Latest Odisha News

BREAKING NEWS

Browsing Category

ଫିଚର

ଦେଶୀ ମଦ ବୋତଲରେ ବିଦେଶୀ ମଦର ଷ୍ଟିକର, ଅନୁଗୁଳରୁ ଦୁଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଅବକାରୀ ଅଧିକାରୀମାନେ ଶନିବାର ଏକ ଡୁପ୍ଲିକେଟ୍ ଇଣ୍ଡିଆନ୍ ମେଡ୍ ଫରେନ୍ ଲିକର (ଆଇଏମ୍ଏଲ୍) ଉତ୍ପାଦନକାରୀ ୟୁନିଟ୍କୁ ଠାବ କରି ୨ ଜଣଙ୍କୁ ଗିରଫ କରିଛନ୍ତି। ମେଡ୍ ଇନ୍ ଭାରତ  ନିର୍ମିତ ବିଦେଶୀ ମଦ (ନକଲି) ପରିବହନ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା…

ଫେକ୍ ଫେସବୁକ ଆକାଉଣ୍ଟ ଜରିଆରେ ୩୪ ଲକ୍ଷ ୩୭ ହଜାର ଟଙ୍କା ଲୁଟ୍, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସାଇବର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ଆର୍ଥିକ ଠକେଇ କରି ଫେକ୍ ଫେସ୍ବୁକ୍ ଆକାଉଣ୍ଟ୍ ଜରିଆରେ ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ଠାରୁ ୩୪ ଲକ୍ଷ ୩୭ ହଜାରରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏକାଧିକ ସାଇବର ଅପରାଧ ଓ ଆର୍ଥିକ ଠକେଇରେ ସମ୍ପୃକ୍ତି…

ବିଶ୍ୱକପ ଟିକେଟ ବୁକିଂକୁ ସମାଲୋଚନା କଲେ ପୂର୍ବ କ୍ରିକେଟର ଭେଙ୍କେଟେଶ ପ୍ରସାଦ

ମୁମ୍ବାଇ: ଭାରତର ପୂର୍ବତନ ପେସ ବୋଲର ଭେଙ୍କେଟେଶ ପ୍ରସାଦ ବିଶ୍ୱକପ ଟିକେଟ ବୁକିଂ ପ୍ରୋସେସକୁ ଆଲୋଚନା କରିଛନ୍ତି । ଷ୍ଟାଡିୟମରେ ଆମକୁ ପ୍ରକୃତ କ୍ରିକେଟ ପ୍ରଶଂସକ ଦରକାର । ବିଶ୍ୱକପ ଆୟୋଜନ କରିବା ଦେଶ ପାଇଁ ଗର୍ବର ବିଷୟ । ଟିକେଟ ବିକ୍ରିରେ ପାରଦର୍ଶୀତା ଅବଲମ୍ବନ କରିବା ଜରୁରୀ ଥିଲା ।…

ଜି-୨୦ ମହାମଞ୍ଚରେ ଦିଲ୍ଲୀ ଘୋଷଣାପତ୍ରକୁ ମିଳିଲା ବିପୁଳ ସମର୍ଥନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଜି ୨୦ ସମ୍ମିଳନୀ । ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ବିଶ୍ୱ ମହାଶକ୍ତି । ଭାରତ ମଣ୍ଡପମରେ ଚାଲିଛି ମାନସ ମନ୍ଥନ । ସାରା ବିଶ୍ୱର ଆଖି ଭାରତ ଉପରେ । ଏହି ମହାମଞ୍ଚରେ ମିଳିଛି ଭାରତକୁ ବିପୁଳ ସମର୍ଥନ । ଜି ୨୦ ସମ୍ମିଳନୀରେ ଦିଲ୍ଲୀ…

ସୌମ୍ୟ ପଟ୍ଟନାୟକଙ୍କୁ ନେଇ ଅପରାଜିତାଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ: କହିଲେ, ଦଳରେ ମିଶିବା ପାଇଁ ଆମନ୍ତ୍ରଣ କରିବେ କି…

ଭୁବନେଶ୍ୱର: ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ନେଇ ଥମୁନି ରାଜନୀତି । ବିଜେଡି ଭିତରେ ଚାଲିଛି ଜବାବ ସୁଆଲ । ଏପଟେ ସୌମ୍ୟଙ୍କ ପ୍ରତି ଛୁଟିବାରେ ଚାଲିଛି ବିରୋଧୀଙ୍କ ସମର୍ଥନର ସୁଅ । କଂଗ୍ରେସ, ବିଜେପି ମଧ୍ୟ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ କରିଛନ୍ତି ।  କଂଗ୍ରେସ ନେତା ସୁର ରାଉତରାୟ…

ଓସିଏ ଆୟୋଜିତ କରିବ ଭୈରବ ମହାନ୍ତି ମେମୋରିଆଲ ଟି୨୦

କଟକ: ଓଡିଶା କ୍ରିକେଟ ଆସୋସିଏଶନ ଆନ୍ତଃ ରାଜ୍ୟ ଭୈରବ ମହାନ୍ତି ମେମୋରିଆଲ ଟି୨୦ ଟୁର୍ଣ୍ଣାମେଂଟ ଆୟୋଜିତ କରିବାକୁ ଯାଉଛି । ବାରବାଟୀ ଷ୍ଟାଡିୟମରେ ସେପ୍ଟମ୍ବର ୧୫ରୁ ୨୨ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଓଡିଶାର ୨ଟି ଟିମ ଓଡିଶା ଏ ଓ ବି ଏଥିରେ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ଆସାମ,…

ଓଡ଼ିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ପର୍ସେଣ୍ଟେଜର ସରକାର ଚାଲିଛି: ମନମୋହନ ସାମଲ

ଭୁବନେଶ୍ୱର/କେନ୍ଦୁଝର:ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଫୋକସରେ ସର୍ବଦା ଓଡିଶା ରହିଆସିଛି । କଂଗ୍ରେସ ନେତୃତ୍ୱ ୟୁପିଏ ଶାସନରେ  ୧୦ବର୍ଷରେ ଓଡ଼ିଶାକୁ ମାତ୍ର ୨ଲକ୍ଷ ୮୩ ହଜାର କୋଟି ଟଙ୍କା ମିଳିଥିବାବେଳେ ମୋଦି ସରକାର ଅମଳରେ ଗତ ୯ବର୍ଷରେ ଓଡ଼ିଶାକୁ ୧୮ଲକ୍ଷ ୮୩ହଜାର କୋଟି…

ଆସନ୍ତୁ ଜାଣିବା ଦୁନିଆର ଦାମୀ ମୁଦ୍ରା ସମ୍ପର୍କରେ

ଲଣ୍ଡନ: ଇଷ୍ଟ ଇଣ୍ଡିଆ କମ୍ପାନୀ କୁଇନ ଏଲିଜାବେଥ ୨ଙ୍କ ପୂଣ୍ୟତିଥିରେ ଦି କ୍ରାଉନ କଏନ ନାମକ ଏକ ମୁଦ୍ରା ଜାରୀ କରିଛି । ଏହାକୁ ସବୁଠାରୁ ଦାମୀ ମୁଦ୍ରା ଭାବେ ବିବେଚନା କରାଯାଉଛି । ଏହାର ଆନୁମାନିକ ମୂଲ୍ୟ ୧୯୨ କୋଟି ଟଙ୍କା ହେବ । ୪ କିଲୋଗ୍ରାମ ସୁନାରେ ଏହାକୁ ନିର୍ମିତ କରାଯାଇଛି । ଏଥିରେ…

ବିଜେପିକୁ କେରଳ ଝଟକା, ମିଳିଲା ମାତ୍ର ୫ ପ୍ରତିଶତ ଭୋଟ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ କେରଳରେ ବଡ଼ ଝଟକା ଲାଗିଛି। ଭାରତର ପ୍ରମୁଖ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ବଡ଼ ପରାଜୟ ପରେ କୌଣସି ଦକ୍ଷିଣ ରାଜ୍ୟରେ ଦଳର ସ୍ଥିତି ଭଲ ନାହିଁ। କିନ୍ତୁ ଅନ୍ୟତମ ଦକ୍ଷିଣୀ ରାଜ୍ୟ ତେଲେଙ୍ଗାନାରେ ଦଳ ଭଲ ପ୍ରଦର୍ଶନ କରି କ୍ଷମତାକୁ…

ଏମପିରେ ମୋଦିଙ୍କ ଆଶୀର୍ବାଦ ସହ ରାହୁଲଙ୍କ ଆକ୍ରୋଶ ଲଢେଇ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ରହିଛି। କ୍ଷମତା ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଏଠାରେ କଡା ଟକ୍କର ଦେଖିବାକୁ ମିଳିଛି। ଉଭୟ ଦଳ ଲୋଭନୀୟ ଯୋଜନା ଓ ପ୍ରତିଶ୍ରୁତି ମାଧ୍ୟମରେ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ କରିଛନ୍ତି।…