Latest Odisha News

BREAKING NEWS

Browsing Category

ଫିଚର

ରେଳ ଧାରଣାରେ ହାତୀ ଆସୁଥିଲେ ବାଜିବ ଆଲାରାମ, କମିଯିବ ଟ୍ରେନର ବେଗ

ଭୁବନେଶ୍ୱର: ଟ୍ରେନ ଧକ୍କାରେ ଆଉ ମରିବେନି ହାତୀ । ହାତୀ ମୃତ୍ୟୁକୁ ଏଡାଇବା ପାଇଁ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ହାତୀ ଅନୁପ୍ରବେଶ ପଥ ଚିହ୍ନଟ ପାଇଁ ରେଳଧାରଣାର ଆଇଡିଏସ  ବା ଇଣ୍ଟ୍ରୁଜନ ଡିଟେକ୍ସନ ସିଷ୍ଟମ । ଟ୍ରେନ ଧକ୍କାରେ  ହାତୀ ମୃତ୍ୟୁ ଏକ ଚିନ୍ତାଜନକ ସମସ୍ୟା ହୋଇଥିବାବେଳେ…

ଆସୁଛି ଗଣେଶ ପୂଜା, ଚାନ୍ଦା ଆଦାୟ ଓ ଠାକୁରଙ୍କ ମୂର୍ତ୍ତି ବିକୃତ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ଆଗକୁ ଆସୁଛି ଗଣେଶ ପୂଜା । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‌‌ ପୁଲିସ ତା’ର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗଣେଶଙ୍କ ମୂର୍ତ୍ତି ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହିତ ଚାନ୍ଦା ଓ ବଟି ଆଦାୟ ନେଇ ନୋ’ ଟଲେରାନ୍ସ ନୀତି ଆପଣାଇବାକୁ ସ୍ଥିର କରାଯାଇଛି ।…

ଆନ୍ଧ୍ର କବଜାରେ ଓଡିଶାର ୫ଜଣ ମତ୍ସ୍ୟଜୀବୀ

ଛତ୍ରପୁର: ଆନ୍ଧ୍ର ମତ୍ସ୍ୟଜୀବୀଙ୍କ କବଜାରେ ଓଡିଶାର ୫ ମତ୍ସଜୀବୀ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସମସ୍ତ ମତ୍ସ୍ୟଜୀବୀ ଗଞ୍ଜାମ ଜିଲ୍ଲା ସାନ ଆର୍ଯ୍ୟପଲ୍ଲୀର ବୋଲି ସୂଚନା ମିଳିଛି । ୧୯ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ସମୁଦ୍ରକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ…

ସହି ପାରିଲେନି ପୁଅର ଦେହାନ୍ତ: ସହିଦ ପୁଅକୁ ଝୁରି ଝୁରି ଚାଲିଗଲେ ମା

ଆନନ୍ଦପୁର: ପ୍ରଥମେ ସ୍ୱାମୀ ଓ ପରେ ପରେ ଦୁଇ ପୁଅଙ୍କୁ ହରାଇବା ପରେ ଏକ ମାତ୍ର ସାହାଭରସା ସାଜିଥିଲା ସାନପୁଅ । ହେଲେ ଦଇବ ସାଜିଲା ଦାଉ । ଯାହାର ମୁହଁକୁ ଚାହିଁ ଦିନ କାଟୁଥିଲା ମା’ ଆଜି ସେ ପୁଅ ଆଉ ଗୋଟେ ମା ପାଇଁ ସହିଦ ହେଇଗଲା । ଏବେ ଆଉ କାହା ମୁହଁକୁ ଅନେଇ ଦିନ କାଟିଥାନ୍ତେ ମା’ ।…

ମହିଳାଙ୍କୁ ମୃତ ଭାବି କବର ଦେଇଦେଲେ ଲୋକେ, ୧୧ ଦିନ ପରେ ହେଲେ ଉଦ୍ଧାର

ବ୍ରାଜିଲ୍‌: ଜୀବନ୍ତ ମହିଳାଙ୍କୁ କବର ଦେଇଦେଲେ ଲୋକେ । ଦିନେ କି ଦୁଇ ଦିନ ନୁହେଁ ୧୧ ଦିନ  ଧରି ସେ କଫିନ ଭିତରେ ଜୀବିତ ଥିଲେ । କଫିନ ଭିତରୁ ବାହାରକୁ ବାହାରିବା ପାଇଁ ସେ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇ୍‌ଥିଲେ । ଶେଷରେ ତାଙ୍କର କାନ୍ଦ ଶୁଣି ଲୋକମାନେ ତାଙ୍କୁ ୧୧ଦିନ ପରେ କବର…

