Latest Odisha News

BREAKING NEWS

Browsing Category

ଫିଚର

ବିବାହ ସମୟରେ ସାଜନ୍ତି କନ୍ୟାର ବନ୍ଧୁ, ନିଅନ୍ତି ମୋଟା ଅଙ୍କର ପାରିଶ୍ରମିକ

ନ୍ୟୁୟର୍କ: ବିବାହ ସମୟରେ ବ୍ୟାଣ୍ଡ୍‌-ବାଜା, ମଣ୍ଡପ, ଗାଡ଼ି ବୁକିଂ କରାଯାଉଥିବା ଆପଣ ନିଶ୍ଚୟ ଦେଖିଥିବେ । ହେଲେ କନ୍ୟା ପାଇଁ ବନ୍ଧୁ ବୁକିଂ କରିବା ଦେଖିଛନ୍ତି ? ଆମେରିକାରେ ରହୁଥିବା ଜଣେ ମହିଳା ବୃତ୍ତିଗତ କନ୍ୟାବନ୍ଧୁ ସାଜନ୍ତି । ମହିଳା ଜଣକ ବିବାହ ସମୟରେ ସବୁବେଳେ କନ୍ୟା ସହିତ…

କର୍ଣ୍ଣାଟକରେ ଯେଉଁ ଭୁଲ ପାଇଁ ବିଜେପି ଗଲା, ସେହି ଭୁଲ କରୁଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକରେ ପୂର୍ବର ବିଜେପି ସରକାର ଉପରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନେଇ ଲଗାତର ଆକ୍ରମଣ କଂଗ୍ରେସ ସପକ୍ଷରେ ଏକ ବାତାବରଣ ତିଆରି କରିବା କୁହାଯାଉଥିଲା। ଯେଉଁଥିପାଇଁ ଦଳ ବିଜେପିକୁ ପରାଜିତ କରି ଏକ ବଡ଼ ବିଜୟ ପାଇଲା ବୋଲି ମତ ପ୍ରକାଶ ପାଉଛି। ଏହି ନିର୍ବାଚନ ରଣନୀତିରେ…

ବ୍ୟାଡମିଂଟନ: ତାଜିକସ୍ତାନରେ ସ୍ୱର୍ଣ୍ଣ ଜିତିଲେ ଓଡିଶାର ଋତୁପର୍ଣ୍ଣା-ଶ୍ୱେତପର୍ଣ୍ଣା

ଭୁବନେଶ୍ୱର: ଓଡିଶାର ଷ୍ଟାର ବ୍ୟାଡମିଂଟନ ଖେଳାଳି ଶ୍ୱେତପର୍ଣ୍ଣା ପଣ୍ଡା ଓ ଋତୁପର୍ଣ୍ଣା ପଣ୍ଡା ଭାରତକୁ ଗର୍ବିତ କରାଇଛନ୍ତି । ପଣ୍ଡା ଭଉଣୀ ବିଡବ୍ଲ୍ୟୁଏଫ ତାଜିକସ୍ତାନ ଆନ୍ତର୍ଜାତୀୟ ସିରିଜର ମହିଳା ଡବଲ୍ସ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲରେ ଋତୁପର୍ଣ୍ଣା(୨୪) ଓ…

ରାହୁଲଙ୍କ ଦଣ୍ଡାଦେଶରେ ରୋକ ଲଗାଇଲେନି, ଏବେ ଛାଡିବାକୁ ପଡିବ ଗୁଜୁରାଟ!

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ମାନହାନି ମାମଲା ପ୍ରସଙ୍ଗରେ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିଥିବା ଗୁଜୁରାଟ ହାଇକୋର୍ଟ ବିଚାରପତିଙ୍କ ବଦଳି। ରାହୁଲଙ୍କ ମାନହାନି ମାମଲାରେ ଦଣ୍ଡାଦେଶ ସ୍ଥଗିତ ଆବେଦନକୁ ଖାରଜ କରିଥିବା ବିଚାରପତି ହେମନ୍ତ ଏମ ପ୍ରଚ୍ଛକଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ…

 ୨୮ ଅଗଷ୍ଟ ପର୍ଯ୍ୟନ୍ତ ଘୁଂଚିଲା ଡବ୍ଲ୍ୟୁଏଫଆଇ ନିର୍ବାଚନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ନିର୍ବାଚନ ଉପରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ୨୮ ଅଗଷ୍ଟ ପର୍ଯ୍ୟନ୍ତ ରୋକ ଲଗାଇଛି । ହରିୟାଣା ରେସଲିଂ ଆସୋସିଏଶନର ଆବେଦନ ଉପରେ ଶୁଣାଣୀ କରି କୋର୍ଟ ଏହି ରୋକ ଲଗାଇଛନ୍ତି । ୧୨ ଅଗଷ୍ଟରେ ନିର୍ବାଚନ ହେବାକୁ ଥିଲା । ହରିୟାଣା ଆସୋସିଏନ ଅଭିଯୋଗ କରିଛି…

