Latest Odisha News

BREAKING NEWS

Browsing Category

ଫିଚର

ଇଣ୍ଡୋନେସିଆ ମିସ ୟୁନିଭର୍ସ ପ୍ରତିଯୋଗିତା: ଟପଲେସ ହେବାକୁ କହିଥିଲେ ଆୟୋଜକ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଅନୁଷ୍ଠିତ ମିସ ୟୁନିଭର୍ସ ପ୍ରତିଯୋଗିତାକୁ ନେଇ ଏକ ବଡ ବିବାଦ ମୁଣ୍ଡ ଟେକିଛି । ଆୟୋଜକମାନେ ଆବଶ୍ୟକ ନ ଥିବା ସତ୍ୱେ ୬ଜଣ ପ୍ରତିଯୋଗୀଙ୍କୁ ଏକ ବନ୍ଦ ଘରେ ଟପଲେସ ହେବାକୁ କହିଥିଲେ । ଏବେ ସମସ୍ତ ପୀଡିତା ଏକଜୁଟ ହୋଇ ପୋଲିସ ଓ ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି…

ଦୁନିଆର ସବୁଠୁ ଦାମୀ ମହୁ; ଯାହାର କିଲୋ ୯ ଲକ୍ଷ ଟଙ୍କା

ତୁର୍କୀ: ମହୁ ଆମ ଶରୀରରେ ଅନେକ ରୋଗରୁ ରକ୍ଷା କରିଥାଏ । ସେଥିପାଇଁ ଶୁଦ୍ଧ ମହୁର ମୂଲ୍ୟ ବହୁତ ଅଧିକ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ମହଙ୍ଗା ମହୁର ମୂଲ୍ୟ ? ଏହାର ଦାମ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଆଉ ଭାବିବେ ଏହା ଏତେ ମହଙ୍ଗା କାହିଁକି ? ଆସନ୍ତୁ ଜାଣିବେ ।…

ମିଳିଲା ୩ ଲକ୍ଷ ବର୍ଷ ତଳର ପ୍ରାଚୀନ ଜୀବାଶ୍ମ, ମାନବର ନୂଆ ପ୍ରଜାତି ନେଇ ବୈଜ୍ଞାନିକମାନେ ଆଶାୟୀ

ବେଜିଂ: ବୈଜ୍ଞାନିକମାନେ ୩ ଲକ୍ଷ ବର୍ଷ ତଳର ଏକ ଛୋଟ ପିଲାର ଜୀବାଶ୍ମ ପାଇଛନ୍ତି । ଏହି ପୁରାତନ ଖପୁରୀ ଏବଂ ଅନ୍ୟ ଅଂଶ ବିଶେଷ ମିଳିବା ପରେ ବୈଜ୍ଞାନିକମାନେ ଉତ୍ସାହିତ ଅଛନ୍ତି । ମାନବର ଏକ ନୂତନ ପ୍ରଜାତିର ଏହା ହୋଇପାରେ ବୋଲି ସେମାନେ ଆଶାୟୀ ଅଛନ୍ତି । ଏହି ଜୀବାଶ୍ମ ନିଏଣ୍ଡରଥଲ,…

‘ଦିଲ୍ଲୀ ବିଲ’, ହାରିକି ବି ଜିତିଲେ ବିରୋଧୀ!

ଭୁବନେଶ୍ୱର: ଦିଲ୍ଲୀ ସର୍ଭିସ ବିଲ ପ୍ରସଙ୍ଗରେ ବିରୋଧୀ ବିଫଳ ହୋଇଥିଲେ ମଧ୍ୟ ଏହାକୁ ନେଇ ରାଜନୀତି ଆହୁରି ତୀଵ୍ର ହେବାରେ ଲାଗିଛି। ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲକୁ ରୋକିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ ମଧ୍ୟ ସଫଳ ହୋଇପାରିନାହାନ୍ତି। ବିଲ ସପକ୍ଷରେ ୧୩୧ ଖଣ୍ଡ ଭୋଟ…

ଚାଉଳ ପରେ ଗହମ ଉପରେ ମହଙ୍ଗା ମାଡ଼; ପଢ଼ନ୍ତୁ କିଲୋ ପିଛା କେତେ ବଢ଼ିଲା ଦର

ନୂଆଦିଲ୍ଲୀ: ଦେଶରେ ଚାଉଳ ଦର ବଢ଼ିବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅଣ-ବାସୁମତି ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାର ପ୍ରଭାବ ଗହମ ଉପରେ ପଡିଛି। ଦେଶରେ ୬ ମାସ ମଧ୍ୟରେ ଗହମର ମୂଲ୍ୟ କ୍ରମଶଃ ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଶୀଘ୍ର…

