Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟ ପାଳିଛି ୭୭ତମ ସ୍ଵାଧୀନତା ଦିବସ: ତ୍ରିରଙ୍ଗାମୟ ହୋଇଉଠିଛି ପ୍ରତ୍ୟେକ ସ୍ଥାନ

ଭୁବନେଶ୍ଵର: ଆଜି ୭୭ତମ ସ୍ଵାଧୀନତା ଦିବସ । ସେଥିପାଇଁ ସଜେଇ ହୋଇଛୀ ପୁରପଲ୍ଲୀ । ଦେଶର କୋଣ ଅନୁକୋଣରେ ଉଡିଛି ଜାତିୟ ପତାକା । ତ୍ରିରଙ୍ଗାମୟ ହୋଇଉଠିଛି ପ୍ରତ୍ୟେକ ସ୍ଥାନ । ରାଜ୍ୟର ସବୁ ଗଳିକନ୍ଦିରେ ଶୁଭିଛି ଭାରତ ମାତାର ଅମୃତ ଗାନ । ଭୁବନେଶ୍ଵରର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି…

ଆଇରନ ବଟିକା ଖାଇ ୮ ଛାତ୍ରଛାତ୍ରୀ ଗୁରୁତର

ମୟୂରଭଞ୍ଜ: ବିଦ୍ୟାଳୟରେ ଦିଆଯାଇଥିଲା ଆଇରନ ବଟିକା। ଏହି ଆଇରନ ବଟିକା ଖାଇ ବିଦ୍ୟାଳୟର ୮ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ସାରବସା ପ୍ରାଥମିକ ବିଦ୍ୟାଳୟରେ। ସୂଚନା ଅନୁସାରେ ବିଦ୍ୟାଳୟରେ ସୋମବାର ଦିନ ଛାତ୍ରଛାତ୍ରୀମାନଙ୍କୁ…

ସ୍ୱାଧୀନତା ଦିବସରେ ପ୍ୟାରେଡ ବେଳେ ନକଲି ଯବାନ ଅଟକ

ପୁରୀ: କଡା ସୁରକ୍ଷା ଭିତରେ ରାଜ୍ୟରେ ସ୍ୱାଧୀନତା ଦିବସ ପାଳିତ ହେଉଥିବା ବେଳେ ପୁରୀ ଜିଲ୍ଲାରେ ନକଲି ଯବାନ ଧରା ପଡ଼ିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଆଜି ପୁରୀରେ ପ୍ଯାରେଡ ଚାଲିଥିବା ବେଳେ ଜମେ ନକଲି ଯବାନ ଚିହ୍ନଟ ହୋଇଛନ୍ତି। ଏହାପରେ ତାଙ୍କୁ ପୋଲିସ ପ୍ରଶାସନ ନିଜ…

ମଧ୍ୟମ ବର୍ଗଙ୍କ ପାଇଁ ନୂଆ ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ; ବିଶ୍ୱକର୍ମା ଜୟନ୍ତୀରୁ ହେବ କାର୍ଯ୍ୟକାରୀ

ନୂଆଦିଲ୍ଲୀ:ଆଜି ସାରା ଦେଶ ପାଳୁଛି ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟମବର୍ଗଙ୍କ ପାଇଁ ଆଉ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି ।  ଏହି ଯୋଜନାରେ ବଣିଆ, ତନ୍ତୀ, ବାରିକ ପରି କାମ କରୁଥିବା ବର୍ଗର ଲୋକଙ୍କ ପାଇଁ ନୂଆ ଯୋଜନାର ଷୋଷଣା କରିଛନ୍ତି ।…

ବିଶ୍ୱଗୁରୁ ହେବାକୁ ହେଲେ କେବଳ ଅଭିଭାଷଣ ଦେଲେ ଚଳିବନି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଅଭିଭାଷଣରେ କହିଛନ୍ତି ଯେ ଭାଷଣ ଦେଇ ନୁହେଁ ବରଂ ଭଲ ଶିକ୍ଷା ଦେଇ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ କଲେ ଦେଶ ବିଶ୍ୱରେ ଅଗ୍ରଣୀ ହେବ। କେଜ୍ରିୱାଲ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ…

ଅଭିଭାଷଣରେ ଦେଶବାସୀଙ୍କୁ ବାରମ୍ବାର ‘ପରିବାରଜନ’ ବୋଲି କହି ସମ୍ବୋଧିତ କରିଥିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରକୁ ସମ୍ବୋଧିତ କରି 'ପରିବାର ସଦସ୍ୟ'  ଶବ୍ଦର ବ୍ୟବହାର ବାରମ୍ବାର କରିଥିଲେ। ଆଜି ୭୭ ତମ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍ କିଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିଥିଲେ।…

