Latest Odisha News

BREAKING NEWS

Browsing Category

ଫିଚର

ସଂସଦର ବିଶେଷ ଅଧିବେଶନ ଡାକିଲେ ମୋଦି ସରକାର

ନୂଆଦିଲ୍ଲୀ: ସାଂସଦର ବିଶେଷ ଅଧିବେଶନ ଡାକିଲେ ମୋଦି ସରକାର । ସେପ୍ଟମ୍ବର ୧୮ରୁ ୨୨ ଯାଏ ହେବ ଏହି ବିଶେଷ ଅଧିବେଶନ । ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । କୁହାଯାଉଛି, ଏହି ଅଧିବେଶନରେ ୫ଟି ବୈଠକ ହେବ । ୧୭ତମ ଲୋକସଭାର ଏହା…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଆସନ୍ତା ୨ ରୁ ଫେରିପାରେ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲା ଗୁଡିକରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର…

‘ଇଣ୍ଡିଆ’ ତୃତୀୟ ବୈଠକକୁ ବିଜେପିର କଟାକ୍ଷ: କହିଲା, ଚାଲିଛି ‘ଘମଣ୍ଡିଙ୍କ ବୈଠକ’

ନୂଆଦିଲ୍ଲୀ: ବଳ ଯୋଗାଡୁଛି ଇଣ୍ଡିଆ ମେଣ୍ଟ । ୨୦୨୪ ନିର୍ବାଚନରେ ଏନଡିଏକୁ ଦେବ ମାତ୍ । ମିଟିଂ ପରେ ମିଟିଂ । ଆଜି ମୁମ୍ବାଇରେ ଚାଲିଛି ତୃ୍ତୀୟ ପର୍ଯ୍ୟାୟ ମିଟିଂ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଇଣ୍ଡିଆ ମିଟିଂକୁ ଘମଣ୍ଡିଙ୍କ ମିଟିଂ…

ବନ୍ଦ କୋଠରୀରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର; ୭ ମାସ ତଳେ କରିଥିଲେ ବିବାହ

କଟକ:  ୭ ଜନ୍ମର ସାଥୀ ହେବେ ବୋଲି ପ୍ରତିଶ୍ରୁତି ଦେଇ ବିବହ ବନ୍ଧନରେ ଆବଦ୍ଧ ହୋଇଥିଲେ । କଥା ରଖିଲେ । ଏକାଠି ଜିଇଁଲେ, ଏକାଠି ମୃତ୍ୟୁକୁ ଆଦରି ନେଲେ ।  କିନ୍ତୁ ୭ ଜନ୍ମ ପାଇଁ ନୁହେଁ, ୭ ମାସ ପାଇଁ । ବିବାହାର ୭ ମାସ ପରେ ଆତ୍ମହତ୍ୟା କରିଛନ୍ତି ଦମ୍ପତ୍ତି । ବନ୍ଦ ଘରୁ ମିଳିଛି…

ଭାରତ ୨୦୨୭ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ବିଡ ଦାଖଲ କରିପାରେ : ନୀରଜ

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଭାରତ ୨୦୨୭ରେ ହେବାକୁ ଥିବା ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ବିଡ ଦାଖଲ କରିବା ସମ୍ଭାବନା ରହିଛି ବୋଲି ଏହି ଷ୍ଟାର ଆଥଲେଟ ଜଣଙ୍କ କହିଛନ୍ତି ।…

ବ୍ଳକ ଅଧ୍ୟକ୍ଷ ଉପ ନିର୍ବାଚନକୁ କେନ୍ଦ୍ର କରି ଦିଗପହଣ୍ଡିରେ ଉତ୍ତେଜନା; ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ  ଉପ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା । ଉପ ନିର୍ବାଚନ ବାତିଲ ସୁଚନା ପାଇବା ପରେ ଉତେଜନା ସୃଷ୍ଟି ହୋଇଛି । ମୁହାଁମୁହିଁ ହୋଇଛନ୍ତି ବିଜେଡି ଦୁଇ ଗୋଷ୍ଠୀ ।  ଦାଣ୍ଡରେ ପଡିଛି ବିଜେଡି ଗୋଷ୍ଠୀ କନ୍ଦଳ ।   ପୁର୍ବତନ ବ୍ଲକ…

