Latest Odisha News

BREAKING NEWS

Browsing Category

ଫିଚର

ଭାଇରାଲ ଅଡିଓ ଘଟଣା, ନିଲମ୍ବିତ ହେଲେ ମହିଳା କନେଷ୍ଟବଳ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଫସିଥିବା ଜଣେ ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ମାଗୁଥିବାର ଅଡିଓ ଭାଇରାଲ ହେବା ପରେ ରବିବାର କେନ୍ଦୁଝର ଜିଲ୍ଲାରେ ଜଣେ ମହିଳା ପୋଲିସ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି। କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ପବ୍ଲିକ୍ ପ୍ରସିକ୍ୟୁଟର ଅଫିସରେ କାର୍ଯ୍ୟରତ…

ପୁଣି ମଣିପୁରରେ ଉତ୍ତେଜନା: ଘର ପୋଡ଼ିଲେ, ପୋଲିସର ବନ୍ଧୁକ ଛଡ଼ାଇନେଲେ

ଇମ୍ଫାଲ: ଗତ କିଛି ସପ୍ତାହ ମଧ୍ୟରେ ମଣିପୁରରେ ଟିକିଏ ଶାନ୍ତି ଫେରିଆସିିଥିଲା ପରି ମନେ ହେଉଥିବା ବେଳେ ରବିବାର କିନ୍ତୁ ମଣିପୁରରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି। ରାଜଧାନୀ ଇମ୍ଫାଲର ନ୍ୟୁ ଲାମ୍ବୁଲାନେ ଅଞ୍ଚଳରେ ରବିବାର ଅପରାହ୍ନରେ ହୋଇଥିବା ହିଂସାରେ ଅଜଣା ବ୍ୟକ୍ତିମାନେ ତିନୋଟି ଘରକୁ…

ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ: ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ସୁନା ପୁଅ ତଥା ଜାଭେଲିନ୍ ତାରକା ନୀରଜ ଚୋପ୍ରା ପୁଣି ଥରେ ଭାରତର ଗୈାରବ ବଢ଼ାଇଛନ୍ତି କ୍ରୀଡା କ୍ଷେତ୍ରରେ। ହଙ୍ଗେରୀରେ ଖେଳାଯାଉଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ଜାଭେଲିନ୍ ଥ୍ରୋ ଫାଇନାଲରେ…

ଏମିତି ଗାଁ, ଯେଉଁଠି ପୁରୁଷଙ୍କୁ ଭିନ୍ନ ଭିନ୍ନ ଟ୍ୟୁନ୍‌ରେ ସିଟି ବଜାଇ ଡ଼ାକନ୍ତି ମହିଳା

ମେଘାଳୟ: ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ନାଁରୁ ହିଁ ପରିଚିତ ହୋଇଥାନ୍ତି । ଦୁନିଆର ଯେକୌଣସି ସ୍ଥାନକୁୁ ଯାଆନ୍ତୁ, ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଭିନ୍ନ ନାମ ପାଇବେ । ଏହି ନାମ ହେଉଛି ତାଙ୍କର ପରିଚୟ । ଜନ୍ମ ପରେ ପରିବାର ଲୋକେ ପ୍ରଥମେ ନିଜ ସନ୍ତାନର ନାମ ରଖିଥାନ୍ତି । କିନ୍ତୁ…

ପରପାରିରେ କବି ଜୟନ୍ତ ମହାପାତ୍ର

କଟକ : ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ ଘଟିଛି । ଗତ କଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ନିମୋନିଆରେ ଆକ୍ରାନ୍ତ ହେବା ପରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ୧୯୨୮ ମସିହା ଅକ୍ଟୋବର ମାସ ୨୨ତାରିଖ…

