Latest Odisha News

BREAKING NEWS

Browsing Category

ଫିଚର

ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ସ୍କୁଲ ପ୍ରବେଶ ମନା, ହିନ୍ଦୁ ଓ ମୁସଲମାନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ତେଜନା

ଅଗରତାଲା: ପୁଣି ହିଜାବକୁ ନେଇ ହିନ୍ଦୁ ଓ ମୁସଲମାନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦେଖାଦେଇଛି ବିଭାଜନ। ଶୁକ୍ରବାର ତ୍ରିପୁରାର କୋରୋଇମୁରା ଉଚ୍ଚ ମାଧ୍ୟମିକ ସ୍କୁଲରେ ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀମାନଙ୍କୁ ପ୍ରବେଶ ଅନୁମତି ନ ମିଳିବାରୁ ଆରମ୍ଭ ହୋଇଥିଲା ଉତ୍ତେଜନା। ହିଜାବ ପିନ୍ଧିଥିବା…

୩୧ ରେ ଇଣ୍ଡିଆ ମେଣ୍ଟର ବୈଠକ, ମୁମ୍ବାଇରେ ଏକାଠି ହେବେ ଦଳ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୨୬ଟି ବିରୋଧୀ ମେଣ୍ଟ ଇଣ୍ଡିଆ ଜୋରଦାର ପ୍ରସ୍ତୁତ ଚଳାଇଛି। ଆଗକୁ ରଣନୀତି ପ୍ରସ୍ତୁତ କରିବାକୁ ମହାରାଷ୍ଟ୍ରର ମୁମ୍ବାଇରେ 'ଇଣ୍ଡିଆ'ର ତୃତୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବୈଠକଟି ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ରେ ଅନୁଷ୍ଠିତ ହେବ।…

ଆଜି ବିଶ୍ଵ ବନ୍ଧୁତ୍ଵ ଦିବସ: ଜାଣନ୍ତୁ ବନ୍ଧୁତା ଦିବସର ଇତିହାସ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତ୍ୱ କୁହାଯାଏ । ବନ୍ଧୁତାରେ ନଥାଏ ଆବିଳତା । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡ଼ା ହୋଇଥାଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ । ଏହି…

ଅମୃତ ଭାରତ ଯୋଜନା; ଆଜି ୫୦୮ ଷ୍ଟେସନର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିବେ ମୋଦୀ

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶରେ ୫୦୮ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଏହି ସବୁ ଷ୍ଟେସନର ପୁନର୍ବିକାଶ ହେବ। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶା ଏବଂ ପୂର୍ବତଟ ରେଳପଥରେ ୫୭ ଷ୍ଟେସନର ପୁନଃ ବିକାଶ…

ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ୍; ୩ ମୃତ, ୨୪ ଆହତ

ରାଞ୍ଚି: ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ୍। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ରହିଛି। ଝାଡ଼ଖଣ୍ଡ ଗିରିଡିହ ଜିଲ୍ଲା ବରାକର୍ ନଦୀରେ ଯାତ୍ରୀବାହୀ ବସ୍ ଖସିଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।…

ରଜୌରୀ ଏନ୍‌କାଉଣ୍ଟର; ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ରଜୌରୀ ଜିଲ୍ଲା ଖାୱାସ୍ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ। ଏପର୍ଯ୍ୟନ୍ତ ଆତଙ୍କବାଦୀର ପରିଚୟ ସ୍ପଷ୍ଟ ହୋଇପାରିନାହିଁ। ଅନ୍ୟପଟେ ଖାୱାସ୍ ଅଞ୍ଚଳରେ ଜୋରଦାର ଚାଲିଛି ସର୍ଚ୍ଚ…

୧୨ ବର୍ଷ ପୁରୁଣା ମାମଲାରେ ଦୁଇ ବର୍ଷ ପାଇଁ ଦଣ୍ଡିତ ବିଜେପି ସାଂସଦ, ହରାଇବେ ପଦ!

ଲକ୍ଷ୍ନୌ: ଉତ୍ତରପ୍ରଦେଶରର ବିଜେପି ସାଂସଦ ରାମ ଶଙ୍କର କୋଠରିଆ ଆଗ୍ରା କୋର୍ଟରେ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସାଂସଦ-ବିଧାୟକ କୋର୍ଟରେ ସେ ଧାରା ୧୪୭ ଏବଂ ୩୨୩ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଜେପି ସାଂସଦ ଗଣ୍ଡଗୋଳ କରି ସାକେଟ ମଲରେ ଥିବା ଟୋରେଣ୍ଟ କମ୍ପାନୀର…

ଦୁଇ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଇଞ୍ଜିନିୟର ଗିରଫ

ନୟାଗଡ: ଭୁବନେଶ୍ୱରରେ ଜଣେ ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ସଫ୍ଟଓ୍ୱୟାର ଇଞ୍ଜିନିୟରଙ୍କୁ ଗିରଫ କରିଛି ସାଇବର ପୋଲିସ। ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ରଥଗଡାସାହିର ସିଦ୍ଧାର୍ଥ ପାଣିଗ୍ରାହୀ ଓରଫ ସାଗର କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରୁଛନ୍ତି।…

ପଞ୍ଚାୟତରୁ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଦୁର୍ନୀତି ବିରୋଧରେ ଜନ ଆନ୍ଦୋଳନ ପାଇଁ ଶାହ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟର ପ୍ରତ୍ୟେକ ବୁଥ୍ ସଂଗଠନକୁ ସଶକ୍ତ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ କରିବା ସହ ଗୁରୁମନ୍ତ୍ର ଦେଇଛନ୍ତି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀ…

ହାଟେଲ ଭିତରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର: ଦୀପାଳି ନାମକ ବାର ତଥା ହୋଟେଲର ଏକ ରୁମରୁ ଶନିବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଭଦ୍ରକ ଜିଲ୍ଲା କୁଆବାଗ ଗାଁର ଶୁଭଲକ୍ଷ୍ମୀ ସାହୁ। ଶୁକ୍ରବାର ଭୋର୍ ୩ଟା ୨୦ରେ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏହି ହୋଟେଲରେ ଶୁଭଲକ୍ଷ୍ମୀ ସାହୁ ପ୍ରବେଶ…