Latest Odisha News

BREAKING NEWS

Browsing Category

ଫିଚର

ଦେଶରେ ୫୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଭାରତରେ ୫୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂକ୍ୟା ୧,୪୭୫ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ଏଯାବତ ୫,୩୧,୯୨୬ ବୋଲି ସକାଳ ୮ଟାରେ ଅପଡେଟ୍ ହୋଇଥିବା…

ସ୍କୁଲ ପାଖ ନାଳରେ ବୁଡ଼ି ଛାତ୍ର ମୃତ; ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଗ୍ରାମବାସୀଙ୍କ ବିରୋଧ

ନୂଆପଡା: ବୋଡେନ ବ୍ଲକ ବୁଢ଼ାପଡା ଅପଗ୍ରେଡ ହାଇସ୍କୁଲରେ ଅଭାବନୀୟ ଘଟଣା। ସ୍କୁଲ ପାଖ ନାଳରେ ବୁଡ଼ି ୩ୟ ଶ୍ରେଣୀ ଛାତ୍ର ମୃତ। ମଧ୍ୟାହ୍ନ ଭୋଜନ ପରେ ନାଳକୁ ଗାଧୋଇବା ପାଇଁ ଯାଇ ବୁଡ଼ି ଯାଇଥିଲେ ଛାତ୍ର। ଘଟଣାକୁ ନେଇ ସ୍କୁଲରେ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। ସେପଟେ…

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ‘ସମ୍ବିଧାନ ସମ୍ମତ’ ବୋଲି ଘୋଷଣା କରିବାକୁ ଆବେଦନ ଖାରଜ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ସମ୍ବିଧାନ ସମ୍ମତ ବୋଲି ଘୋଷଣା କରିବା ପାଇଁ ହୋଇଥିବା ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ…

ଚନ୍ଦନପୁରରେ ଆତଙ୍କ: ଦୋକାନରେ ପଶି ମହିଳାଙ୍କୁ ହାଣିଦେଲେ ଦୁର୍ବୃତ୍ତ

ପୁରୀ:  ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ଭାଇଲିପୁର ରୁଆ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ କିଛି ଦୁର୍ବୁତ୍ତ  ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସସ୍ମିତା ବରାଳ। ସସ୍ମିତାଙ୍କର ଏକ ଦୋକାନ ଅଛି । ସେ ଆଜି…

ଶ୍ରୀମନ୍ଦିର ସୁରକ୍ଷିତ ଅଛି, ମରାମତି କାମ ମଧ୍ୟ ଠିକଭାବେ ଚାଲିଛି- ଆଶ୍ୱସ୍ତି ପ୍ରକାଶ କଲେ ଏଏସଆଇ ଅଧିକାରୀ

ପୁରୀ:ଶ୍ରୀମନ୍ଦିର ସୁରକ୍ଷିତ ଅଛି । ସମସ୍ତ ମରାମତି କାମ ମଧ୍ୟ ଠିକଭାବେ ଚାଲିଛି । କାମ ନେଇ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ଏଏସଆଇ ଅଧିକାରୀ ।ଶ୍ରୀମନ୍ଦିର ନାଟମଣ୍ଡପ ଦୁର୍ବଳତାକୁ ନେଇ ଅମିକଶ କ୍ୱରୀଙ୍କ ସତ୍ୟପାଠ ହାଇକୋର୍ଟରେ ଦାଖଲ ପରେ ଆଜି ଶ୍ରୀମନ୍ଦିର ଯାଞ୍ଚ କରାଯାଇଛି ।  ଶ୍ରୀମନ୍ଦିର…

ରାଜ୍ୟରେ ଫସଲ ବୀମା ପଞ୍ଜିକରଣ ୨୩.୫୦ ଲକ୍ଷକୁ ବୃଦ୍ଧି

ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫ୍‍ବିୱାଇ) ଅନ୍ତର୍ଗତ ପଞ୍ଜିକରଣ ପୂର୍ବ ବର୍ଷଗୁଡିକରେ ପ୍ରାୟ ୧୦/୧୧ ଲକ୍ଷ ହୋଉଥିବା ବେଳେ ଚଳିତବର୍ଷ ଖରିଫରେ ଏହା ୨୩.୫୦ ଲକ୍ଷକୁ ଟପି ଯାଇଛି। ୨୦୧୬ ଖରିଫ ଠାରୁ ରାଜ୍ୟରେ ପିଏମଏଫ୍‍ବିୱାଇ କାର୍ଯ୍ୟ କରୁଛି। ଏହି ଯୋଜନା ବୀମା…

କୁନିପୁଅକୁ ସ୍କୁଲରେ ଛାଡିବାକୁ ଯାଉଥିଲେ; ଅଧାବାଟରେ ଚାଲିଗଲା ମା’ଙ୍କ ଜୀବନ

କୁଜଙ୍ଗ:କୁନି ପୁଅ ସ୍କୁଲ ଯିବ । ବାପା-ମା’ ପୁଅକୁ ନେଇ ସ୍କୁଲରେ ଛାଡିବା ପାଇଁ ତତ୍ପର ଥିଲେ । ଏକାଠି ଯାଇଥିଲେ ପୁଅକୁ ଛାଡିବା ପାଇଁ । ହେଲେ  ପୁଅକୁ ସ୍କୁଲରେ ଛାଡି ଯାଇଥିବା ମା’ ଯେ ଏମିତି ଦୁନିଆ ଛାଡି ଚାଲିଯିବେ କିଏ ଜାଣିଥିଲା ? କଟକ-ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଏକ…

ବିମାନବନ୍ଦରରେ ସାଂସଦଙ୍କୁ ସୁବିଧା ସୁଯୋଗ ନମିଳିବା ଅଭିଯୋଗରେ ଇଣ୍ଡିଗୋକୁ ସମନ

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସର ଏମଡି ରାହୁଲ ଭାଟିଆଙ୍କୁ ସମନ। ଲୋକସଭାର ପ୍ରିଭିଲେଜ କମିଟି ଭାଟିଆଙ୍କୁ ସମନ ପଠାଇ ଅଗଷ୍ଟ ୩୦ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ପ୍ରୋଟୋକଲ ଅନୁଯାୟୀ ବିମାନବନ୍ଦରରେ ଭଲ ସୁବିଧା ଏବଂ ସୁଯୋଗ ମିଳୁ ନାହିଁ।…

ଆମେରିକାରେ ଶିଶୁପୁତ୍ର ସହ ଭାରତୀୟ ଦମ୍ପତିଙ୍କ ଶବ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ

ନ୍ୟୁୟର୍କ:ଆମେରିକାରର ମେରିଲାଣ୍ଡ ରାଜ୍ୟରେ ରହୁଥିବା ଭାରତୀୟ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାପା-ମା’ଙ୍କ ସହ ୬ ବର୍ଷର ଶିଶୁପୁତ୍ରର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ପରିବାରର ତିନି ସଦସ୍ୟ ଏକାଠି ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ତଥ୍ୟ ଅନୁଯାୟୀ ତିନି…

‘ଇଣ୍ଡିଆ’ ବୈଠକରେ ସାମିଲ ହେବ ଆପ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆ (I.N.D.I.A)ର ବୈଠକରେ ଆମ୍ ଆଦମୀ ପାର୍ଟି ଅଂଶଗ୍ରହଣ କରିବ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଶ୍ଚିତ କରିଛନ୍ତି। ଏହି ବୈଠକ ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବର ମୁମ୍ବାଇରେ ଅନୁଷ୍ଠିତ ହେବ।…