‘ଗଡଜାତ ଗାନ୍ଧୀ’ ସାରଙ୍ଗଧର ଦାସଙ୍କ ନାମରେ ଖୁବଶୀଘ୍ର ଆରମ୍ଭ ହେବ ଡାକ ଟିକଟ: ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ‘ଗଡଜାତ ଗାନ୍ଧୀ’ ପୁଣ୍ୟାତ୍ମା ସାରଙ୍ଗଧର ଦାସଙ୍କ ପବିତ୍ର ଜନ୍ମମାଟି ହରେକୃଷ୍ଣପୁରଠାରେ ‘ମୋ ମାଟି, ମୋ ଦେଶ’ ଅଭିଯାନ ଓ କଳସ ଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା,…

ମହିଳା ଓ ଶିଶୁଙ୍କ ଉପରେ ଯୌନ ଅପରାଧର ତଦନ୍ତ ପାଇଁ ତିନି ଦିନିଆ କର୍ମଶାଳା ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ “ମହିଳା ଏବଂ ଶିଶୁଙ୍କ ଉପରେ ଯୌନ ଅପରାଧର ତଦନ୍ତ ପାଇଁ ଫୋରେନସିକ୍ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର” ସଂକ୍ରାନ୍ତୀୟ ତିନି ଦିନିଆ କର୍ମଶାଳା ଆରମ୍ଭ ହୋଇଯାଇଛି। "ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖା" ଏବଂ "ୟୁନିସେଫ"ର ମିଳିତ…

ସରକାରଙ୍କ ଅଣଦେଖା ନୀତି ଭୋଟ୍ ବର୍ଜନ କରିବାର କାରଣ ସାଜିପାରେ

ରାୟଗଡା: ରାସ୍ତା ମରାମତି ପାଇଁ  ବାରମ୍ବାର କହିଲା ପରେ ନିରାଶ ହୋଇ ଶେଷରେ ପ୍ରଶାସନ ଉପରୁ ଆଶା ଓ ଭରସା ତୁଟିଯିବା ପରେ ବାଧ୍ୟ ହୋଇ ଶ୍ରମଦାନ କରି ଦେଢ଼ କିଲୋମିଟର ରାସ୍ତା ନିର୍ମାଣ କଲେ ଗ୍ରାମ ବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା…

ଭାରତର ଏକ ଅଜବ୍ ଗାଁ’, ଯେଉଁଠି ବିବାହ ପରେ ଝିଅକୁ ବିଧବା ବେଶରେ ବିଦା କରାଯାଏ

ନୂଆଦିଲ୍ଲୀ: ଦୁନିଆର ସବୁ ଝିଅ ନିଜ ବିବାହ ସମୟରେ ସବୁଠୁ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା କରିଥାନ୍ତି । ତାଙ୍କର ସୁନ୍ଦରତାକୁ ନେଇ ଅନେକ ଲୋକ ପ୍ରଶଂସା ମଧ୍ୟ କରିଥା'ନ୍ତି । ବିଶ୍ବର ପ୍ରତ୍ୟେକ ସ୍ଥାନରେ ବିବାହର ରୀତିନୀତି  ଭିନ୍ନ  ଧରଣର ହୋଇଥାଏ ଓ ଯୁଗ ଯୁଗରୁ ରହିଆସିଥିବା ସେହି…

ବାରମ୍ବାର ପରାଜୟକୁ ପାସୋରି ଦେଉଛନ୍ତି ମନମୋହନ: ବିଜେଡି

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଲକ୍ଷରେ ରଖି ରାଜ୍ୟ ରାଜନୀତି ବର୍ତ୍ତମାନ ସରଗରମ ରହିଛି। ଶାସକ ଓ ବିପୋରିତ ଦଳ ଉଭୟ ଉଭୟଙ୍କୁ କରୁଛନ୍ତି ଟାର୍ଗେଟ। ଏହାରି ଭିତରେ ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି ବିଜେପିକୁ ପରାଜୟ ସମ୍ପର୍କରେ ମନେ ପକାଇ ଦେଇଛନ୍ତି। ଲେନିନ୍‍ ମହାନ୍ତି କହିଛନ୍ତି,…