Latest Odisha News

BREAKING NEWS

Browsing Category

ଫିଚର

ସାଳନ୍ଦୀ ନଦୀରେ କାଉଡ଼ିଆ ବୁଡ଼ି ନିଖୋଜ ଘଟଣା; ମିଳିଲା ଦୁଇ କାଉଡ଼ିଆଙ୍କ ମୃତଦେହ

ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାଳନ୍ଦୀ ନଦୀରେ ଭାସି ଯାଇଥିବା ଦୁଇ କାଉଡିଆଙ୍କ ମୃତଦେହ ଉଦ୍ଧାର । ମୃତ ଦୁଇ କାଉଡିଆ ହେଉଛନ୍ତି ବଡ଼ଜୟପୁର ଗାଁର ସୁବ୍ରତ ମହାକୁଡ ଓ ରାଜେନ୍ଦ୍ର ସାହୁ । ଉଦ୍ଧାର ପରେ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ମେଡିକାଲକୁ ପଠା ଯାଇଛି । ଖବର ଅନୁଯାୟୀ,…

ବୁରହାନପୁରର ଡ଼ବାବାଲା: ଦିନକୁ ବାଣ୍ଟନ୍ତି ୧୫୦ରୁ ଅଧିକ ଟିଫିନ୍‌

ମଧ୍ୟପ୍ରଦେଶ: ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ମୁମ୍ବାଇରେ ଅନେକ ଡବାବାଲା ଅଛନ୍ତି । କିନ୍ତୁ ମଧ୍ୟପ୍ରଦେଶର ବୁରହାନପୁରରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ପ୍ରତ୍ୟେକ ଦିନ ଠିକ୍ ସମୟରେ ୧୫୦ ରୁ ଅଧିକ ଟିଫିନ୍ ଯୋଗାଇଥାନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା, ଏହି ବ୍ୟକ୍ତି ଜଣକ ଆଜି ପର୍ଯ୍ୟନ୍ତ ଟିଫିନ୍…

ପଞ୍ଚଲିଙ୍ଗେଶ୍ବର ମନ୍ଦିରର ହେବ ରୂପାନ୍ତର

ଭୁବନେଶ୍ୱର: ବାଲେଶ୍ବରର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ଉନ୍ନତିକରଣ, ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯିବ। ୫-ଟି ଉପକ୍ରମରେ ସମଗ୍ର ପୀଠର ହେବ ରୂପାନ୍ତର। ଏଥିପାଇଁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ୧୫ କୋଟି ୫୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।…

ଖୁବଶୀଘ୍ର ଭୁବନେଶ୍ୱରରୁ ଭବାନୀପାଟଣା ବିମାନ ସେବା, ଡିଜିସିଏ ଦେଲା ଅନୁମତି

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଖୁବଶୀଘ୍ର ଭାରତର ବିମାନ ବନ୍ଦର ମାନଚିତ୍ରରେ ସ୍ଥାନ ପାଇବାକୁ ଯାଉଛି। ସୋମବାର ଦିନ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଉତ୍କେଲା ବିମାନ ବନ୍ଦରରୁ ବିମାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିବା ପରେ ଏହି ଜିଲ୍ଲାକୁ ବିମାନ ଚଳାଚଳ ପାଇଁ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଦକ୍ଷିଣ କୋରିଆକୁ ହରାଇଲା ଅପରାଜେୟ ଭାରତ

ମାଡ୍ରାସ: ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ସୋମବାର ଭାରତ ଚମତ୍କାର ପ୍ରଦର୍ଶନ ଜାରୀ ରଖି ଦକ୍ଷିଣ କୋରିଆକୁ ୩-୨ ଗୋଲରେ ପରାସ୍ତ କରିଛି । ଭାରତ ଏଥିସହ ଶୀର୍ଷ ସ୍ଥାନ ବଜାୟ ରଖିଛି । ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଅନୁଷ୍ଠିତ ରୋମାଂଚକର ମୁକାବିଲାରେ ଭାରତ ପକ୍ଷରୁ ନୀଳକାନ୍ତ…

