Latest Odisha News

BREAKING NEWS

Browsing Category

ଫିଚର

ମହିଳା ସଂରକ୍ଷଣ ପାଇଁ ସଂସଦରେ ଦାବି କଲା ବିଜେଡି, ବିରୋଧୀ କହିଲେ କେବଳ ମହିଳା ଭୋଟ୍ ଉଦ୍ଦେଶ୍ୟ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ସ୍ୱତନ୍ତ୍ର ଉଲ୍ଲେଖ ମାଧ୍ୟମରେ ଉଭୟ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଦାବିକୁ ଜୋରଦାର କରିଛନ୍ତି। ଯାହାକୁ ନେଇ ଏବେ ବିଜେଡି ସରକାରକୁ ରାଜ୍ୟରେ…

ପ୍ରଶ୍ନପତ୍ର ଲିକ୍: ବିଜେପି ଦାବି କଲା ସିବିଆଇ ତଦନ୍ତ, ବିଜେଡି କହିଲା ଅଯଥା ରାଜନୀତି କରୁଛନ୍ତି

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (ଓଏସ୍ଏସସି) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଭାରତୀୟ ଜନତା ପାର୍ଟି ଶୁକ୍ରବାର ଦାବି କରିଛି। ଏହି ପ୍ରଶ୍ନପତ୍ର ଲିକ ମାମଲାରେ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀ ସାମିଲ ଥାଇ ପାରନ୍ତି ଆଶଙ୍କା…

‘ନବ ଦାସଙ୍କଠୁ ନିଜ ଜୀବନ ପ୍ରତି ବିପଦ ଥିଲା, ତେଣୁ ଅଭିଯୁକ୍ତ ଗୋପାଳ ହତ୍ୟା କରିଛି’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କଠୁ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ତାଙ୍କୁ ହତ୍ୟା କରିଛି ଅଭିଯୁକ୍ତ ଗୋପାଳ ଦାସ। ପଲିଗ୍ରାଫ୍ ରିପୋର୍ଟରୁ ଏହା ଜଣାପଡ଼ିଛି। ପଲିଗ୍ରାଫ୍ ଟେଷ୍ଟ ବେଳେ ଅଭିଯୁକ୍ତ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ…

ପୂର୍ବତନ ଉପରାଷ୍ଟ୍ରପତିଙ୍କ ମନ୍ଦିର ନିର୍ମାଣ: ଦେବତା ପରି ପୂଜା କରନ୍ତି ଲୋକେ

ରାଜସ୍ଥାନ: ନିଜ ଭିଟାମାଟିକୁ ଖୁବ୍ ଭଲ ପାଉଥିଲେ । ନିଜ ଗାଁ ଲୋକଙ୍କ କଥା ସବୁବେଳେ ଚିନ୍ତା କରୁଥିଲେ । ନିଜ ଗାଁର ଉନ୍ନତି କରିବାକୁ ସବୁବେଳେ ଚେଷ୍ଟା କରୁଥିଲେ । ଉପରାଷ୍ଟ୍ରପତି ପଦରେ ବସିଥିଲେ ମଧ୍ୟ ନିଜ ଗାଁ କଥା ଭୁଲି ନ ଥିଲେ । ଏବେ ସେ ଏ ଦୁନିଆରେ ନାହାନ୍ତି ସତ ହେଲେ ତାଙ୍କର ଏପରି…

କମ୍ ମୂଲ୍ୟରେ ପାହାଡ଼ କିଣି କରିଦେଲେ ବିଳାସପୂର୍ଣ୍ଣ ହୋଟେଲ: କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର

ଟେକ୍ସାସ: କୁହାଯାଏ ଯଦି ଆପଣଙ୍କର ସୃଜନଶୀଳତା ଅଛି, ତେବେ ଆପଣ କୌଣସି ବି ଜିନିଷକୁ ଆକର୍ଷଣୀୟ କରିପାରିବେ । କୌଣସି ମୂଲ୍ୟହୀନ ଜିନିଷ ମୂଲ୍ୟବାନ ହୋଇପାରିବ । ଏହିପରି ଜଣେ ସୃଜନଶୀଳ ବ୍ୟକ୍ତି ଏବେ ଚର୍ଚ୍ଚାକୁ ଆସିଛନ୍ତିି । ବ୍ୟକ୍ତି ଜଣକ ମରୂଭୂମିରେ କିଣିଥିବା ଏକ ପରିତ୍ୟକ୍ତ ପାହାଡ ଆଜି…

