Latest Odisha News

BREAKING NEWS

Browsing Category

ଫିଚର

ପ୍ରଭାସ ଅଭିନୀତ ସାଲାର ଫିଲ୍ମର ଘୁଂଚିଲା ରିଲିଜ ତାରିଖ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଅଭିନୀତ ସାଲାର ଫିଲ୍ମର ରିଲିଜ ତାରିଖ ଘୁଂଚାଇ ଦିଆଯାଇଛି । ଏହା ପ୍ରଥମେ ସେପ୍ଟମ୍ବର ୨୮ରେ ରିଲିଜ ହେବ ବୋଲି ସ୍ଥିର ହୋଇଥିଲା । ପୋଷ୍ଟ ପ୍ରଡକ୍ସନ କାମ ବାକିଥିବାରୁ ମେକର୍ସ ବାଧ୍ୟ ହୋଇ ଏହି ନିଷ୍ପତି ନେଇଥିବା ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ କହିଛନ୍ତି ।…

ରିଲିଜ୍ ହୋଇଛି ଫିଲ୍ମ ‘ପୁଷ୍କରା’ର ଟ୍ରେଲର, ଚଳଚ୍ଚିତ୍ର ସଫଳତା ନେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ସବ୍ୟସାଚୀ

ପୁରୀ: ଆଧୁନିକ ସମାଜ ମଧ୍ୟରେ ଅନେକ ପରମ୍ପରା ଏବେ ବିଲୁପ୍ତ ହେବାରେ ଲାଗିଛି । ଜଣେ ବ୍ୟକ୍ତି ମୃତ୍ୟୁବରଣ କଲେ ପୁଷ୍କର ଛଡାଇବା ପାଇଁ ଜଣେ ପୁଷ୍କରାର ଆବଶ୍ୟକ ପଡିଥାଏ । ଯାହାକୁ ପୁରୀ ଲୋକକଥାରେ ଭୈରବ ବୋଲି କୁହାଯାଇଥାଏ । ବିଭିନ୍ନ  ସ୍ଥାନରେ ଭିନ୍ନଭିନ୍ନ ନାମରେ ପୁଷ୍କରାକୁ ନାମିତ…

ପାଗ ବଦଳୁଛି, ଭାରତ-ପାକ ମ୍ୟାଚ ହେବା ନେଇ ସଂଚାର ହେଲା ଆଶା

କାଣ୍ଡି: ଚଳିତ ଏସିଆ କପ କ୍ରିକେଟରେ ଶନିବାର ଭାରତ-ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକିବାଲା ଖେଳାଯିବ । ତେବେ ଏହି ମ୍ୟାଚରେ ବର୍ଷା ବାଧକ ସାଜିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ସକାଳୁ ପାଗ ଅପେକ୍ଷାକୃତ ଭଲ ଥିବାରୁ ମ୍ୟାଚ ହେବା ନେଇ ଆଶା ସଂଚାର ହୋଇଛି । ମେଘୁଆ…

ଚର୍ଚ୍ଚାରେ କୋରାପୁଟିଆ କଳାଜିରା ଧାନ, ଖୁବଶିଘ୍ର ମିଳିବ GI ଟ୍ୟାଗ୍

କୋରାପୁଟ: କୋରାପୁଟର କଫି, ଝାଡୁ, ସାବୁନ ଓ ହଳଦୀ ପରେ ଏବେ ବିରଳ କୋରାପୁଟିଆ କଳାଜୀରା ଧାନକୁ ମିଳିବାକୁ ଯାଉଛି ଜିଆଇ ଟ୍ୟାଗ । ସେହିପରି ଓଡିଶାର ୭ ଉତ୍ପାଦ ଯଥା ଓଡିଶାର ଖଜୁରି ଗୁଡ, କୋରାପୁଟର କଳାଜିରା ଚାଉଳ, ଲାଞ୍ଜିଆ ସଉରାଙ୍କ ପଟ୍ଟଚିତ୍ର, ଢେଙ୍କାନାଳର ମଗଜ ଲଡୁ, ଶିମିଳିପାଳର…

ଅନନ୍ତ ଆକାଶରେ ଭାରତର ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ ଏଲ-୧’