ବିଜେଡି ସମର୍ଥନରେ ରାଜ୍ୟସଭାରେ ପାରିତ ହେଲା ଦିଲ୍ଲୀ ସେବା ବିଲ୍

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଲ ୨୦୨୩ ଲୋକସଭା ପରେ ଆଜି ରାଜ୍ଯସଭାରେ ପାରିତ ହୋଇଛି। ବିଜୁ ଜନତା ଦଳ ଏବଂ ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସର ସମର୍ଥନରେ ୧୩୧ରୁ ୧୦୨ ଭୋଟରେ ରାଜ୍ୟସଭାରେ ପାରିତ ହୋଇଛି। ଏହାପରେ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢା ବିଜେପିକୁ ଦିଲ୍ଲୀକୁ…

ବନ୍ୟାରେ ଭାସିଗଲା ପୁରା ମନ୍ଦିର, ହେଲେ ଦେବତାଙ୍କ ମୂର୍ତ୍ତି ଅକ୍ଷୂର୍ଣ୍ଣ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଦାମୋହରେ ନିକଟରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବିଭିନ୍ନ ଗାଁରେ ବନ୍ୟା ପାଣି ପଶିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଘର ପାଣିରେ ଧୋଇ ଯାଇଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏସବୁ…

ରହସ୍ୟମୟ ଢ଼ଙ୍ଗରେ ବନ୍ଦ ହୋଇଗଲା ବିଶ୍ୱର ବୃହତମ ଫେରିସ ହ୍ୱିଲ

ଦୁବାଇ: ଦୁବାଇରେ ୨ ବର୍ଷ ତଳେ ନିର୍ମିତ ହୋଇଥିବା ବିଶ୍ୱର ସବୁଠାରୁ ବୃହତମ ଫେରିସ ହ୍ୱିଲ ରହସ୍ୟମୟ ଢ଼ଙ୍ଗରେ ବନ୍ଦ ହୋଇଯାଇଛି । ୟୁଏଇର ବଡ ବଡ ଅଟ୍ଟାଳିକା ପାଇଁ ବିଖ୍ୟାତ ଏନ ଦୁବାଇ ଅଂଚଳରେ ଏହି ବିଶାଳକାୟ ଫେରିସ ହ୍ୱିଲ ସେ ସମୟରେ ଚର୍ଚ୍ଚାର କାରଣ ସାଜିଥିଲା । ଏହାକୁ ଦୁବାଇର ଆଖି ଭାବେ…

ଦୀପାଳି ହୋଟେଲରେ ଯୁବତୀଙ୍କ ରହସ୍ୟଜନକ ମୃତ୍ୟୁ, ବୟଫ୍ରେଣ୍ଡକୁ ପୋଲିସର ଜେରା

ଭୁବନେଶ୍ୱର: ରାଜଧାନୀସ୍ଥିତ ଲକ୍ଷ୍ମୀସାଗରରେ ଥିବା ଏକ ହୋଟେଲରେ ଯୁବତୀ ଶୁଭଲକ୍ଷ୍ମୀଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁ ତଥା ବୟଫ୍ରେଣ୍ଡକୁ ପଚରାଉଚରା କରିଛି। ପ୍ରେମ ସମ୍ପର୍କରେ ତିକ୍ତତା ଆସିବାରୁ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥାଇପାରନ୍ତି ସନ୍ଦେହ କରି ତଦନ୍ତ…

କ୍ରିକେଟ ନିଶା..ଅକ୍ସିଜେନ ସିଲିଣ୍ଡର ପିଠିରେ ବାନ୍ଧି ଖେଳିଲେ

ନୂଆଦିଲ୍ଲୀ: କ୍ରିକେଟ ପ୍ରତି ଯାହାର ଭଲ ପାଇବା ଅଛି ସେ ସବୁ କିଛି ବାଧା ଅତିକ୍ରମ କରିଯିବ । ଜଣେ ୮୩ ବର୍ଷୀୟ କ୍ରିକେଟରଙ୍କ ପାଖରେ ଏହି ନିଶା ଦେଖିବାକୁ ମିଳିଛି । ଏକ ପ୍ରଦର୍ଶନୀ ମ୍ୟାଚରେ ସ୍କଟଲାଣ୍ଡର ଆଲେକ୍ସ ଷ୍ଟିଲେ ଗ୍ୟାସ ସିଲିଣ୍ଡର ପିଠିରେ ବାନ୍ଧି ପଡିଆକୁ ଓହ୍ଲାଇଥିଲେ । ୱିକେଟ…