Latest Odisha News

BREAKING NEWS

Browsing Category

ଫିଚର

ଲଢେଇ ସରିଲା, ଏଥର ମୋଦିଙ୍କ ସହ ସିଦ୍ଦରମେୟାଙ୍କ ବନ୍ଧୁତା!

ଭୁବନେଶ୍ୱର: କର୍ଣ୍ଣାଟକ ମହାଲଢ଼େଇରେ ବିଜେପିକୁ ମାତ ଦେବା ସହ ସରକାର ଗଢ଼ିଛି କଂଗ୍ରେସ। ସରକାରକୁ ଆସିବା ପରେ ପୂର୍ବ ବିଜେପି ସରକାର ପକ୍ଷରୁ କରାଯାଇଥିବା ବହୁ ସ୍କିମ ଓ ଯୋଜନାକୁ ବାଦ ଦିଆଯାଇଛି। ଏପରିକି କେନ୍ଦ୍ରର ବିଜେପି ସରକାର ମଧ୍ୟ କର୍ଣ୍ଣାଟକ କଂଗ୍ରେସ ସରକାରକୁ ଅନ୍ନଭାଗ୍ୟ ସ୍କିମ…

ଏମିତି ଏକ ଗାଁ ଯେଉଁଠି ରାବଣ ପୂଜା ପାଆନ୍ତି, ଜୟ ଲଙ୍କେଶଙ୍କ ସ୍ଲୋଗାନରେ କମ୍ପିଉଠେ ପରିବେଶ

ମଧ୍ୟପ୍ରଦେଶ :ସାଧାରଣତଃ ରାମାୟଣରେ ରାବଣଙ୍କୁ ଖଳପ୍ରକୃତିର ଚରିତ୍ର ଭାବେ ଅବତାରଣା କରାଯାଏ । ହେଲେ ଏମିତି ଏକ ଗାଁ ଅଛି, ଯେଉଁଠି ରାବଣଙ୍କୁ କରାଯାଏ ପୂଜାର୍ଚ୍ଚନା । ଏହି ଗାଁରେ ରାବଣଙ୍କୁ ଦେବତା ଭାବେ ଲୋକେ ମାନିଥାନ୍ତି । ଗାଁରେ କାହାରି ବିବାହ,ବ୍ରତ ବା ଅନ୍ୟାନ୍ୟ ଶୁଭ କାର୍ଯ୍ୟ…

କୋଚ ମୁହଁ ଖୋଲିଲେ, ଯଶସ୍ୱୀ ଜୈସୱାଲଙ୍କ ଗୁପଚୁପ ବିକ୍ରି କାହାଣୀର ସତ୍ୟତା ନାହିଁ

ନୂଆଦିଲ୍ଲୀ: ପ୍ରଭାବୀ ପ୍ରଦର୍ଶନ ବଳରେ ଭାରତୀୟ କ୍ରିକେଟର ଉଦୀୟମାନ ତାରକା ଯଶସ୍ୱୀ ଜୈସୱାଲ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୧୯ ବର୍ଷରୁ କମ ଟିମ ଏବଂ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ମାତ୍ର କେତେକ ଫେକ କାହାଣୀ ଯୋଗୁ ତାଙ୍କ…

କର୍ଣ୍ଣାଟକ ବିଧାୟକ ସବୁଠାରୁ ଧନୀ ; ୪୦୦୧ ଜଣ ବିଧାୟକଙ୍କ ସମ୍ପତ୍ତି ୩ଟି ରାଜ୍ୟର ବଜେଟଠାରୁ ବି ଅଧିକ

ଭୁବନେଶ୍ୱର:କର୍ଣ୍ଣାଟକରେ ସବୁ ନେତା ଧନୀ । କର୍ଣ୍ଣାଟକର ୨୨୩ ବିଧାୟକଙ୍କ ହାରାହାରି ସମ୍ପତ୍ତି ୧୪ କୋଟିରୁ ଅଧିକ ରହିଛି । ଅନ୍ୟପକ୍ଷେ ଓଡ଼ିଶାରେ ୧୧୩ ବିଧାୟକଙ୍କ ହାରାହାରି ସମ୍ପତ୍ତି ୪ କୋଟି । ଯାହା ମିଜୋରାମ ଓ  ସିକ୍କିମର  ବାର୍ଷିକ ବଜେଟ ୨୦୨୩-୨୪ ଠାରୁ ଅଧିକ ଅଟେ।ଏଡିଆର…

ଦୁନିଆର ସବୁଠୁ ଦାମୀ ସାପ, ଗୋଟିଏ ବିକ୍ରି କଲେ ସେହି ଟଙ୍କାରେ ବିଳାସପୂର୍ଣ୍ଣ କାର କିଣିହେବ

ଇଣ୍ଡୋନେସିଆ: ଦୁନିଆରେ ଅନେକ ବିଷଧର ଓ ବିଷହୀନ ସାପ ରହିଛନ୍ତି । ସାପର ନାଁ ଶୁଣିଲେ ଲୋକେ ଭୟ କରନ୍ତି । କିନ୍ତୁ ଏମିତି ଏକ ସାପ ଅଛି, ଯାହାକୁ ଲୋକେ ଘରେ ରଖିବାକୁ ପସନ୍ଦ କରନ୍ତି । କାରଣ ତାହା ଦୁନିଆର ସବୁଠୁ ଦାମୀ ସାପ ଭାବେ ପରିଚିତ । ଏହି ସାପକୁ ଗୋଟିଏ ବିକିଲେ ସେହି ମୂଲ୍ୟରେ ଏକ…

