Latest Odisha News

BREAKING NEWS

Browsing Category

ଫିଚର

ସିନସିନାଟି ମାଷ୍ଟର୍ସ ଟେନିସ: ଜିତିବା ପରେ ଟି ଶର୍ଟ ଚିରିଲେ ଜୋକୋଭିଜ, କାନ୍ଦିଲେ ଆଲକାରାଜ

ନୂଆଦିଲ୍ଲୀ:ସିନସିନାଟି ମାଷ୍ଟର୍ସ ଟେନିସ ଟାଇଟଲ ବିଶ୍ୱର ୨ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଜ ଜିତିଛନ୍ତି । ଫାଇନାଲରେ ସେ ବିଶ୍ୱର ଏକ ନମ୍ବର ଖେଳାଳି ସ୍ପେନର କାର୍ଲୋସ ଆଲକାରାଜଙ୍କୁ ୫-୭, ୭-୬ ଓ ୭-୬ ସେଟରେ ପରାସ୍ତ କରିଥିଲେ । ଏଥିସହ ଜୋକୋଭିଚ ୱିମ୍ବେଲଡନ ଟେନିସ ପରାଜୟର ମଧୁର…

ଏଆଇସିସି ଓଡ଼ିଶାକୁ ଫୋକସ କରୁନାହିଁ, ସିଡବ୍ଲ୍ୟସି ତାଲିକାକୁ ନେଇ ରାଜ୍ୟରେ ନେତାଙ୍କ ଅସନ୍ତୋଷ

ଭୁବନେଶ୍ୱର: କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଓଡିଶାର ଦଳୀୟ ନେତାଙ୍କ ନାଁ ନାହିଁ। କେବଳ ଭକ୍ତ ଚରଣ ଦାସଙ୍କ ନାମ ରହିଛି ବିହାରର ପ୍ରଭାରୀ ଭାବେ। ଗତକାଲି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏହି ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଦେଖାଦେଇଛି।…

ତେଜୁଛି ନାମ ବଦଳ ରାଜନୀତି: ନେହରୁଙ୍କ ପରେ ପଡ଼ିଲା ଅଟଳଙ୍କ ପାଳି

ପାଟନା: ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ମାହୋଲ ସେତେସେତେ ସରଗରମ ହୋଇ ପଡୁଛି ।  କେତେବେଳେ  ଦଳ ବଳଦ  ତ କେତେବେଳେ ନାମ ବଦଳ । କିଛି ଦିନ ତଳେ ନେହରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀକୁ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ସୋସାଇଟି…

ମାଲିକାନା ବଦଳିବା ପରେ ଏନଡିଟିଭି ଖୋଲିଲା ପ୍ରଥମ ଆଞ୍ଚଳିକ ନ୍ୟୁଜ ଚ୍ୟାନେଲ, ଆଗକୁ ଏହି ସବୁ ରାଜ୍ୟରେ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ଦ୍ବାରା ପରିଚାଳିତ ଏନଡି ଟିଭି ଆଜି ନିଜର ପ୍ରଥମ ଆଞ୍ଚଳିକ ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ ଆରମ୍ଭ କରିଛି। ଏନଡିଟିଭି ମଧ୍ୟପ୍ରଦେଶ ଓ ଛତିଶଗଡ ନାମରେ ନାମିତ ହୋଇଛି ଏହି ଆଞ୍ଚଳିକ ନ୍ୟୁଜ ଚ୍ୟାନେଲ। ଏନଡିଟିଭି ମାଲିକାନା ହାତେଇବା ପୂର୍ବରୁ ଆଲୋଚନା ହେଉଥିଲା ଯେ…

ଆଠ ବର୍ଷ ପରେ ଭିଜିଲାନ୍ସ ହାତରେ ନିଲମ୍ବିତ ବିଡିଓ, କ’ଣ ଥିଲା ମାମଲା ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ଭୁବନେଶ୍ୱର: କୋରାପୁଟସ୍ଥିତ ନାରାୟଣପାଟଣାର ପୂର୍ବତନ ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ) ରମେଶ ଚନ୍ଦ୍ର ସାହୁଙ୍କୁ ସୋମବାର ଦିଲ୍ଲୀରେ ଭିଜିଲାନ୍ସ ବିଭାଗ ଗିରଫ କରିଛି। ସାତୋଟି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ସହ ସାହୁ ଆଠ ବର୍ଷ ଧରି ଆଇନଗତ ପ୍ରକ୍ରିୟାକୁ ଏଡାଇବାକୁ ଯାଇ ଫେରାର ଥିଲେ।…

