ ଏବେ ଥରିଯାଏ ଦେହ । ସେ ଉଜୁଡ଼ା ପରିବାରକୁ ଦେଖିଲେ ଆଖିରେ ଭରିଯାଏ ଲୁହ । ଗୋଟିଏ ଦୁଃଖ ମନରୁ ନ ଲିଭୁଣୁ ପୁଣି ଡରାଇଲାଣି ଆଉ ଏକ ରୋଗ ‘ଏକ୍ସ’ । ବିଶେଷଜ୍ଞମାନେ ପୁଣି ଏକ ନୂଆ…

ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିଲା ଖଲିସ୍ଥାନୀ ଆତଙ୍କୀ ପନ୍ନୁ

ନୂଆଦିଲ୍ଲୀ: ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିଲା ଖଲିସ୍ଥାନୀ ଆତଙ୍କୀ ପନ୍ନୁ । ଖାଲି ଖଲିସ୍ତାନ ନୁହେଁ, ଉର୍ଦ୍ଦୁସ୍ଥାନ ବି ଗଠନ କରିବାକୁ ଲକ୍ଷ୍ୟ ରଖିଥିଲା । ଭାରତୀୟ ସୁରକ୍ଷା ଏଜେନ୍ସି ଖଲିସ୍ଥାନ ଆତଙ୍କୀଙ୍କର ନୂଆ ଡୋଜିୟର ପ୍ରସ୍ତୁତ କରିଛି । ଏଥିରେ ଅନେକ ଆତଙ୍କୀଙ୍କର ନାଁ ରହିଛି…

ଧାରଣାରତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ; ଦାବିକୁ ନେଇ ଉଠାଇବ ସ୍ୱର

ଭୁବନେଶ୍ୱର: ଆଜି ଧାରଣାରତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରପଞ୍ଚ ହୁଅନ୍ତୁ ବା ସମିତିସଭ୍ୟମାନେ ହୁଅନ୍ତୁ ଏମାନେ ହିଁ ବାସ୍ତବରେ ତୃଣମୂଳସ୍ତରରେ ଗଣତନ୍ତ୍ରର ପ୍ରତିନିଧି। ତୃଣମୂଳ ସ୍ତରରେ ସରକାରଙ୍କ ଯୋଜନାକୁ ଲୋକମାନଙ୍କ ପାଖରେ…

ମୁଖ୍ୟମନ୍ତ୍ରୀ ବୋଧହୁଏ ନିଜକୁ ଅସହାୟ ଅନୁଭବ କରୁଛନ୍ତି ତେଣୁ ଗୁମାସ୍ତା ଶାସନ ଚଳାଇଛନ୍ତି -ନରସିଂହ ମିଶ୍ର

ଭୁବନେଶ୍ୱର: ଆଜି  ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ବିବୃତି ଉପରେ କଡା ପ୍ରତିକ୍ରିୟା  ରଖିଛନ୍ତି କଂଗ୍ରେସ ବିଧାୟକ ଦଳ  ନେତା ନରସିଂହ ମିଶ୍ର  । ସେ ବିଜେଡି ସରକାରକୁ ସମାଲୋଚନା କରି ଏହାକୁ ଗୁମାସ୍ତା ଶାସନ ସହ ତୁଳନା କରିଛନ୍ତି । କଂଗ୍ରେସ ନେତା ନରସିଂହ ରାଜ୍ୟ ସହ କେନ୍ଦ୍ର…

ଗୁଗୁଲ ଏବଂ ଆପଲକୁ ଦେବ ଟକ୍କର୍, ମାର୍କେଟକୁ ଆସିଲା ‘ଫୋନ ପେ’ର ନୂତନ ଆପ୍ ଷ୍ଟୋର

ନୂଆଦିଲ୍ଲୀ: ଯଦି କୌଣସି ବ୍ୟକ୍ତି ଏକ ଆପ୍ ଡାଉନଲୋଡ୍ କରିବାକୁ ଚାହାଁନ୍ତି ତେବେ ସେମାନେ ଗୁଗୁଲ୍ ପ୍ଲେ ଷ୍ଟୋର୍ କିମ୍ବା ଆପଲ୍ ଆପ୍ ଷ୍ଟୋର୍‌କୁ ଯାଇ ଡାଉନଲୋଡ କରନ୍ତି। ଆପ୍ ଷ୍ଟୋର୍ ପାଇଁ ଗୁଗୁଲ୍ ଏବଂ ଆପଲ୍ ସର୍ବାଧିକ ବ୍ୟବହୃତ ହୁଏ। ବର୍ତ୍ତମାନ ମେଡ୍ ଇନ୍ ଇଣ୍ଡିଆ ଆପ୍ ଷ୍ଟୋର୍‌ ଏହି…

ଏସିଆନ ଗେମ୍ସ: ଦ୍ଵିତୀୟ ସ୍ଵର୍ଣ୍ଣ ପଦକ ହାତେଇଲା ଭାରତୀୟ ମହିଳା କ୍ରିକେଟ ଦଳ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୌରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତ ହାତେଇଛି ସ୍ଵର୍ଣ୍ଣ ପଦକ। ‘ପୁରୁଷ ୧୦ ମିଟର ଏୟାର ରାଇଫଲ’ ଟିମ ଇଭେଣ୍ଟରେ ଗତକାଲି ବିଶ୍ଵ ରେକର୍ଡ କରି ପ୍ରଥମ ସ୍ଵର୍ଣ୍ଣ ହାସଲ କହିଛି ଭାରତୀୟ ଦଳ । ଏହାରି ଭିତରେ ଆଜି ପୁଣି ଥରେ ସ୍ଵର୍ଣ୍ଣ ହାସଲ କରିଛି ଭାରତ ।…