Latest Odisha News

BREAKING NEWS

Browsing Category

ଫିଚର

ପୂର୍ବ ପ୍ରେମିକ ଘର ଆଗରେ ବିଷ ପିଇ ଝିଅର ଆତ୍ମହତ୍ୟା, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗଙ୍ଗପୁର ଥାନା ଅନ୍ତର୍ଗତ ଏକ ଗାଁରେ ଶନିବାର ପୂର୍ବ ପ୍ରେମିକଙ୍କ ଘର ସମ୍ମୁଖରେ ବିଷ ପିଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ, ମୃତକ ଜଣକ ମୁଜାଗଡା ଗ୍ରାମର ହୋଇଥିବା ବେଳେ ସେ ନିକଟସ୍ଥ ଗଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବାରପୁରରେ ଥିବା…

ଗୁଣାତ୍ମକ ଓ ବିଶ୍ୱସନୀୟ ଶକ୍ତିର ଉପଲବ୍ଧତା ପ୍ରତ୍ୟେକ ନାଗରିକର ଅପରିହାର୍ଯ୍ୟ ଅଧିକାର: ନବୀନ

ଭୁବନେଶ୍ୱର: ରାଜ୍ୟର ଶକ୍ତି ଭିତ୍ତିଭୂମି କମ୍ପାନୀ ଓଡ଼ିଶା ପାଓ୍ୱାର ଟ୍ରାନ୍ସମିସନ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ)ରେ ଶନିବାର ମୋଟ ୪୧୨ ଜଣ କର୍ମଚାରୀ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୧ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟର, ୫୪ ଜଣ ଅଫିସ ଆସିଷ୍ଟାଣ୍ଟ ଏବଂ ୧୯୭ ଜଣ ଇଲେକ୍ଟ୍ରିକାଲ…

ଚନ୍ଦ୍ରଠାରୁ ୨୫ କିଲୋମିଟର ଦୂରରେ ଭାରତର ଚନ୍ଦ୍ରଯାନ, ଦ୍ବିତୀୟ ଡିବୋଷ୍ଟିଂ ଅପରେସନ ସଫଳ

ବେଙ୍ଗାଲୁରୁ: ଭାରତର ମିଶନ ଚନ୍ଦ୍ରଯାନ -୩ ଚନ୍ଦ୍ରର ଅତି ନିକଟତର ହୋଇଛି। ଇସ୍ରୋ ସଫଳତାର ସହିତ ଦ୍ୱିତୀୟ ଏବଂ ଶେଷ ଡିବୋଷ୍ଟିଂ ଅପରେସନ୍ ସମାପ୍ତ କରିଛି। ଏହି ଅପରେସନ୍ ପରେ ଚନ୍ଦ୍ରଯାନ -୩ ର ଚନ୍ଦ୍ରଠାରୁ ଦୂରତା ଆହୁରି କମିଛି। ଲ୍ୟାଣ୍ଡର୍ ମଡ୍ୟୁଲ୍ ବର୍ତ୍ତମାନ ୨୫ କିଲୋମିଟର x ୧୩୪…

ମନ୍ତ୍ରୀଠୁ ତହସିଲଦାର ସରକାରୀ କାମ ପାଇଁ ଭଡ଼ାରେ ନେଇ ପାରିବେ ଘରୋଇ ଗାଡ଼ି, ଧାର୍ଯ୍ୟ ହେଲା ପଇସା

ଭୁବନେଶ୍ୱର: ମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ଅଧିକାରୀଙ୍କ ଦ୍ୱାରା ଭଡାରେ ନିଆଯାଇଥିବା ଗାଡ଼ି ବ୍ୟବହାର ଉପରେ କଡ଼ାକଡ଼ି କଟକଣା ଜାରି କରାଯାଇଛି। ବିଭାଗର ସଚିବମାନେ, ଜିଲ୍ଲାପାଳ ଓ ଜିଲ୍ଲା ବିଚାରପତି, ସରକାରୀ କାମରେ ବ୍ୟବହୃତ ହେଉଥିବା ଘରୋଇ ଗାଡ଼ିର ଭଡ଼ା ଓ ମାଇଲେଜକୁ ନେଇ ଅର୍ଥ ବିଭାଗ ପକ୍ଷରୁ…

ଅଗଷ୍ଟ ସୁଦ୍ଧା କଂଗ୍ରେସକୁ ଫେରିବେ ଗମାଙ୍ଗ ପରିବାର!