ଆଇପିଏଲର ଗତ ସଂସ୍କରଣରେ ବିସିସିଆଇ ଆୟ କରିଛି ୨୪୦୦ କୋଟି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗତ ବର୍ଷ ଆଇପିଏଲ ଆୟୋଜନ ମାଧ୍ୟମରେ ୨୪୦୦ କୋଟି ଟଙ୍କା ଆୟ କରିଛି । ବିସିସିଆଇ ୱେବସାଇଟରେ ୫ ବର୍ଷର ବାର୍ଷିକ ରିପୋର୍ଟ ଜାରୀ କରାଯାଇଛି । ୨୦୧୭ରୁ୨୨ ମଧ୍ୟରେ ବିସିସିଆଇ ୨୨ ହଜାର କୋଟି ଟଙ୍କା ଆୟ କରିଛି । ୨୦୨୨ ଆଇପିଏଲରେ ଓଭରାଲ ୬ ହଜାର…

୩୨ ବର୍ଷ ପରେ ପୁନର୍ବାର ଏକତ୍ର ଅଭିନୟ କରିବେ ଅମିତାଭ, ରଜନୀକାନ୍ତ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଜେଲର ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ୮ଦିନରେ ଏହା ସାରା ବିଶ୍ୱରେ ୪୦୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଛି । କେତେକ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦୀର୍ଘ ୩୨ ବର୍ଷ ପରେ ଅମିତାଭ ବଚ୍ଚନ ଓ ରଜନୀକାନ୍ତ ଏକତ୍ର ଅଭିନୟ…

କିଶୋରଙ୍କ ସ୍ୱପ୍ନ ସାକାରରେ ଏଥର ଅନ୍ତରାୟ ହେବନି ଭିସା

ଭୁବନେଶ୍ୱର: ପ୍ରଥମ ଓଡିଆ ଆଥଲେଟ ଭାବେ କିଶୋର ଜେନା ବିଶ୍ୱ ଆଥଲେଟିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ମନରେ ଅନେକ ସ୍ୱପ୍ନ ସଜାଡିଥିଲେ । ମାତ୍ର ହଠାତ ଏହି ଆଶା ଭାଙ୍ଗିବା ଆଶଙ୍କା ସୃଷ୍ଟି କରିଥିଲା । ହଙ୍ଗେରୀର ଏମାସରେ ୧୯ରୁ ଆରମ୍ଭ ହେବ ଏହି ଚାମ୍ପିୟନଶିପ । ତାଙ୍କୁ ପ୍ରଦାନ କରାଯାଇଥିବା…

ଛତିଶଗଡରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପିରୁ ଲଢ଼ିବେ ବଘେଲ

ଭୁବନେଶ୍ୱର: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏକ ବଡ଼ ଗେମ ଖେଳିଛି। ଛତିଶଗଡ଼ରେ କଂଗ୍ରେସ ଶାସନରେ ଥିବାବେଳେ କ୍ଷମତା ବଜାୟ ରଖିବାକୁ ଦଳ ଉଦ୍ୟମକୁ ଜୋରଦାର କରିଛି। ଦଳ ଭିତରେ ଥିବା ଅନ୍ତଃକନ୍ଦଳକୁ ମ୍ୟାନେଜ କରିବା ପାଇଁ ଟି ଏସ ସିଂଦେଓଙ୍କୁ ଶେଷ ପର୍ଯ୍ୟାୟରେ…

ପ୍ରେମିକଙ୍କ ନାଁ ଟାଟୁ କରିଥିଲେ ଯୁବତୀ, ବ୍ରେକ୍‌ଅପ୍ ପରେ ଟାଟୁକୁ ଏମିତି କଲେ ବିଗିଡ଼ିଗଲା ସ୍ୱାସ୍ଥ୍ୟ

ଆଜିକାଲିକା ଜୀବନଶୈଳୀରେ ଦେହରେ ଟାଟୁ କରିବା ଏକ ସାଧାରଣ କଥା । ଆଉ ଯିଏ ପ୍ରେମ କରୁଛି ସ୍ୱଭାବିକ ଭାବେ ନିଜ ପ୍ରିୟ ମଣିଷର ନାଁ ଶରୀରରେ ଟାଟୁରେ ଉତ୍ତାରିଥାଏ । ପ୍ରେମରେ ଯଦି ବ୍ରେକ୍‌ଅପ୍ ହୁଏ ତେବେ ଏହା ଅନେକଙ୍କୁୁ ବ୍ୟଥିତ କରିଥାଏ । ଏମିତି ଏକ ଘଟଣା ଘଟିଛି, ଯେଉଁଠି ବ୍ରେକ୍‌ଅପ ପରେ…