Latest Odisha News

BREAKING NEWS

Browsing Category

ଫିଚର

ଆଇନ୍‌ରେ ପରିଣତ ହେଲା ଦିଲ୍ଲୀ ସେବା ବିଲ୍‌, ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିବାଦୀୟ ଦିଲ୍ଲୀ ସେବା ବିଲକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ଏବେ ଏକ ଆଇନରେ ପରିଣତ ହୋଇଛି। ଏନେଇ ଅଧିସୂଚନା ଜାରି କଲା କେନ୍ଦ୍ର ସରକାର। ବର୍ତ୍ତମାନ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସରକାର ଅଧିନିୟମ ୨୦୨୩ କୁ ଲାଗୁ କରିବା ପାଇଁ ଏକ ନୋଟିଫିକେସନ୍…

ଡାକ୍ତରଖାନାରେ ମିଳିଲାନି ଷ୍ଟ୍ରେଚର; ସ୍ତ୍ରୀଙ୍କୁ କାନ୍ଧରେ ବୋହି ନେଲେ ବୃଦ୍ଧ ସ୍ୱାମୀ

ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଅଭାବନୀୟ ଘଟଣା l ମିଳିଲାନି ଷ୍ଟ୍ରେଚର କି ହୁଇଲଚେୟାର ।  କାନ୍ଧରେ ଅସୁସ୍ଥ ସ୍ତ୍ରୀକୁ ବୋହିନେଲେ ସ୍ଵାମୀ । ଅସୁସ୍ଥ ବୃଦ୍ଧା ଜଣକ ହେଲେ ମଧ୍ୟପ୍ରଦେଶ ର ୬୫ବର୍ଷୀୟା କାଲାବାଇ l ବୃଦ୍ଧାଜଣକୁ ତାଙ୍କ ସ୍ୱାମୀ କାନ୍ଧରେ ବୋହି ନେଉଥିବା ଦୃଶ୍ୟ ଏବେ…

ତଦନ୍ତରେ ଉତ୍କର୍ଷତା ପାଇଁ ୪ ଓଡ଼ିଆ ପୋଲିସ ଅଧିକାରୀ ପାଇବେ ‘କେନ୍ଦ୍ର ଗୃହମନ୍ତ୍ରୀ ପଦକ’

ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକ ଘୋଷଣା। କେନ୍ଦ୍ର ଗୃହମନ୍ତ୍ରୀ ମେଡାଲ-୨୦୨୩ ପାଇଁ ଦେଶର ୧୪୦ ପୋଲିସ ଅଧିକାରୀ ମନୋନୀତ ହୋଇଛନ୍ତି। ସେଥିମଧ୍ୟରେ ରହିଛନ୍ତି ୪ ଓଡ଼ିଆ ପୋଲିସ ଅଧିକାରୀ। ଦୁଇ ଜଣ ଡିଏସପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କୁ ମିଳିବ ଏହି ପଦକ।…

ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ, ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ

ପୁରୀ: ପୁଣି ପୁରୀରେ ଅପରାଧୀଙ୍କ ଚାଲିଛି ଆତଙ୍କ ରାଜ। ଶୁକ୍ରବାର ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କଲେ କିଛି ଦୁର୍ବୃତ୍ତ। ଆକ୍ରମଣରେ ନୂଆପାଟଣା ଲେନର ସନ୍ତୋଷ କୁମାର ରାଉତ ଗୁରୁତର ଭାବେ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ…

ଗୁଗଲର ଆଲର୍ଟ ମେସେଜ୍; ଅପଡେଟ୍‌ ନକଲେ ଡି-ଆକ୍ଟିଭ ହୋଇଯିବ ଜିମେଲ୍ ଆକାଉଣ୍ଟ

ନୂଆଦିଲ୍ଲୀ: ଗୁଗଲ ପକ୍ଷରୁ ଆସିଲା ଆଲର୍ଟ ମେସେଜ୍। ଏଣିକି ଜିମେଲ୍ ଆକାଉଣ୍ଟ ଅପଡେଟ୍‌ ନକଲେ ହୋଇଯିବ ଡି-ଆକ୍ଟିଭ। କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଏମରଜେନ୍ସି ରେସପୋନ୍ସ ଟିମ୍‌ (ସିଇଆରଟି) ଗୁଗଲର ଏହି ଆଲର୍ଟ…

ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଏନକାଉଣ୍ଟର; ଜଣେ ସିଆରପିଏଫ୍ ଯବାନ ସହିଦ, ୧୧ଟି ମାଓବାଦୀ ବଙ୍କର ଚିହ୍ନଟ

ଝାଡ଼ଖଣ୍ଡ: ରାଜ୍ୟର ପଶ୍ଚିମ ସିଂହଭୂମି ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀ ମଧ୍ୟ ଏନକାଉଣ୍ଟର। ଉକ୍ତ ଏନକାଉଣ୍ଟରରେ ଜଣେ ସିଆରପିଏଫ୍ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ରାଜ୍ୟ ରାଜଧାନୀ ରାଞ୍ଚିଠାରୁ ପ୍ରାୟ…

ଅଭିନେତ୍ରୀ ଜୟା ପ୍ରଦାଙ୍କୁ ୬ ମାସ ଜେଲ୍ , ଗଣିବେ ୫ହଜାର ଟଙ୍କାର ଜୋରିମାନା

ମୁମ୍ବାଇ:  ବଲିଉଡ ଅଭିନେତ୍ରୀ ତାଥା ପୂର୍ବତନ ସାଂସଦ ଜୟା ପ୍ରଦାଙ୍କୁ ୬ମାସର ଜେଲ୍ ଦଣ୍ଡାଦେଶ । ଅଭିନେତ୍ରୀଙ୍କ ସହ ତାଙ୍କର ବିଜନେସ ପାର୍ଟନର ରାମ କୁମାର ଓ ରାଜା ବାବୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଜୟାଙ୍କୁ ଜେଲ୍ ଦଣ୍ଡାଦେଶ ସହ ୫ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗିଛି । ଚେନ୍ନାଇର…

ସ୍ବାଧୀନତା ଦିବସରେ ଦିଲ୍ଲୀରେ ଆତଙ୍କୀ ହମଲା ଷଡଯନ୍ତ୍ର: କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ପାଖେଇ ଆସୁଛି ସ୍ବାଧୀନତା ଦିବସ  । ଏଥିପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଲଗାତାର ଭାବେ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଲାଲକିଲ୍ଲାକୁ ପୁରା ଘେରାବନ୍ଦୀ କରାଯାଇଛି  । ଏହାରି ମଧ୍ୟରେ ଗୁଇନ୍ଦା ଏଜେନ୍ସିକୁ ଆତଙ୍କୀ ହମଲା…

ରୁଦ୍ରପ୍ରୟାଗରେ ଭୂ-ସ୍ଖଳନ: ୫ ଶ୍ରଦ୍ଧାଳୁ ମୃତ

ଡେରାଡୁନ୍; ଉତ୍ତରାଖଣ୍ଡରେ ବଡ ଧରଣର ଦୁ୍ର୍ଘଟଣା । ରୁଦ୍ରପ୍ରୟାଗ ଚୌକି ଫାଟା ଅନ୍ତର୍ଗତ ତରସାଲୀ ନିକଟରେ ଭୂ-ସ୍ଖଳନ ହୋଇଛି । ଭୂ-ସ୍ଖଳନ କାରଣରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଶ୍ରଦ୍ଧାଳୁମାନେ ଗୁଜୁରାଟର ବୋଲି ଜଣାପଡିଛି । କେଦାରନାଥ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସୂଚନା…

ପୁରୀ ଜିଲ୍ଲାରେ ୪ ମେଗା ପାନୀୟ ଜଳ ପ୍ରକଳ୍ପ: କ୍ୟାବିନେଟରେ ମଂଜୁର ହେଲା ୬୩୯ କୋଟି ୧୬ ଲକ୍ଷ

ପୁରୀ: ଜଳ ଜୀବନ ଯୋଜନାରେ ପୁରୀ ଜିଲ୍ଲାରେ ତିଆରି ହେବ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ | ଏହି ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ ୬୩୯ କୋଟି ୧୬ ଲକ୍ଷ ଟଙ୍କା ମଂଜୁର କରିଛନ୍ତି  । ଏହି ପ୍ରକଳ୍ପକୁ ଗତକାଲି କ୍ୟାବିନେଟରେ ମିଳିଛି ମଞ୍ଜୁରୀ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୁରୀ…