Latest Odisha News

BREAKING NEWS

Browsing Category

ଫିଚର

ବର୍ଷାରେ ବେହାଲ ଟୁଇନ ସିଟି; ଆହୁରି ଦୁଇ ଦିନ ଛେଚିବ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା । ରାଜ୍ୟ କେନ୍ଦ୍ରୀୟାଞ୍ଚଳ ସମେତ ୧୮ଟି ଜିଲ୍ଲାରେ ଆସନ୍ତା ୨ ଦିନ ପାଇଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏମିତି ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ (IMD) । ପାଣିପାଗ ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଟୁଇଟ…

ଟିପିଏସ୍ଓଡିଏଲ୍ ଦ୍ଵାରା ଭଞ୍ଜନଗରରେ ଅଭିଯୋଗ ସମାଧାନ ଫୋରମ୍ ଉଦଘାଟିତ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଭଞ୍ଜନଗରଠାରେ ନୂତନ ଅଭିଯୋଗ ସମାଧାନ ଫୋରମ୍ (ଜିଆରଏଫ୍) ଉଦଘାଟିତ ହୋଇଛି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ଏହାକୁ ଜିଆରଏଫ୍ ଉଦଘାଟନ କରିଛନ୍ତି।…

ପଦାରେ ପଡିଲା ଘର କଳି: ପୁଅକୁ ମନେଇ ପାରିବେ ତ ସୁର ରାଉତରାୟ ?

ଭୁବନେଶ୍ୱର: ଘର କଳି ପଦାରେ ପଡିଲା କି ? ରାଜନୀତି ପାଇଁ  ବାପା-ପୁ୍ଅ ସମ୍ପର୍କ ବିଗିଡି ଯିବ କି ?  କାଲି ପୁଅ ଦେଇଥିଲେ ଗୋଟିଏ ବୟନ ଆଜି ବାପା କରୁଛନ୍ତି ଖଣ୍ଡନ  । ଆମେ କହୁଛୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ତା୍ଙ୍କ ପୁଅ ମନ୍ମଥ ରାଉତରାୟଙ୍କ କଥା । ଗତକାଲି ସୁର ରାଉତରାୟଙ୍କ ପୁଅ…

କରୋନା ଚିକିତ୍ସା ପରେ ବଦଳିଗଲା ଶିଶୁର ଆଖି ରଙ୍ଗ, ନୀଳ ଆଖି ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ !

ନୂଆଦିଲ୍ଲୀ: କରୋନା କାଳରେ ମୃତ୍ୟୁର ତାଣ୍ଡବକୁ ହୁଏତ ଏତେ ସହଜରେ ଭୁଲି ହେବ ନାହିଁ। କିନ୍ତୁ ଆଜିବି ବିଭିନ୍ନ ଦେଶରେ କରୋନା ଭୂତାଣୁ ବ୍ୟାପୁଛି ଏବଂ ଏହାର ଚିକିତ୍ସା ମଧ୍ୟ ଜାରି ରହିଛି। ଏହି ଭୂତାଣୁ ପାଇଁ ଟିକା ଆସିଛି ସତ କିନ୍ତୁ ଅନେକ କ୍ଷେତ୍ରରେ ଟିକା ନେବା ମାତ୍ରେ…

ଡିଏମକେର ଧର୍ମ ରାଜନୀତି: ଉଦୟନିଧିଙ୍କ ପରେ ସାଂସଦ ସନାତନ ଧର୍ମକୁ ନେଇ ଦେଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ:ପୁଣି ଧର୍ମକୁ ନେଇ ଡିଏମକେର ରାଜନୀତି  । ଡିଏମକେ ସରକାରରେ ଥିବା ମନ୍ତ୍ରୀ   ଉଦୟନିଧି ଷ୍ଟାଲିନଙ୍କ ପରେ ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଆଉ ଜଣେ ଡିଏମକେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜା । ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ, ମେଲରିଆ ସହ…

ବିଶେଷ ଅଧିବେଶନରେ ପୁଣି ଚମକାଇବେ ମୋଦି ! ଜାତିଗତ ଜନଗଣନା ପ୍ରସଙ୍ଗରେ ବିରୋଧୀଙ୍କ ପାଇଁ ସଜାଡୁଛନ୍ତି…

