Latest Odisha News

BREAKING NEWS

Browsing Category

ଫିଚର

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: କେତେବେଳେ ବାନ୍ଧିବେ ରାକ୍ଷୀ,ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର ରକ୍ଷା ବନ୍ଧନ । ଭାଇ ହାତରେ ରାଖି ବାନ୍ଧିବେ ଭଉଣୀ । ରାଖି ବାନ୍ଧିବାର ଶୁଭ ମୁହୂର୍ତ୍ତକୁ ନେଇ ପୂର୍ବରୁ ଦ୍ୱନ୍ଦ୍ୱ ଲାଗିଥିବାବେଳେ ଦିନ ୧୧ଟା ୨୨ ପରେ ରାଖି ବାନ୍ଧିବେ ବୋଲି ଜ୍ୟୋତିଷ ବିଷାରଦମାନେ କହିଛନ୍ତି । ଶାସ୍ତ୍ରବିଦଙ୍କ କହିବା ଅନୁଯାୟୀ, ଆଜି ଦିନ…

ଭାରତର ଟ୍ରାଫିକରେ ଫସିବେ କି ଆମେରିକା ରାଷ୍ଟ୍ରପତି ? ଜି-୨୦ରେ ବାଇଡେନଙ୍କ କାରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତରେ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ ।ହୋଇଛି ବ୍ୟାପକ ବ୍ୟବସ୍ଥା । ବିଶ୍ୱର ବଡବଡ ହସ୍ତୀ ଏହି ସମ୍ମିଳନୀରେ ଯୋଗ ଦେବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସମେତ ବହୁ ରାଷ୍ଟ୍ରମୁଖ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । …

ଏଣିକି ବିଦେଶ ଉପରେ ନିର୍ଭର କରିବନି ଭାରତ; ବଜ୍ରପାତ ସୂଚନା ଦେବ ନିଜସ୍ୱ ସାଟେଲାଇଟ

ଭୁବନେଶ୍ୱର:ଏଣିକି ବଜ୍ରପାତ ସୂଚନା ଦେବ ନିଜସ୍ୱ ସାଟେଲାଇଟ । ଆଉ ଲୋଡ଼ା ପଡିବନି ବିଦେଶୀ ସାଟେଲାଇଟର ତଥ୍ୟ । ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଲାଗି ପଡିଛି ଇସ୍ରୋ । ଇନସାଟ-୪ ସାଟେଲାଇଟରେ ଇସ୍ରୋ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଖଞ୍ଜିବାକୁ ଯୋଜନା ରହିଛି । ଭାରତୀୟ ପାଣିପାଗ…

ଚଳିତ ବର୍ଷ ରକ୍ଷାବନ୍ଧନ ପାଳନ କରିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ରକ୍ଷାବନ୍ଧନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟ କାମରେ ବ୍ୟସ୍ତ ଥିବାରୁ ସେ ଆଜି ରକ୍ଷା ବନ୍ଧନ ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ମଙ୍ଗଳବାର…

ପ୍ରେସମିଟ୍ ପୂର୍ବରୁ ହାତ ଗୋଡ ବାନ୍ଧି ପ୍ରଫୁଲ୍ଲ ସାମନ୍ତରାଙ୍କୁ ନେଇଗଲେ, ପୋଲିସ ଗୁଣ୍ଡା ସାଜିଥିବା ଅଭିଯୋଗ

ରାୟଗଡ଼ା: ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ କରାଯାଇଥିବା ବେଳେ ରାୟଗଡ଼ାରୁ ଏକ ବଲେରୋ ଯୋଗେ ତାଙ୍କୁ ବ୍ରହ୍ମପୁର ବାସଭବନରେ ନେଇ ଛାଡିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।। ମଙ୍ଗଳବାର ସ୍ଥାନୀୟ ହୋଟେଲ୍ ସ୍ବାଗତ ନିକଟରୁ ତାଙ୍କୁ ୩ ରୁ ୪ ଜଣ ହାତ ବାନ୍ଧି ମୁହଁରେ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଳନ କଳା ୧୫ତମ ପ୍ରତିଷ୍ଠା ଦିବସ

କୋରାପୁଟ: ଲାଣ୍ଡିଗୁଡା କ୍ୟାମ୍ପସରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାରସ୍ୱତ ଅତିଥି ଭାବେ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର…

ଗ୍ଯାସ ଦର କମିଲା: କ’ଣ କହୁଛନ୍ତି ଗୃହିଣୀ, ନେତା ଓ ଅର୍ଥ ବିଶାରଦ?