ବାଙ୍ଗାଲୋର: ଅନନ୍ତ ଆକାଶରେ ଭାରତର ସୂର୍ଯ୍ୟ ଅଭିଯାନ ଆଦିତ୍ୟ ଏଲ-୧ । ଶ୍ରୀହରିକୋଟାର ଲଞ୍ଚିଂ ସେଣ୍ଟରରୁ ସେପ୍ଟେମ୍ବର ୨  ତାରିଖ ୧୧ଟା ୫୦ରେ ଆଦିତ୍ୟ ଏଲ-୧କୁ ସୂର୍ଯ୍ୟ ଅଭିମୁଖେ ପ୍ରେରଣ କରିଛି ଇସ୍ରୋ । ପିଏସଏଲଭି-ଏକ୍ସଏଲ ରକେଟ ଆଦିତ୍ୟ ଏଲ ୧କୁ ନେଇ ମହାକାଶକୁ ଯାଇଛି । ଆଦିତ୍ୟ ଏଲ ୧…

ଆଜି ବିଶ୍ଵ ନଡିଆ ଦିବସ, ଜାଣନ୍ତୁ ହିନ୍ଦୁ ଧର୍ମରେ ଏହାର ମହତ୍ତ୍ଵ

ଭୁବନେଶ୍ଵର: ଭାରତୀୟ ସଂସ୍କୃତିରେ ନଡ଼ିଆ ବା ଶ୍ରୀଫଳର ଗୁରୁତ୍ୱ ଅବର୍ଣ୍ଣନୀୟ। ନିତି ଦିନିଆ ଜୀବନ ଶୈଳୀଠାରୁ ଆରମ୍ଭ କରି ପୂଜା ପାର୍ବଣ ଆଦି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ନଡ଼ିଆକୁ ଲୋଡା ଯାଇଥାଏ। ନଡ଼ିଆକୁ ନେଇ କେତେ କାହାଣୀ କବିତା ମଧ୍ୟ ରଚନା କରାଯାଇଛି । ଭାରତ ମହାସାଗର ଏବଂ…

ଦିଲ୍ଲୀ ଆଇଆଇଟିରେ ଇଞ୍ଜିନିୟର ଛାତ୍ରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ପୁଣି ଛାତ୍ର ଆତ୍ମହତ୍ୟା । ଏଥରେ କୋଟାରେ ନୁହେଁ ଆଇଆଇଟି ଦିଲ୍ଲୀରେ ।  ଛାତ୍ର ଆତ୍ମହତ୍ୟା ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି । ଜଣେ ୨୧ ବର୍ଷ ବୟସ୍କ ଇଞ୍ଜନିୟରିଂ ଛାତ୍ର ଶୁକ୍ରବାର ସନ୍ଧ୍ୟାରେ ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଛନ୍ତି । ସେ ତାଙ୍କର ହଷ୍ଟେଲ ରୁମରେ କେହି ନ…

ସ୍ବାମୀ ସାଜିଲା ସୈତାନ୍: ମହିଳାଙ୍କୁ ନିବସ୍ତ୍ର କରି ବୁଲାଇଲେ ସ୍ବାମୀ ଓ ଶାଶୁଘର ଲୋକେ, ଭିଡିଓ ଭାଇରାଲ

ଜୟପୁର: ରାଜସ୍ଥାନରେ ମଣିପୁର ଘଟଣାର ପୁନରାବୃତ୍ତି । ସ୍ବାମୀ ସାଜିଲା ସୈତାନ । ସ୍ତ୍ରୀକୁ ମାଡ଼ ମାରିବା ପରେ ଉଲଗ୍ନ କରି ବୁଲାଇଲା ନିଷ୍ଠୁର ସ୍ବାମୀ । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ…

ସଂସଦର ସ୍ବତନ୍ତ୍ର ଅଧିବେଶନରେ ଆସିବ ମହିଳା ସଂରକ୍ଷଣ ବିଲ୍!

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୮-୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ସମ୍ଭାବ୍ୟ ଏଜେଣ୍ଡାକୁ ନେଇ ସବୁ କଳ୍ପନା ଜଳ୍ପନା ମଧ୍ୟରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲକୁ ଆଗତ କରାଯିବ ବୋଲି ଅନ୍ୟତମ ସମ୍ଭାବନା ଭାବେ ବିବେଚନା କରାଯାଉଛି। ତେବେ ଏହି ଅଧିବେଶନରେ କେଉଁ…