ପୁଣି ବ୍ରହ୍ମଣୀ ନଦୀରେ ଅଘଟଣ: ମଇଁଷି ଚରାଳିଙ୍କୁ ଟାଣିନେଲା ମଣିଷଖିଆ କୁମ୍ଭୀର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୁଣି ମଣିଷ ଖାଇଲା କୁମ୍ଭୀର । ଗତ ୩ ମାସ ମଧ୍ୟରେ ରାଜନଗରରେ ଏହା ହେଉଛି ପଞ୍ଚମ ଘଟଣା । ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଭାସ୍କର ରାଉତଙ୍କୁ ଟାଣି ନେଇଛି କୁମ୍ଭୀର । ସୂଚନା ପାଇ ଭାସ୍କର ରାଉତଙ୍କୁ ଖୋଜାଖୋଜି…

୨୧ରେ ବାଚସ୍ପତି ନିର୍ବାଚନ, ୨୨ରୁ ଆରମ୍ଭ ହେବ ବିଧାନସଭା

ଭୁବନେଶ୍ଵର: ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ଯାଏଁ ଚାଲିବ ଏହି ଅଧିବେଶନ । ଏଥର ଅଧିବେସନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି । ସେପଟେ ବିଧାନସଭାର ଗୋଟିଏ ଦିନ ପୁର୍ବରୁ ଅର୍ଥାତ୍ ୨୧ତାରିଖରେ ହେବ ବାଚସ୍ପତି…

ଭୋଟର ଲିଷ୍ଟ ପ୍ରସ୍ତୁତ, ଯେ କୌଣସି ସମୟରେ ହୋଇପାରେ ଜମମୁ କଶ୍ମୀରରେ ନିର୍ବାଚନ: କେନ୍ଦ୍ରର ବଡ ଘୋଷଣା

 ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଖୁବ ଶୀଘ୍ର ହୋଇପାରେ ନିର୍ବାଚନ । ଜମ୍ମୁକାଶ୍ମୀର ନିର୍ବାଚନକୁ ନେଇ କେନ୍ଦ୍ର ସରକାରଙ୍କର ବଡ ଘୋଷଣା ।ସୁପ୍ରିମ କୋର୍ଟରେ ଆର୍ଟିକିଲ ୩୭୦କୁ ନେଇ ଶୁଣାଣି ଚାଲିଥିବାବେଳେ ଏପରି ଘାେଷଣା କରିଛି କେନ୍ଦ୍ର । ଏଥିନେଇ ଭୋଟର ଲିଷ୍ଟ ମଧ୍ୟ ପ୍ରସ୍ତୁତ…

ଭାରତର ୧୯ ଲକ୍ଷ ଭିଡିଓ ହଟେଇଲା ୟୁ ଟ୍ୟୁବ

ନୂଆଦିଲ୍ଲୀ: ୟୁଟ୍ୟୁବ ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଭାରତର ୧୯ ଲକ୍ଷରୁ ଅଧିକ ଭିଡିଓ ହଟେଇଛି । ସାମ୍ପ୍ରଦାୟିକ ଉତେଜନା ଓ ୟୁଟ୍ୟୁବ ମାନଦଣ୍ଡକୁ ଏହି ଭିଡିଓଗୁଡିକ ଉଲ୍ଲଘଂନ କରିଥିଲା । ଅନ୍ୟ ଦେଶ ତୁଳନାରେ ଭାରତରେ ସର୍ବାଧିକ ଭିଡିଓ ହଟେଇବାକୁ ୟୁ ଟ୍ୟୁବ ବାଧ୍ୟ ହୋଇଛି । ଓଭରାଲ…