ଭୁବନେଶ୍ୱର: ଆଗକୁ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ସହିତ ସାଧାରଣ ନିର୍ବାଚନ ରହିଛି। ଏହାପୂର୍ବରୁ କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ ଏଲପିଜି ସବସିଡି ଘୋଷଣା କରିଛି। ଯଦିଓ ଏହାକୁ ରାକ୍ଷୀ ଉପହାର ବୋଲି କେନ୍ଦ୍ର ସରକାର କହିଛନ୍ତି କିନ୍ତୁ ଏହାଦ୍ୱାରା ହାଣ୍ଡିଶାଳ ବୁଝୁଥିବା ଗୃହିଣୀ…

ମହିଳାଙ୍କୁ ଅପମାନ କରିବା ତାଙ୍କ ଶାଳୀନତାକୁ କ୍ଷୁର୍ଣ୍ଣ କରିବ ନାହିଁ ଯଦି ଯୌନ ଇଙ୍ଗିତ ହୋଇନଥିବ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ମହିଳାଙ୍କୁ ଅପମାନିତ କରିବା କିମ୍ବା ତାଙ୍କ ପ୍ରତି ଅସଭ୍ୟ ବ୍ୟବହାର କରିବା ତାଙ୍କ ଶାଳୀନତାକୁ କ୍ଷୁର୍ଣ୍ଣ କରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି। ଯଦି ବ୍ୟବହାର କରାଯାଇଥିବା ଶବ୍ଦ ଯୌନ ଇଙ୍ଗିତ ଦେଉ ନ ଥାଏ କିମ୍ବା ତାଙ୍କୁ ଅପମାନିତ କରିବା ପାଇଁ ଉଦ୍ଦିଷ୍ଟ ନ…

ମୋବାଇଲ ଚୋରି କଲା ମାଛ: କ୍ୟାମେରାରେ କଏଦ

ଏବେ ପିଲାଠାରୁ ବୁଢାଯାଏ ସମସ୍ତଙ୍କ ଭିତରେ ମୋବାଇଲ ମାନିଆ । ହାତରେ ମୋବାଇଲଟିଏ ପଡ଼ିଲେ ସମସ୍ତେ ଏହାର ଭରପୂର ମଜା ନିଅନ୍ତି । କିନ୍ତୁ ମାଛ ଭିତରେ ବି ମୋବାଇଲ ମାନିଆ ରହିଛି, ଏକଥା କ୍ୱଚିତ୍ ଜାଣନ୍ତି । ଆଖିକୁ ବିଶ୍ୱାସ ହେଉ ନ ଥିବା ଏମିତି ଏକ ଘଟଣା ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।…

ଠକେଇ ଅଭିଯୋଗ, ତିନି ଜଣଙ୍କୁ ବିହାରରୁ ଗିରଫ କଲା କୋରାପୁଟ ପୋଲିସ

କୋରାପୁଟ: ଅନଲାଇନ୍ ଠକେଇ କରି ନିରୀହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ କୋରାପୁଟର ଏକ ପୁଲିସ ଟିମ୍ ବିହାରରୁ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବିହାରର ନାବଡା ଜିଲ୍ଲା ଚକବାଇ ଗ୍ରାମର ଭୋଳା ପ୍ରସାଦ(୪୬), ଗୌରବ କୁମାର(୨୩) ଓ ବିକାଶ କୁମାର(୨୩)।…