ଭୁବନେଶ୍ୱର: ବରିଷ୍ଠ ଆଦିବାସୀ ନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ତାଙ୍କ ପରିବାର ସଦସ୍ୟଙ୍କ ସହ ଚଳିତ ମାସ ଶେଷ ସୁଦ୍ଧା କଂଗ୍ରେସକୁ ଫେରିପାରନ୍ତି। ଗମାଙ୍ଗ, ତାଙ୍କ ପତ୍ନୀ ହେମାବତୀ ଏବଂ ପୁଅ ଶିଶିର ହାଇଦ୍ରାବାଦରେ ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ଯୋଗ ଦେବାର…

କୁନି ଝିଅ ସମସ୍ୟା ଜଣାଉଥିବା ବେଳେ ହସୁଥିଲେ ମନ୍ତ୍ରୀ, ସମାଲୋଚନା କଲେ ବିଜେଡି ନେତା

ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଦଶମନ୍ତପୁର ଅଞ୍ଚଳବାସୀଙ୍କ ସମସ୍ୟାକୁ ଅଗଷ୍ଟ 15 ତାରିଖ ସ୍ୱାଧୀନତା ଦିବସ ପାଳନ ଅବସରରେ ଅଭିନୟ ମାଧ୍ୟମରେ ଏକ ନିଆରା ଢଙ୍ଗରେ ଉପସ୍ଥାପନ କରିଥିଲେ ଜଣେ କୁନି ଝିଅ। ତାଙ୍କର ଏହି କୁଶଳୀ ଉପସ୍ଥାପନା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଡୁରାଣ୍ଡ କପ ଫୁଟବଲ: ଓଡିଶା ବିଦା

ଭୁବନେଶ୍ୱର: କୋକ୍ରାଝରର ସାଇ ଷ୍ଟାଡିୟମରେ ଅନୁଷ୍ଠିତ ଡୁରାଣ୍ଡ କପ ଫୁଟବଲରେ ଶନିବାର ଓଡିଶାର ଅଭିଯାନ ଶେଷ ହୋଇଛି । ନକଆଉଟ ପର୍ଯ୍ୟାୟ ପ୍ରବେଶ ଆଶା ଉଜ୍ଜୀବୀତ ରଖିବା ପାଇଁ ଓଡିଶାକୁ ଏହି ମ୍ୟାଚରେ ବିଜୟ ଜରୁରୀ ଥିଲା । ତେବେ ଓଡିଶା ନୈରାଶ୍ୟଜନକ ପ୍ରଦର୍ଶନ କରି ଆସାମର ବୋଡୋଲାଣ୍ଡ ଏଫସି…

ସଡକ ଦୁର୍ଘଟଣାରେ ୯ ଯବାନ ଶହୀଦ

ଲଦାଖ: ଲଦାଖରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଭାରତର ୯ଜଣ ଯବାନ ଶହୀଦ ହୋଇଥିବା ଖବର ହସ୍ତଗତ ହୋଇଛି । ସୈନିକମାନେ ଗାଡିରେ ଲେହରୁ କ୍ୟାରୀ ଆଡକୁ ଯାଉଥିଲେ । ସେନାକୁ ନେଇ ଯାଉଥିବା ଗାଡଟି ଭାରସମ୍ୟ ହରାଇ ପାହଡ ତଳକୁ ଖସି ପଡିଥିଲା । ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରେ…

ଦିନିକିଆ ବିଶ୍ୱକପ କ୍ରିକେଟ: ଉନ୍ମୋଚିତ ହେଲା ମାସ୍କଟ

ନୂଆଦିଲ୍ଲୀ: ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ୫ ଅକ୍ଟୋବର ୧୯ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ । ଏଥିପାଇଁ ଶନିବାର ଏହାର ମାସ୍କଟ ଉନ୍ମୋଚନ କରାଯାଇଛି । ୧୯ ବର୍ଷରୁ କମ ବିଶ୍ୱକପରେ ଭାରତକୁ ବିଜୟୀ କରାଇଥିବା ୟଶ ଢ଼ୁଲ ଏବଂ ଶେଫାଳୀ ବର୍ମା ମିଳିତ ଭାବେ ଏହାକୁ ଉନ୍ମୋଚନ କରିଥିଲେ । ଏହା…

ଫିଫା ମହିଳା ବିଶ୍ୱକପ : ସ୍ୱୀଡେନକୁ ବ୍ରୋଞ୍ଜ

ମେଲବୋର୍ଣ୍ଣ: ଚଳିତ ମହିଳା ବିଶ୍ୱକପ ଫୁଟବଲ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ଶନିବାର ସ୍ୱୀଡେନ ବ୍ରୋଞ୍ଜ ପଦକ ହାସଲ କରିଛି । ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମୁକାବିଲାରେ ସ୍ୱୀଡେନ ୨-୦ ଗୋଲରେ ଆୟୋଜକ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଫ୍ରେଡଲିନା ରୋଲଫଙ୍କ ଗୋଲ…