ଭାରତର ଏହି ସବୁ ଟେକ ଆବିଷ୍କାରକୁ ବିଶ୍ୱ ବି ମାନୁଛି

ନୂଆଦିଲ୍ଲୀ: ସ୍ୱାଧୀନତା ପରଠାରୁ ଭାରତର ଦ୍ରୁତ ବିକାଶ ହେବାରେ ଲାଗିଛି । ବିଭିନ୍ନ କ୍ଷେତ୍ରରେ ଭାରତୀୟମାନେ ସେମାନଙ୍କ ଦକ୍ଷତା ପ୍ରତିପାଦିତ କରିଛନ୍ତି । ବିଶ୍ୱଗୁରୁ ଦୌଡରେ ଭାରତ ଆଗେଇ ଚାଲିଛି । ସ୍ୱାଧୀନତା ଦିବସ ଅବସରରେ ଆସନ୍ତୁ ଜାଣିବା ଏପରି କେତେକ ଟେକ ଆବିଷ୍କାର ଯାହାକି ଭାରତର ମାନ…

ନିର୍ବାଚନରେ କେଉଁ ପ୍ରସଙ୍ଗରେ ଭୋଟ୍ ମାଗିବ ବିଜେଡି, ରାଜ୍ୟ ସରକାରଙ୍କ ବିଜ୍ଞାପନ ଦେଲା ବଡ଼ ବାର୍ତ୍ତା!

ଭୁବନେଶ୍ୱର: ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ବଢୁଥିବା ଘନିଷ୍ଠତାକୁ ନେଇ ଚର୍ଚ୍ଚା ଚାଲିଛି। ଯଦି ସମ୍ପର୍କର ଦୂରତା କମୁଛି ତାହେଲେ ଆଗାମୀ ଦିନରେ କାହାକୁ ମୁଦ୍ଦା କରି ନବୀନ ସରକାର ଭୋଟ୍ ମାଗିବେ ସେ ନେଇ ବିିଭିନ୍ନ ଆଲୋଚନା ହେଉଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ବେଳକୁ ରାଜ୍ୟରେ…

ରେକର୍ଡ ଭାଙ୍ଗିଲା ୱାଇଲ୍ଡ କାର୍ଡ ଏଣ୍ଟ୍ରି, ଏଲଭିଶ ଯାଦବ ବିଗ୍‌ବସ ଓଟିଟି-୨ର ବିଜେତା

ମୁମ୍ବାଇ: ବହୁ ଚର୍ଚ୍ଚିତ ସୋ ‘ବିଗ୍‌ ବସ୍‌ ଓଟିଟି-୨’ଏହାର ବିଜେତା ଘୋଷଣା କରିଛି। ପ୍ରଥମ ଥର ପାଇଁ ‘ବିଗ୍‌ ବସ୍‌’ ରେକର୍ଡ ଭାଙ୍ଗିଛି ୱାଇଲ୍ଡ କାର୍ଡ ଏଣ୍ଟ୍ରି। ସୋ’ର ବିଜେତା ହୋଇଛନ୍ତି ୱାଇଲ୍ଡ କାର୍ଡରେ ଏଣ୍ଟ୍ରି କରିଥିବା ଏଲଭିଶ ଯାଦବ। ଏଲଭିଶ ଯାଦବ ବିଗ୍‌ ବସ୍ ଟ୍ରଫି ସହିତ ୨୫ ଲକ୍ଷ…

ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଦିଲ୍ଲୀ ଯାଇ ମୋଦୀଙ୍କୁ ଭେଟିବେ ନବୀନ!

ଭୁବନେଶ୍ୱର: ସାଧାରଣ ନିର୍ବାଚନ ବେଳେ ବିଜେଡି ଓ ବିଜେପି ମଧ୍ୟରେ ଆଗାମୀ ଦିନରେ ମେଣ୍ଟ ହେବାର ସମ୍ଭାବନା ରହିଛି । ଏହାକୁ ନେଇ ଦୁଇ ଦଳ ଯଦିଓ ଖାରଜ କରୁଛନ୍ତି କିନ୍ତୁ ଦୁଇ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ଭେଟଘାଟ ଏହି ଚର୍ଚ୍ଚାର ଧୂଆଁକୁ ଆହୁରି କୁହୁଳାଇବାକୁ ଖୋରାକ ଯୋଗାଉଛି। ରାଜ୍ୟ…