Latest Odisha News

BREAKING NEWS

Browsing Category

ଫିଚର

ରତ୍ନଭଣ୍ଡାରରେ ଗଚ୍ଛିତ ସୁନାକୁ ନେଇ ସରକାରଙ୍କ ଦୁଇଟି ତଥ୍ୟ, ଘେରିଲେ ବିରୋଧୀ

ପୁରୀ: ରତ୍ନଭଣ୍ଡାର ଓ ସେଥିରେ ଗଚ୍ଛିତ ଅଳଙ୍କାରକୁ ନେଇ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଓଡ଼ିଶା ସରକାର ମିଛ କହିଛନ୍ତି । ଗୁରୁବାର ଜଗନ୍ନାଥ ସେନା ସଂଗଠନର ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ସରକାର ହାଇକୋର୍ଟଙ୍କୁ ଅଳଙ୍କାରର ଓଜନ କିଲୋରେ ଯୋଗାଇ…

ଭାସିଗଲେ ଯୁବକ, ବଂଚିବା ପରେ ଉଠ ବସ ହୋଇ ନଦୀକୁ ମାଗିଲେ କ୍ଷମା

ଡେରାଡୁନ: ଉତରାଂଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ଅଧିକାଂଶ ନଦୀ ବିପଦ ସଙ୍କେତଠାରୁ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଇତି ମଧ୍ୟରେ ଏଠାରୁ ଏ ଭଳି ଏକ ଖବର ହସ୍ତଗତ ହୋଇଛି ଯାହାକି ସମସ୍ତଙ୍କୁ ମଜା ଲାଗିଛି । ମନା କରିବା ସତ୍ୱେ ଜଣେ ଯୁବକ ନଦୀ ନିକଟକୁ ଯାଇଥିଲା । କିଛି ସମୟ ପରେ ଯୁବକଟି…

‘ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନି କେନ୍ଦ୍ର’, ନିଜ ଇଚ୍ଛାରେ ଚୟନ କରିବେ ନିର୍ବାଚନ କମିଶନ!

ଭୁବନେଶ୍ୱର: ଦିଲ୍ଲୀ ସର୍ଭିସ ବିଲ ପରେ ଏବେ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତିକୁ ନେଇ ଟାର୍ଗେଟରେ କେନ୍ଦ୍ରର ବିଜେପି ସରକାର। ଦିଲ୍ଲୀ ସର୍ଭିସ ବିଲ ପ୍ରସଙ୍ଗରେ ଦେଶର ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ସଂସଦରେ ସ୍ୱତନ୍ତ୍ର ବିଲ ଆଣି କୋର୍ଟଙ୍କ ନିର୍ଦ୍ଦେଶକୁ ଅକାମୀ…

ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଲେ ଉତର କୋରିଆ ଶାସକ କିମ ଜୋଙ୍ଗ

ନୂଆଦିଲ୍ଲୀ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ତାଙ୍କ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି । ସେନାର ଟପ ଜେନେରାଲ ପାକ ସୁ ଇଲଙ୍କୁ ହଟେଇବା ପରେ ସେ ଏହି ନିଷ୍ପତି ନେଇଛନ୍ତି । ରି ୟୋଙ୍ଗ ଗିଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ବହୁ ମାତ୍ରାରେ…

ସଂସଦରେ ବର୍ଷିଲେ ପ୍ରଧାନମନ୍ତ୍ରୀ; କହିଲେ, ବିରୋଧୀଙ୍କ ଅନାସ୍ଥା ଆମ ପାଇଁ ସବୁବେଳେ ଶୁଭ ହୋଇଛି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ହିଂସାକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଗୁରୁବାର ସଂସଦରେ ରଖିଛନ୍ତି । ଗୁରୁବାର ଅପରାହ୍ନରେ ମୋଦି ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ବର୍ଷିଛନ୍ତି ।  ଅନସ୍ଥା ପ୍ରସ୍ତାବ ଭଗବାନଙ୍କ ଆଶୀର୍ବାଦ ବୋଲି କହି ବିରୋଧୀଙ୍କୁ  କଡା…

