Latest Odisha News

BREAKING NEWS

Browsing Category

ଫିଚର

୧୪ ମାସ ପରେ ପଣ୍ଡା ପାର୍କ ବସ୍ତି ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ନିଳାଦ୍ରୀବିହାର ପଣ୍ଡା ପାର୍କ ନିକଟ ବସ୍ତିରେ ଘଟିଥିବା ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ କମିଶନରେଟ୍ ପୋଲିସ ଗିରଫ କରିଛି। ସେ ପାଖାପାଖି ୧୪ ମାସ ଧରି ଫେରାର ରହିବା ପରେ ପୋଲିସ କାବୁ କରିବାରେ ସଫଳ ହୋଇଛି ବୋଲି ଜୋନ୍-୬ ଏସିପି ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି।…

ସଙ୍କାଟପନ୍ନ ଅବସ୍ଥାରେ ଅଛି ନାଟମଣ୍ଡପ ଓ ଜଗମୋହନ, ଆମିକସ କ୍ୟୁରିଙ୍କ ରିପୋର୍ଟ ବଢ଼ାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଏନ୍ କେ ମହାନ୍ତି, ରାଜ୍ୟର ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)କୁ ଚେତାବନୀ ଦେଇଛନ୍ତି ଯେ ନାଟ ମଣ୍ଡପ ଓ ଜଗମୋହନ ସଙ୍କଟାପନ୍ନ ଅବସ୍ଥାରେ ରହିଛି ଏବଂ…

ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ବୁଧବାର, ୧୬ ଅଗଷ୍ଟ, ୨୦୨୩ ଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ପୁରୀ ଓ ଭୁବନେଶ୍ୱର ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି ସନ୍ଧ୍ୟାରେ ଭୁବନେଶ୍ୱର…

ରାଜଧାନୀ ଉପକଣ୍ଠରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଭରତପୁର ପୁଲିସ ସୀମା ଅନ୍ତର୍ଗତ ଖଣ୍ଡଗିରି ବରୀ ଅଞ୍ଚଳରୁ ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତକଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ତାଙ୍କ ସାନ ପୁଅ ଓ ବୋହୂଙ୍କ ସହ ଖଣ୍ଡଗିରି ବରୀ…

ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଉଦଘାଟନ ପରେ ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ କରାଯାଇଥିଲା । ଏହି ଉଦଘାଟନ ସମୟରେ ସଂସଦୀୟ ବ୍ୟାପାର ଓ…

ଦୁନିଆର ସବୁଠୁ ଛୋଟ ହ୍ୟାଣ୍ଡବ୍ୟାଗ୍‌, ବିକ୍ରି ହେଲା ୫୧.୬ ଲକ୍ଷରେ

ନ୍ୟୁୟର୍କ: ସାଧାରଣତଃ ପ୍ରତ୍ୟେକ ମହିଳା ହ୍ୟାଣ୍ଡବ୍ୟାଗ୍ ଧରିବାକୁ ପସନ୍ଦ କରିଥାନ୍ତି । କାରଣ ମହିଳାମାନେ ତା ଭିତରେ ମେକ୍‌ଅପ୍ ସାମଗ୍ରୀଠୁ ଆରମ୍ଭ କରି ଯେତେ ସବୁ ଆବଶ୍ୟକୀୟ ଜିନିଷ ରଖିଥାନ୍ତି । ସେଥିଲାଗି ସେମାନେ ବିଭିନ୍ନ ଦାମୀ କମ୍ପାନୀର ବ୍ୟାଗ୍ ଧରିଥାନ୍ତି । କିନ୍ତୁ ଏବେ ଏକ…

ଯୁଦ୍ଧରେ ଦୁଇ ଗୋଡ କଟିଲା, ଚାକିରି ବି ଗଲା, ଏବେ କିନ୍ତୁ ପାଲଟିଗଲେ ସୁପରଷ୍ଟାର

ୟୁକ୍ରେନ: ଏହା ଭିତରେ ଋଷ-ୟୁକ୍ରେନ ଯୁଦ୍ଧ ଦେଢ ବର୍ଷ ଟପିଲାଣି । ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି । ଋଷ ତୁଳନାରେ ୟୁକ୍ରେନ ଦେଶ ଯୁଦ୍ଧରେ ଅଧିକ କ୍ଷତି ସହିଲାଣି । ୟୁକ୍ରେନର ସଂଖ୍ୟାଧିକ ଲୋକ ଦେଶ ଛାଡ଼ି ପଳାଇ ଯାଇଥିବା ବେଳେ ମୋଟାମୋଟି ଭାବେ ୟୁକ୍ରେନରେ ଏବେ କେବଳ ଯୁଦ୍ଧ…

ଗାଁର ପରିଚୟ ଦେବାକୁ ସଙ୍କୋଚ ମନେ କରନ୍ତି ଲୋକେ, କାରଣ ଜାଣନ୍ତୁ

ସ୍ୱଡ଼େନ୍‌: ଯିଏ ଯେତେ ବଡ଼ ସହରରେ ରହୁ ନା କାହିଁକି , ନିଜ ଭିଟାମାଟିକୁ ସବୁବେଳେ ମନେ ପକାଇଥାନ୍ତି । ଗାଁର ପାଣିପବନ, ପରିବେଶ, ଚାଲିଚଳନ,ସଂସ୍କୃତି, ପରମ୍ପରା ପ୍ରାୟ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ସମସ୍ତେ ନିଜ ନିଜ ଗାଁକୁ ନେଇ ଗର୍ବ କରିଥାନ୍ତି । କିନ୍ତୁ ସ୍ୱିଡେନରେ ଏମିତି ଏକ ଗାଁ ଅଛି,…

ମାଙ୍କଡ଼କୁ ଘାରିଛି ଫୋନ ନିଶା : ମଣିଷ ପରି ଚଲାଉଛି ସ୍ମାର୍ଟଫୋନ

କୁହାଯାଏ ମାଙ୍କଡମାନେ ହେଉଛନ୍ତି ମଣିଷଙ୍କ ପୂର୍ବଜ । ସେଥିଲାଗି ମଣିଷ ଏବଂ ମାଙ୍କଡମାନଙ୍କ ମଧ୍ୟରେ ବହୁତ ସମାନତା ମଧ୍ୟ ରହିଥାଏ । ମାଙ୍କଡମାନେ ମଣିଷଙ୍କଠାରୁ ଅନେକ ଜିନିଷ ଶିଖିଥାନ୍ତି । ଏବେ ଏକ ମାଙ୍କଡର ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମାଙ୍କଡ଼ଟିି ମଣିଷଙ୍କ ପରି…

ସବୁଠାରୁ ଅଧିକ ଛକା ଖାଇଥିବା ସ୍ପିନର ହେଲେ ଚହଲ

ନୂଆଦିଲ୍ଲୀ: ଭାରତର ଷ୍ଟାର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ନାମରେ ଏକ ଅଲେଡା ରେକର୍ଡ ଯୋଡି ହୋଇଯାଇଛି । ସେ ଟି୨୦ କ୍ରିକେଟରେ ସବୁଠାରୁ ଅଧିକ ଛକା ଖାଇଥିବା ବୋଲର ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ତାଙ୍କ ପ୍ରଦର୍ଶନ ସେଭଳି ସନ୍ତୋଷଜନକ ରହି ନ ଥିଲା । ଚହଲ ୭୯ଟି ମ୍ୟାଚ ଖେଳି…