ନୂଆଦିଲ୍ଲୀ: ବିଶେଷ ଅଧିବେଶନରେ ଦେଶର ନାଁ ପରିବର୍ତ୍ତନକୁ ନେଇ ବେଶ ହଙ୍ଗାମା କଲେ ବିରୋଧୀ । ତେବେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ପରେ ଏବେ ବିରୋଧୀ ଚୁପ । ନିଜ ଚୋଟରେ ନିଜେ ହାଲିଆ ।  ଏହା ଗୁଜବ ଏବଂ ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ସରକାରଙ୍କର ନାହିଁ ବୋଲି କହିବା ପରେ…

ଆଦିତ୍ୟ L1 ଇସ୍ରୋକୁ ପଠାଇଲା ଚନ୍ଦ୍ର-ପୃଥିବୀର ସ୍ୱତନ୍ତ୍ର ସେଲ୍‌ଫି

ବେଙ୍ଗାଲୁରୁ: ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ L1 ଏହାର ଗନ୍ତବ୍ୟ ସ୍ଥଳକୁ ଗତି କରୁଛି। ଏହି ସମୟରେ, ସୂର୍ଯ୍ୟ-ପୃଥିବୀ L1 ପଏଣ୍ଟକୁ ଯାଉଥିବା ଆଦିତ୍ୟ- L1 ପୃଥିବୀ ଏବଂ ଚନ୍ଦ୍ରର ସେଲଫି ନେଇଛି। ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ତଥା ଇସ୍ରୋ ଦ୍ୱାରା ସୋସିଆଲ୍ ମିଡିଆ…

ଲୋକଙ୍କ ସହ ମିଶି କେନାଲ ଖୋଳିଲେ, ଜବରଦଖଲକାରୀଙ୍କୁ ଖୋଲା ଚାଲେଞ୍ଜ ଦେଲେ ଅପରାଜିତା

ଭୁବନେଶ୍ୱର: କିଛି ଦିନ ତଳେ ଚନ୍ଦକା ନିକଟବର୍ତ୍ତୀ ଭଗତୀପୁର ଓ ଗିରିଙ୍ଗ ପୁଟ୍ଟ ଗ୍ରାମ ପରିଦର୍ଶନରେ ଯାଇ ସେଠାରେ ସାଧାରଣ ଚାଷୀଙ୍କ ଜମି ହଡପ ହୋଇଥିବା ଅଭିଯୋଗ ଆଣିଥିଲେ ସାଂସଦ ଅପରାଜିତା । ଏହି ଗରିବ ଚାଷୀଙ୍କ ଜମକୁ ହଡପ କରି ତାରବାଡ ବୁଲାଇ ରାସ୍ତା ଅବରୋଧ କରିବା ସହ ଜଳସେଚନ ପାଇଁ…

ଏସିସିକୁ କ୍ଷତିପୂରଣ ମାଗିଲା ପିସିବି

କରାଚୀ: ଏସିଆ କପ କ୍ରିକେଟରେ ଭାରତ ଓ ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ସେହିପରି ଭାରତ ଓ ନେପାଳ ମ୍ୟାଚରେ ମଧ୍ୟ ଓଭର କମ କରାଯାଇଥିଲା । ଗୁରୁବାର ପାକିସ୍ତାନ କ୍ରିକେଟ ବୋର୍ଡ ଏସିଆନ କ୍ରିକେଟ କାଉନସିଲକୁ କ୍ଷତିପୂରଣ ମାଗିଛି । ବର୍ଷା ଯୋଗୁ ଟିକେଟ କମ ବିକ୍ରି ହୋଇଛି…

ବିଏମସିର ସ୍ୱତନ୍ତ୍ର ଅଫର: ଆଜି ଇ-ବସ ଓ ଇ-ରିକ୍ସାରେ ମାଗଣା ଯିବେ ଯାତ୍ରୀ

ଭୁବନେଶ୍ୱର:ଆଜି ମାମଣା ଯାତ୍ରା । ମୋ ଇ ବସ ହେଉ ବା ଇ ରିକ୍ସା ହେଉ, ଯେଉଁଥିରେ ଯିବେ ମାଗଣାରେ ଯିବେ । କେଉଁଠି ଦେବାକୁ ପଡିବନି ଫିସ । ଏନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ଏବଂ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ଏପରି ଘୋଷଣା କରାଯାଇଛି । ବିଏମସି ମେୟର…