ସାଉଥ୍ ସିନେମା ‘ଦେୱରା’ରେ ବଲିଉଡ଼ ଚର୍ଚ୍ଚିତ ୟଙ୍ଗଷ୍ଟାରଙ୍କ ଗ୍ରାଣ୍ଡ ଏଣ୍ଟ୍ରି; ନାଁ ଜାଣିଲେ କହିବେ…

ମୁମ୍ବାଇ: ବଲିଉଡ଼ ଚଳଚ୍ଚିତ୍ରରେ ସାଉଥ୍ କଳାକାର ଏବଂ ସାଉଥ୍ ଇଣ୍ଡଷ୍ଟ୍ରୀରେ ବଲିଉଡ଼ କଳାକାରଙ୍କ ପ୍ରବେଶକୁ ନେଇ ଆଜିକାଲି ବହୁତ ଚର୍ଚ୍ଚା ଚାଲିଛି। ସେଥିପାଇଁ ଉଭୟ ଇଣ୍ଡଷ୍ଟ୍ରୀର ନିର୍ମାତାମାନେ ଦର୍ଶକଙ୍କ ଇଚ୍ଛାକୁ ଧ୍ୟାନରେ ରଖି ଫିଲ୍ମ ନିର୍ମାଣ କରୁଛନ୍ତି। ବର୍ତ୍ତମାନ ସାଉଥ୍ ଫିଲ୍ମରେ…

ଚିଲିକା ହ୍ରଦର ସଂରକ୍ଷଣ ଓ ପରିଚାଳନା ପାଇଁ ୨୩.୫୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ଦୂର ହେବ ଚିଲିକାସ୍ଥିତ ମାଛ ଚାଷରେ ନିର୍ଭରଶୀଳ ଲୋକଙ୍କ ଦୁଃଖ। ସରଳ ହେବ ଜୀବନଜାପନ। ଚିଲିକା ହ୍ରଦର ସଂରକ୍ଷଣ ଏବଂ ପରିଚାଳନା ପାଇଁ କେନ୍ଦ୍ରରୁ ୨୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁରୀ ହେବା ସହ ପ୍ରଥମ ପର୍ଯ୍ୟାୟରେ ଆବଶକୀୟ ଅର୍ଥ ପ୍ରଦାନ କରାଯାଇଛି। ଚିଲିକା ଉପକୂଳବର୍ତ୍ତୀ…

ସଂସଦରେ ଅନାସ୍ଥା ବିତର୍କ: ଶାଏରୀରେ କଂଗ୍ରେସକୁ କଡ଼ା ଜବାବ ଦେଲେ ସିନ୍ଧିଆ

ନୂଆଦିଲ୍ଲୀ: ମଣିପୁର ହିଂସା ଘଟଣାରେ ସଂସଦରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଆଜି ଶେଷ ଦିନ। ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ସଦନରେ ପହଞ୍ଚିଥିଲେ । ତାଙ୍କୁ ଦେଖି ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, ଏହା ଅବିଶ୍ୱାସ ପ୍ରସ୍ତାବର…

ପ୍ରଧାନମନ୍ତ୍ରୀ ଓବେସୀଙ୍କ ଟାର୍ଗେଟ; ପଚାରିଲେ ଦେଶ ବଡ ନ ହିନ୍ଦୁତ୍ୱ ?

ନୂଆଦିଲ୍ଲୀ:ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଆଲୋଚନାର ଶେଷ ଦିନ । ଏହି ଅବସରରେ  ଏଆଇଏମଆଇଏମ (AIMIM)  ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓବେସୀ ନିଜର ବକ୍ତବ୍ୟ ରଖିଛନ୍ତି । ଓବେସୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସଂସଦରେ ବର୍ଷିଛନ୍ତି । ଓବେସୀ କହିଛନ୍ତି, ନୁହରେ ବଡ ବଡ କୋଠା ଭାଙ୍ଗି…

ଇନଫୋସିସ୍ ବିପିଏମ୍ ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ସୃଷ୍ଟି ହେବ ନୂତନ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ୍ ସୂଚନା ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଇନଫୋସିସ୍‌ର ନୂତନ ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର (ବିପିଏମ୍) ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ପଟିଆସ୍ଥିତି ଇନଫୋସିସ ପରିସରରେ ସୂଚନା ଓ…