ଗୁରୁକୃପା ଆଶ୍ରମରେ ରକ୍ତ ଛିଟା, ବାବାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା

ପୁରୀ: ଆଶ୍ରମରେ ଗଡ଼ିଲା ମୁଣ୍ଡ । ବାବାଙ୍କୁ ହତ୍ୟା କଲେ ବାବା । ପୁରୀ ବାସେଳିସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟିଛି । ଜଣେ ବାବା ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଆଉ ଜଣେ ବାବା ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି ।…

ଲିଭ-ଇନ ଚାହୁଁନି ବିଜେପି!

ଭୁବନେଶ୍ୱର: ଦେଶରେ ଚାଲିଥିବା ଲିଭ ଇନ ରିଲେସନସିପ ଉପରେ ବ୍ୟାନ ଲଗାଇବାକୁ ଦାବି। ଖୋଦ କେନ୍ଦ୍ରର ଶାସକ ଦଳ ବିଜେପି ସାଂସଦ ଅଜୟ ପ୍ରତାପ ସିଂ ଏଭଳି ଦାବି କରିଛନ୍ତି। ଲିଭ ଇନ ରିଲେସନସିପକୁ ବେଆଇନ କରିବା ପାଇଁ ଆଇନ ଆଣିବାକୁ ସାଂସଦ ଅଜୟ ପ୍ରତାପ ସିଂ ରାଜ୍ୟସଭାରେ ଦାବି ରଖିଛନ୍ତି।…

ରାଜକୀୟ ଢଙ୍ଗରେ ମଇଁଷି ଉପରେ ଯାତ୍ରା କରୁଛି ବୁଲା କୁକୁର

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ବେଳେବେଳେ ଏମିତି କିଛି ଭିଡିଓ ଦେଖିବାକୁ ମିଳିଥାଏ, ଯେଉଁଥିରୁ ଆମକୁ କିଛି ଶିକ୍ଷା ମିଳିଥାଏ । ସେହିପରି ଆଉ କିଛି ଭିଡ଼ିଓ ଏମିତି ଥାଏ ଯାହାକୁ ଦେଖିଲେ ଆମେ ହସିହସି ବେଦମ ହୋଇଯାଇଥାଉ । ପଶୁମାନଙ୍କର ବି ମଜାଳିଆ ଭିଡ଼ିଓ…

ଆୟର୍ଲାଣ୍ଡ ସିରିଜ ପରେ ଅବସର ନେବେ ଭୁବନେଶ୍ୱର !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅନୁଭବୀ ପେସ ବୋଲର ଭୁବନେଶ୍ୱର କୁମାର କ୍ରିକେଟରୁ ଅବସର ନେବା ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଆୟର୍ଲାଣ୍ଡ ସିରିଜ ପରେ ସେ ଏହି ନିଷ୍ପତି ନେଇ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ତେବେ ଏ ନେଇ ଭୁବନେଶ୍ୱର ପକ୍ଷରୁ କୌଣସି ବୟାନ ଆସି ନାହିଁ ।…

ବିରୋଧୀ ସଂଖ୍ୟା ଦେଖାଇଲେ, ଶାସନ ହାତେଇବେ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ବିଜେପି ଲଗାତର ଆକ୍ରମଣ ଜାରି ରଖିଥିବା ବେଳେ ବିରୋଧୀ ମଧ୍ୟ ଏହାକୁ ନେଇ କାଉଣ୍ଟର ଆଟାକ କରୁଛନ୍ତି। ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ଇଣ୍ଡିଆନ ମୁଜାହିଦ୍ଦିନ କଥା କହି ବିରୋଧୀ ମେଣ୍ଟ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ମୋଦି ସମାଲୋଚନା କରିବା ପରେ କଂଗ୍ରେସ…