ରାମ ମନ୍ଦିର ଗର୍ଭଗୃହରେ କେବେ ବିରାଜମାନ କରିବେ ପ୍ରଭୁ ରାମଲଲା? ସାମ୍ନାକୁ ଆସିିଲା ତାରିଖ

ଅଯୋଧ୍ୟା:ରାମଲଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ରାମଲଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କେବେ ହେବ ସେ ନେଇ ତାରିଖ ଘୋଷଣା କରାଯାଇଛି । ଆଉ ମାତ୍ର ମାସ କେଇଟା ପରେ ଏକ ଭବ୍ୟ ଆୟୋଜନ କରାଯିବ ଏବଂ ରାମ ମନ୍ଦିରରେ ରାମଲଲା ବିରାଜମାନ କରିବେ ।…

ପୁଲୱାମାରେ ଏନକାଉଣ୍ଟର; ଟପ ଲସ୍କର କମାଣ୍ଡର ସମେତ ୨ ଆତଙ୍କୀ ନିପାତ

ଶ୍ରୀନଗର:ଜମ୍ମୁକଶ୍ମୀରର ପୁଲୱାମା ଜିଲ୍ଲାରେ ରବିବାର ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ । ୨ ମୃତ ଆତଙ୍କୀଙ୍କ ମଧ୍ୟରେ ଅଛନ୍ତି ଜଣେ ଲସ୍କର-ଏ-ତୋଏବାର ଟପ କମାଣ୍ଡର ଅଛନ୍ତି । ଜମ୍ମୁକଶ୍ମୀରର ପୁଲୱାମ ଜିଲ୍ଲାରେ ରବିବାର ଏହି…

କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଓଡ଼ିଶାରୁ କେହି ନାହାନ୍ତି, ପ୍ରଭାରୀ ତାଲିକାରେ ଭକ୍ତ ଦାସ

ଭୁବନେଶ୍ୱର: ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସଙ୍ଗଠନକୁ ମଜଭୁତ କରିବା ପାଇଁ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ଏକ ନୂଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଗଠନ କରାଯାଇଛି। 39 ଜଣ ସିଡବ୍ଲୁସି ସଦସ୍ୟଙ୍କ ତାଲିକାରେ ଓଡ଼ିଶାରୁ…

ଯାଜପୁର: ବୋମାମାଡ଼ରେ ୬ ଆହତ, ଜଣେ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ରତ୍ନାଗରେ ବୋମା ମାଡ଼। ୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରବିବାରକୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୋଟିଏ ଗୋଷ୍ଠୀର ସଦସ୍ୟମାନେ ବୋମାମାଡ଼ କରି…

ଆସନ୍ତୁ ଜାଣିବା ଗଦର ୨ ସଫଳତା ପରେ ସନୀ କେଉଁ ଫିଲ୍ମ ସାଇନ କରିଛନ୍ତି

ମୁମ୍ବାଇ: ଗଦର ୨ର ଅଦ୍ଭୁତପୂର୍ବ ସଫଳତା ପରେ ସନୀ ଦେଓଲଙ୍କୁ ଅନେକ ଫିଲ୍ମ ଅଫର ହେଉଥିବା ବିଭିନ୍ନ ୱେବସାଇଟରେ ଖବର ପ୍ରକାଶ ପାଉଛି । ପ୍ରଥମେ ବର୍ଡର ୨ ଓ ଏବେ ମା ତୁଝେ ସଲାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ମା ତୁଝେ ସଲାମର ସିକ୍ୱେଲ ଫଟୋ ମଧ୍ୟ ପ୍ରକାଶ ପାଇଛି । ଅବଶ୍ୟ ଏଥିରେ…