Latest Odisha News

BREAKING NEWS

Browsing Category

ଫିଚର

ଆନ୍ତର୍ଜାତୀୟ ଦିନିକିଆରେ ପଦାର୍ପଣ କଲେ ତିଳକ

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟରେ ବାଂଲାଦେଶ ବିପକ୍ଷ ସୁପର ୪ ମୁକାବିଲାରେ ଯୁବ ବ୍ୟାଟ୍ସମ୍ୟାନ ତିଳକ ବର୍ମାଙ୍କୁ ଖେଳିବାକୁ ସୁଯୋଗ ମିଳିଛି । ଏଥିସହ ସେ ତାଙ୍କ ଦିନିକିଆ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି । ଚଳିତ ବର୍ଷ ଅଗଷ୍ଟରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି୨୦ କ୍ୟାରିୟର…

ଟ୍ରାକ୍ଟର ଓଲଟି ୨୦ରୁ ଉର୍ଦ୍ଧ୍ୱ ଶ୍ରମିକ ଆହତ

ଯାଜପୁର: ୧୬ନଂ ଜାତୀୟ ରାଜପଥର ବନ୍ଦାଳ ବାଇପାସ୍ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଟ୍ରାକ୍ଟରରେ ୩୦ରୁ ଉର୍ଦ୍ଧ୍ୱ ଶ୍ରମିକ କାମ ସାରି ଘରକୁ ଫେରିବା ବେଳେ ଏପରି ଅଘଟଣ…

ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଦାୟ କରାଯିବନି ଗ୍ରାଉଣ୍ଡ ରେଣ୍ଟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ପାର୍ବଣ ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ…

ମରାମତି ବେଳେ ଭୁଶୁଡ଼ିଲା ବିଦ୍ୟୁତ ଟାୱାର, ୫ ଆହତ

ଝାରସୁଗୁଡା: ଲଖନପୁର ବ୍ଲକରେ ଅଘଟଣ। ସୁଲେପାଲି-ପିପିଲିକାନି ମଧ୍ୟଭାଗରେ ମରାମତି ବେଳେ ଭୁଶୁଡ଼ିଲା ବିଦ୍ୟୁତ ଟାୱାର। ଟାୱାରରେ କାମ କରୁଥିବା ୫ ଶ୍ରମିକ ଆହତ ହୋଇଛନ୍ତି। ସମସ୍ତ ଶ୍ରମିକଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା…

ଏସୀୟ କ୍ରୀଡ଼ା ୨୦୨୩ରେ କିଟ୍‍ ଓ କିସ୍‍ର ୧୪ ଖେଳାଳି

ଭୁବନେଶ୍ୱର: ଏସୀୟ କ୍ରୀଡ଼ା-୨୦୨୩ରେ ଉଭୟ କିଟ୍‍ ଓ କିସ୍‍ର ୧୪ଜଣ କ୍ରୀଡ଼ାବିତ୍‍ ଭାରତର ପ୍ରତିନିଧିତ୍ୱ କରିବେ। ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚୀନ୍‍ର ହାଙ୍ଗ୍‍ଝୁଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସୀୟ କ୍ରୀଡ଼ା ୨୦୨୩ରେ ବିଭିନ୍ନ ବିଭାଗରେ ଏମାନେ ଭାରତର ପ୍ରତିନିଧିତ୍ୱ…

ନୀତିଶଙ୍କୁ ଠକିଦେଲା ‘ଇଣ୍ଡିଆ’!

ଭୁବନେଶ୍ୱର: ଦେଶରୁ ଏନଡିଏକୁ କ୍ଷମତାଚ୍ୟୁତ କରିବା ପାଇଁ ଇଣ୍ଡିଆ ଆଗଉଛି। ଏହି କ୍ରମରେ ମେଣ୍ଟର ସମନ୍ୱୟ କମିଟି ବୈଠକ କରାଯାଇ ରଣନୀତି ପ୍ରସ୍ତୁତ ହୋଇଛି। ଦେଶବ୍ୟାପୀ ମେଣ୍ଟ ମିଳିତ ଭାବେ କାର୍ଯ୍ୟକ୍ରମ କରିବା ସହ ସିଟ ଭାଗବଣ୍ଟା କାର୍ଯ୍ୟକୁ ତ୍ୱରାନ୍ୱିତ କରିବ। କିନ୍ତୁ ଏସବୁ ଭିତରେ…

ବିଜେଡି ବିରୋଧରେ ପଶ୍ଚିମ ଓଡିଶା କାର୍ଡ, ଏକାଠି ହେଲେ ବିଜେପି, କଂଗ୍ରେସ!

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶାର ରାଜନୈତିକ ବାତାବରଣ ସରଗରମ ହେଉଛି। ଠିକ ଏଭଳି ସମୟରେ ବିରୋଧୀ ପଶ୍ଚିମ ଓଡିଶାକୁ ନେଇ ଏକ ବଡ଼ କାର୍ଡ ଖେଳିଥିବା ଆଲୋଚନା ହେଉଛି। ନୂଆଖାଇକୁ ପଶ୍ଚିମ ଓଡିଶାର ଗଣପର୍ବ କୁହାଯାଏ। ଏପରିକି ଛୋଟଠୁ ବଡ଼ ସମସ୍ତେ ଏହି ପର୍ବକୁ ବହୁ ଅଧିକ…

ଖୁସି ଖବର: ସରକାର ବୃଦ୍ଧି କଲେ ସାମ୍ବାଦିକଙ୍କ ମାସିକ ପେନସନ

ଭୋପାଳ: ମଧ୍ୟପ୍ରଦେଶ ସାମ୍ବାଦିକଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ସାମ୍ବାଦିକଙ୍କ ମାସିକ ପେନସନ ପରିମାଣ ବୃଦ୍ଧି କରିଛନ୍ତି। ପୂର୍ବରୁ ୧୦ ହଜାର ଟଙ୍କା ଥିଲା, ଏବେ ଏହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟ ସ୍ତରୀୟ କମିଟି ରିପୋର୍ଟ ଆଧାରରେ ଏହା ଘୋଷଣା କରିଛନ୍ତି…

ମାଲକାନଗିରିରେ ବର୍ଷିଲେ ସାଂସଦ ଅପରାଜିତା: ‘ଯଦି ଭୁବନେଶ୍ୱରରେ ଜମି ହଡପ ହେଉଛି, ଏଠି କ’ଣ ହେଉଥିବ ?’

ଭୁବନେଶ୍ୱର: ସ୍ୱାଭିମାନ ଅଞ୍ଚଳରେ ଉଠାଇଲେ ଦୁ୍ର୍ନୀତି କଥା । କହଲେ ବିଜେଡି ସରକାରର ଭ୍ରଷ୍ଟାଚାରର କଥା । ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ । ପୁଣି ଧୃତରାଷ୍ଟ୍ର ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କଲେ  ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଆଜି ସକାଳୁ କୋରାପୁଟ ଗସ୍ତରେ…

ବିଶ୍ୱକର୍ମା ଜୟନ୍ତୀରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ବିଶ୍ୱକର୍ମା ଜୟନ୍ତୀ ଅବସରରେ 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।  ପାରମ୍ପରିକ ଶିଳ୍ପରେ ନିୟୋଜିତ କାରିଗର ମାନଙ୍କୁ ସହାୟତା ପ୍ରଦାନ କରିବା ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ଏହି ଯୋଜନାର ମୂଳଲକ୍ଷ୍ୟ ।   'ପିଏମ୍ ବିଶ୍ୱକର୍ମା' ଯୋଜନା…