‘ନୁହ’ର ଲୋମ ଟାଙ୍କୁରା କାହାଣୀ; କାରଗିଲ ଯୋଦ୍ଧା ବାପା ସାମ୍ନାରେ ଚାଲିଗଲା ପୁଅର ଜୀବନ

ନୂଆଦିଲ୍ଲୀ: ହରିଆଣା ନୁହରେ ଦେଖାଦେଇଥିବା ସାଂପ୍ରଦାୟିକ ହିଂସାର ଲୋମ ଟାଙ୍କୁରା କାହାଣୀ । ଜଣେ ବାପାର ଆଖି ସାମ୍ନରେ ଚାଲିଯାଉଛି ଜୀବନ ।   କାରଗିଲ ଯୁଦ୍ଧରେ ଶତ୍ରୁକୁ ମାଟି ଚଟେଇ ବିଜୟ ଟିକା ପିନ୍ଧି ଆସିଥିଲେ  ।  ହେଲେ ନିଜ ମାଟିରେ ଦଙ୍ଗାକାରୀଙ୍କ ସହ ଲଢି ତାଙ୍କ ପୁଅ ଶହୀଦ ହୋଇଗଲେ…

ଆସନ୍ତୁ ଜାଣିବା ଏକ ନିଆରା ଗ୍ରାମ ସମ୍ପର୍କରେ…ଏଠି ସମସ୍ତେ ସମସ୍ତଙ୍କ ବନ୍ଧୁ ବାନ୍ଧବ

ଭୋପାଳ: ମଧ୍ୟପ୍ରଦେଶର ଶହଡୋଲରେ ଏକ ନିଆରା ଗ୍ରାମ ରହିଛି । ସମ୍ପର୍କର ଡୋରିକୁ ବିଶ୍ୱାସ କରିବା ଆମମାନଙ୍କ ରକ୍ତରେ ଦୌଡିଥାଏ । ତେବେ ଏହି ଗ୍ରାମ ଆହୁରି ପାଦେ ଆଗେଇ ଯାଇଛି । ଗ୍ରାମର ପ୍ରତ୍ୟେକ ବ୍ୟକ୍ତି କୌଣସି ବାଟେ ଅନ୍ୟ ଜଣଙ୍କ ସମ୍ପର୍କୀୟ । ଅତି କମରେ ସମ୍ପୂର୍ଣ୍ଣ ଗ୍ରାମ ଭିତରେ ଜଣେ…

ଆସନ୍ତା ତିନି ଘଣ୍ଟା ପାଇଁ ଏହି ୬ ଜିଲ୍ଲାରେ ପ୍ରବଳ ବର୍ଷିବ; ଜାରି ହେଲା ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର:ଆସନ୍ତା ତିନି ଘଣ୍ଟା ପାଇଁ ୬ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦେଇଛି ପାଣିପାଗ । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ । ଲଘୁଚାପ ପ୍ରଭାବରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର ଜିଲ୍ଲା ପାଇଁ ରେଡ ୱର୍ଣ୍ଣିଂ ଜାରି କରିଛି ପାଣିପାଗ…

ବିଜେଡିର ମହିଳା ବିରୋଧୀ ଚେହେରା ସଂସଦରେ ସ୍ପଷ୍ଟ ହୋଇଛି-ଆପ୍

ଭୁବନେଶ୍ୱର: ଘରେ କଳି । ବାହାରେ ମେଳି । ବିଜୁ ଜନତା ଦଳର ଏପରି ନୀତିକୁ ତୀବ୍ର ସମାଲୋଚନା କରିଛି ଆପ । ଦିଲ୍ଲୀ ବିଲ ଓ ଅନାସ୍ଥା ପ୍ରସ୍ତାବ ବିଲରେ କେନ୍ଦ୍ରରେ ବିଜେପିକୁ ସମର୍ଥନ କରୁଥିବାରୁ ବିଜେଡି ସରକାର ଉପରେ ବର୍ଷିଛି ଆପ । ଆପ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି,…

ପ୍ରଥମ ବନ୍ୟାଜଳ ଛାଡ଼ିଲା ଲୋୟର ଇନ୍ଦ୍ର: ଦୁଇଟି ଗେଟ୍ ଦେଇ ଛଡ଼ାଯାଉଛି ପାଣି

ନୂଆପଡା : ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରୁ ପ୍ରଥମ ଥର ପାଇଁ ଜଳ ନିଷ୍କାସନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଲ କିଶୋର ଖଟୁଆ । ଜଳ ନିଷ୍କାସନ ସମୟ ରେ ଲୋୟର ଇନ୍ଦ୍ର ଡ୍ୟାମର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଳ କିଶୋର…