ବଂଲାଦେଶରେ ଜାଳିଦେଲେ କୋରାନ; ଉତ୍ତେଜନା, ୧୪ ପୋଲିସ ଆହତ

ଢାକା:ଡେନମାର୍କ ଓ ସ୍ୱୀଡେନରେ କୋରାନ ଜଳାଇବା ଘଟଣାର ତାତି ଲିଭି  ନ ଥିବାବେଳେ ମୁସଲିମ ବହୁଳ ବାଂଲାଦେଶରେ କୋରାନ ଜାଳି ଦେଇଛନ୍ତି । ଏହାକୁ ନେଇ ଉତ୍ତେଜନା ଦେଖା ଦେଇଛି । ମିଳିଥିବା ସୂଚନା ଅନୁଯାଇ, ୨ ଜଣ ଲୋକ ମିଶି କୋରାନର ଏକାଧିକ ପୁସ୍ତକ ଜାଳି ଦେଇଛନ୍ତି । ଏହାକୁ ବିରୋଧ…

ଶ୍ରୀକ୍ଷେତ୍ର ବେଳାଭୂମିରୁ ଅଢ଼େଇ ବର୍ଷର ରାଧାକୁ ଅପହରଣ ଅଭିଯୋଗ, ୧୩ ଦିନ ପରେ ବି ମିଳୁନି ପତ୍ତା

ପୁରୀ: ଅଢ଼େଇ ବର୍ଷର ରାଧା । ହସଖୁସିରେ ବାପାମାଆଙ୍କ ପଇଡ଼ ଠେଲା ପାଖରେ ଖେଳୁଥିଲା । ସବୁଦିନ ଭଳି ଝିଅକୁ ପାଖରେ ବସାଇ ପଇଡ଼ ବିକ୍ରିରେ ବ୍ୟସ୍ତ ଥିଲେ ବାପା ସଞ୍ଜୟ ଓ ମାଆ ସସ୍ମିତା । ଗ୍ରାହକଙ୍କୁ ଭଲ ପାଣି ଥିବା ପଇଡ଼ ଖୋଜି ଦେଉଥିଲେ ସଞ୍ଜୟ । ଆଉ ଗ୍ରାହକ ବେଶରେ ଆସିଥିବା ଦୁର୍ବୃତ୍ତ…

ନିଆରା ଢଙ୍ଗରେ ବାହାରିଲେ କାଉଡ଼ିଆ: ଷଣ୍ଢ ରୂପରେ ସଜ୍ଜାଇଲେ ବାଇକ୍‌, ପଛରେ ବସିଲେ ଶିବ, ହନୁମାନ

ବିହାର: ଏବେ ଶ୍ରାବଣ ମାସ ଚାଲିଛି । ଜଳାଭିଷେକ କରିବା ପାଇଁ ପ୍ରତ୍ୟେକ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମୁଛି । ଅନେକ ଭକ୍ତ ନିଷ୍ଠାର ସହିତ କଷ୍ଟ କରି ଚାଲି ଚାଲି ଜଳ ନେଇ ଯାଉଥିବା ବେଳେ ଆଉ କିଏ ଗାଡ଼ିରେ ଯାଉଛନ୍ତି । କିନ୍ତୁ ଏବେ ଜଳ ନେଇକି ଯିବା ଏକ ପ୍ରକାର ଫ୍ୟାଶନ ପାଲଟିଗଲାଣି । ସାଙ୍ଗ…

ଅନାବଶ୍ୟକ ଭାବେ ଆମେ କେନ୍ଦ୍ର ସହ କଳି କରିବାକୁ ଚାହୁଁ ନାହୁଁ -ପିନାକୀ ମିଶ୍ର

ନୂଆଦିଲ୍ଲୀ:ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରସ୍ତାବକୁ ଜୋରଦାର ବିରୋଧ କରିଛି ବିଜେଡି । ଅନାସ୍ଥା ପ୍ରସ୍ତାବ ବିତର୍କରେ ମତ ରଖି ବିଜେଡି ସାଂସଦ ପିନାକୀ ମିଶ୍ର  ‘କଂଗ୍ରେସର ଦୁର୍ନୀତିକୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଛି । ତେଣୁ କଂଗ୍ରେସ ପାର୍ଟି ଆଣିଥିବା…

୧୦ ବର୍ଷର କୁନି ଝିଅର ମନ ରଖିଲେ ବାପା ମାଆ, ମୃତ୍ୟୁର ଦିନକ ପୂର୍ବରୁ କରାଇଲେ ବିବାହ

ନ୍ୟୁୟର୍କ: ଆମେରିକାରେ ଏ ଭଳି ଏକ ଘଟଣା ଘଟିଛି, ଯାହା କି ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି । ୧୦ ବର୍ଷର କୁନି ଝିଅ ଏମା ଏଡୱାର୍ଡ୍ସ ଏବେ ଆଉ ଦୁନିଆରେ ନାହିଁ । ବ୍ଲଡ କ୍ୟାନ୍ସରରେ ତାର ମୃତ୍ୟୁ ଘଟିଛି । ତେବେ ସେ ପିଲା ବେଳୁ ବାହାହେବାକୁ ଚାହୁଁଥିଲା । ବାପା ମାଆଙ୍କୁ ଯେତେବେଳେ ଡାକ୍ତର…