Latest Odisha News

BREAKING NEWS

Browsing Category

ଫିଚର

ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପରେ ଏବେ ଜଳଖିଆ ବ୍ୟବସ୍ଥା କଲେ ତାମିଲନାଡୁ ସରକାର

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଶୁକ୍ରବାର ଦିନ ରାଜ୍ୟରେ ମାଗଣା ଜଳଖିଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଏକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜଳଖିଆ ଦେଇ ମୁଖ୍ୟମନ୍ତ୍ରୀ…

‘ବିଶ୍ବାସଘାତକଙ୍କୁ ମା ତାରିଣୀ କ୍ଷମା ଦେବେନି’ କହି ପ୍ରଦୀପ ପାଣିଗ୍ରାହୀଙ୍କୁ ପରୋକ୍ଷରେ ସମାଲୋଚନା…

ବ୍ରହ୍ମପୁର: ବିଶ୍ବାସଘାତକଙ୍କୁ ମା ତାରିଣୀ କ୍ଷମା ଦେବେନି। ଗଞ୍ଜାମ ଗସ୍ତରେ ଥିବା ୫-ଟି ସଚିବ ଭି. କେ. ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ କନିସିରେ ଏକ ସାଧାରଣ ସଭାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପରୋକ୍ଷରେ ସମାଲୋଚନା କରିବାକୁ ଯାଇ ଏପରି କହିଛନ୍ତି। ଯାହା ବିଧାୟକ ଓ…

ଏମିତି ଏକ ସର୍ବସାଧାରଣ ଟଏଲେଟ: ଯେଉଁଠି ଲୋକେ ବନାଉଛନ୍ତି ଭିଡ଼ିଓ

ଥାଇଲାଣ୍ଡ: ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଦେଖିଲେ ବି ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । କେତେକ ସେମାନଙ୍କର ଡିଜାଇନ ଏବଂ ଚିତ୍ରକଳା ହେତୁ ସ୍ୱତନ୍ତ୍ର ହୋଇଥାଏ । କିନ୍ତୁ ଏବେ ଥାଇଲାଣ୍ଡର ଏପରି ଏକ ସର୍ବସାଧାରଣ ଟଏଲେଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ…

ସଚିବଙ୍କ ପାଇଁ ମାଳ ମାଳ ସୁରକ୍ଷା ବ୍ୟବସ୍ଥା, ଜନ ପ୍ରତିନିଧି ସୁରକ୍ଷା ମାଗିଲେ ବି ମିଳୁନି: ଗୋପାଳପୁର ବିଧାୟକ

ବ୍ରହ୍ମପୁର: ଜଣେ ଜନ ପ୍ରତିିନିଧିଙ୍କ ସୁରକ୍ଷା ପାଇଁ କୌଣସି ସୁରକ୍ଷା ଅଧିକାରୀ ନିୟୋଜିତ ଥିବା ବେଳେ ଜଣେ ସଚିବଙ୍କ ପାଇଁ ୪ ହଜାର ପୋଲିସ ଜଗିବା କେତେଦୂର ଠିକ। ଆଜି ପ୍ରେସମିଟ୍ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏହା କହିଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ…

ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତରୁ ଫେରି ଇସ୍ରୋ ଆଇଏସଟ୍ରାକ୍ ପରିଦର୍ଶନ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୬ ତାରିଖ ସକାଳ ପ୍ରାୟ ୭:୧୫ ରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ (ଆଇଏସଟ୍ରାକ୍) ପରିଦର୍ଶନ କରିବେ। ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତରୁ ଫେରିବା ପରେ ସେ ତୁରନ୍ତ ବେଙ୍ଗାଲୁରୁରେ ପହଞ୍ଚିବେ।…

ଅନୁଗୋଳ ବାଜି ରାଉତ ଛାତ୍ରାବାସର ଉନ୍ନତିକରଣ ନିମନ୍ତେ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କର ସ୍ମୃତି ବହନ କରୁଥିବା ଅନୁଗୋଳସ୍ଥିତ ବାଜିରାଉତ ଛାତ୍ରାବାସର ଉନ୍ନତିକରଣ ସଂପର୍କରେ ଏକ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ…

ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ୭୪ ଜଣଙ୍କୁ ପଦକ ପ୍ରଦାନ କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟ ପୋଲିସ୍‌ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା, କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ସାହସିକତା ପଦକ ପ୍ରଦାନ କରାଯାଇଛି।…

ଏସିଆନ ଗେମ୍ସରେ ଏଥର ଅଂଶଗ୍ରହଣ କରିବେ ୬୩୪ ଜଣିଆ ଭାରତୀୟ ଟିମ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତ ୬୩୪ଜଣିଆ ଟିମ ଏଥର ଅଂଶଗ୍ରହଣ କରିବେ । ଶୁକ୍ରବାର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ଅଲିମ୍ପିକ ଆସୋସିଏଶନ ୮୫୦ ଆଥଲେଟଙ୍କ ନାମ ସୁପାରିଶ କରିଥିଲା…

ତେଲ କଡ଼େଇରେ ସିଡି ପକାଇ ଛାଣିଲେ ମହିଳା, ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଅନେକ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି, ଯେଉଁଥିରେ ଜଣେ ମହିଳା ଗରମ ତେଲ କଡ଼େଇରେ ପୁରୁଣା ସିଡ଼ି ଛାଣି ନିଜର ଦକ୍ଷତା ଦେଖାଇଛନ୍ତି । ଏହାକୁ ଦେଖି ଲୋକେ ଚକିତ…

ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହା ଝାରସୁଗୁଡା…