ମତ୍ସ୍ୟସେବା ନିଯୁ୍କ୍ତି ନିୟମରେ ସଂଶୋଧନ: ମତ୍ସ୍ୟ ବିଜ୍ଞାନରେ ଡିପ୍ଲୋମାଧାରୀଙ୍କ ପାଇଁ  ୫୦ ପ୍ରତିଶତ ପଦବୀ ରହିବ…

ଭୁବନେଶ୍ୱର: ମତ୍ସ୍ୟ ବିଭାଗରେ ୫୦ ପ୍ରତିଶତ ପଦବୀ ମତ୍ସ୍ୟ ବିଜ୍ଞାନରେ ଡିପ୍ଲୋମାଧାରୀଙ୍କ ପାଇଁ  ସଂରକ୍ଷିତ ରହିବ । ସେହିପରି ୨୫ ପ୍ରତିଶତ ପଦବୀ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷା (ମତ୍ସ୍ୟ) ପାଇଥିବା ଛାତ୍ରଙ୍କ ପାଇଁ  ସଂରକ୍ଷିତ ରହିବ ।  ବଳକା ୨୫ ପ୍ରତିଶତ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କ…

ମହିଳାଙ୍କ ଦାନ୍ତରେ ହେଉଥିଲା ଯନ୍ତ୍ରଣା : ଭାକ୍ୟୁମ୍ କ୍ଲିନର୍ ସାହାଯ୍ୟରେ ଉପାଡି ଦେଲେ ସ୍ୱାମୀ

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଶରୀରରେ ଥିବା ରୋଗକୁ ଅଣଦେଖା କରନ୍ତି । ଡାକ୍ତରଙ୍କ ପାଖକୁ ଠିକ୍ ସମୟରେ ଯାଇ ନ ଥିବାରୁ ରୋଗ ଧୀରେ ଧୀରେ ମାରାତ୍ମକ ହୋଇଥାଏ । ବଜେଟରୁ ମଧ୍ୟ ଦୂରେଇ ରହିବାକୁ ଚାହାଁନ୍ତି । ବିଶେଷକରି ଯଦି କାହାର ଦାନ୍ତର ସମସ୍ୟା ହୋଇଥାଏ, ତେବେ ବର୍ଷ ବର୍ଷ ଧରି ଘରୋଇ…

ଆଲୁମିନିୟମ ରେଳ ୱାଗନ ଓ କୋଚ୍‍ ନିର୍ମାଣ ପାଇଁ ହିଣ୍ଡାଲକୋ-ଟେକ୍ସମାକୋ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର:   ବିଶ୍ୱର ସର୍ବବୃହତ ଆଲୁମିନିୟମ ରୋଲିଂ ଏବଂ ରିସାଇକ୍ଲିଂ କମ୍ପାନୀ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଏକ ସ୍ପେଶାଲାଇଜଡ୍‍ ଇଞ୍ଜିନିୟରିଂ କମ୍ପାନୀ ଟେକ୍ସମାକୋ ରେଲ୍‍ ଆଣ୍ଡ୍‍ ଇଞ୍ଜିନିୟରିଂ ଲିମିଟେଡ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।   ବିଶ୍ୱ ଶ୍ରେଣୀର…

ସୀମାରେ ମାଓ ଅପରେସନ ବେଳେ ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର:ସୀମାରେ ଓଡ଼ିଆ ଯବାନ ସହିଦ ।  ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟରେ ସହିଦ ହୋଇଛନ୍ତି ଓଡିଆ ଯବାନ ସୁଶାନ୍ତ ଖୁଂଟିଆ।  ମାଓ ଏନକାଉଣ୍ଟରରେ ସାମିଲ ହୋଇଥିଲେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଂଟିଆ । ଏହି ଖବର ପହଞ୍ଚିବା ପରେ ସାରା କେନ୍ଦୁଝର ଜିଲ୍ଲାରେ ଖେଳି ଯାଇଛି ଶୋକର…

ବିକ୍ରିହେବ ବଡ଼ ଓଡ଼ିଆ ମଠ ! ମଠ ମହନ୍ତଙ୍କ କଡା ବିରୋଧ, ଦେଲେ ଆତ୍ମହତ୍ୟା ଧମକ

ପୁରୀ: ନିଶ୍ଚିହ୍ନ ହୋଇଯିବ  ୫ ଶହ ବର୍ଷର ମଠ ସଂସ୍କୃତି ! ଅତିବଡୀଙ୍କ ସାଧନା ପୀଠ ବିକ୍ରି ନେଇ ଚାଲିଛି ବଡ ଷଡ଼ଯନ୍ତ୍ର। ଶାଗମାଛ ଦରରେ ମଠକୁ ଅନ୍ୟ ହାତରେ ଟେକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କରୁଛି ହୀନଉଦ୍ୟମ । ବଡ଼ ଓଡ଼ିଆ ମଠର  ବିକ୍ରି ପାଇଁ ଯୋଜନା କରୁଛି ଶ୍ରୀମନ୍ଦିର ପ୍ରଶାସନ ।…