Latest Odisha News

BREAKING NEWS

Browsing Category

ଫିଚର

ବିଚ୍‌ ରାସ୍ତାରୁ ଯୁବତୀଙ୍କୁ କାରରେ ଉଠାଇ ନେଲେ ୫ ଦୁର୍ବୃତ୍ତ

କଟକ: ମଝି ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ ୫ ଦୁର୍ବୃତ୍ତ। ଆଠଗଡ଼ ମଣ୍ଡଳୀ ରାସ୍ତା ଛତାବର ହୋଟେଲ ନିକଟରୁ ଜଣେ ଯୁବତୀଙ୍କୁ ୫ ଜଣ ଯୁବକ ଅପହରଣ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ସକାଳୁ ଯୁବତୀ ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଯୁବକମାନେ ବିଚ୍ ରାସ୍ତାରୁ ଯୁବତୀଙ୍କୁ କାରରେ ଉଠାଇନେଇଥିଲେ।…

ଅକ୍ଷୟ କୁମାରଙ୍କ ଓଏମଜି ୨କୁ ମିଳିଲା ଏ ସାର୍ଟିଫିକେଟ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ଓଃ ମାଇ ଗଡ ୨ ଫିଲ୍ମକୁ ସେନ୍ସର ବୋର୍ଡ ଏ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଫିଲ୍ମରେ ଅନେକ ବିବାଦୀୟ ଦୃଶ୍ୟ ଅଛି ଏଥି ନିମନ୍ତେ ୨୦ କଟ ସହ ଏହାକୁ ଏ ସାର୍ଟିିଫିକେଟ ପ୍ରଦାନ କରାଯାଇଛି ବୋଲି ସେନ୍ସର ବୋର୍ଡ ପକ୍ଷରୁ କୁହାଯାଇଛି । ଗଦର ୨ ସହିତ ଏହା ୧୧…

ଓଡ଼ିଆ ପୁଅଙ୍କୁ ଜାତୀୟ ଯୁବ ଭୂ-ବିଜ୍ଞାନୀ ପୁରସ୍କାର, ରାଷ୍ଟ୍ରପତିଙ୍କଠୁ ଗ୍ରହଣ କଲେ ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ଯୁବ ବୈଜ୍ଞାନିକ ଡକ୍ଟର ଅମୀୟ କୁମାର ସାମଲଙ୍କୁ ନ୍ୟାସନାଲ ୟଙ୍ଗ ଜିଓସାଇଣ୍ଟିଷ୍ଟ ଆୱାର୍ଡ-୨୦୨୨ ବା ଜାତୀୟ ଯୁବ ଭୂ-ବିଜ୍ଞାନୀ ପୁରସ୍କାର ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲା ସମେତ ବଡ଼ଚଣା ମାଟି ପାଇଁ ଗର୍ବ ଆଣିଲେ ମାଟିର ପୁଅ ଅମୀୟ କୁମାର ସାମଲ। ରାଷ୍ଟ୍ରପତି ଭବନରେ…

ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଭୁବନେଶ୍ୱରକୁ ଶୀର୍ଷରେ ରଖିବା ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱଚ୍ଛ ସର୍ବେକ୍ଷଣ-୨୦୨୩ରେ ଭୁବନେଶ୍ୱର ସହର ଭାଗ ନେଇଛି । ଏହି ସର୍ବେକ୍ଷଣରେ ସମସ୍ତେ ସିଟିଜେନ ଫିଡବ୍ୟାକ ଦେଇ ଭୁବନେଶ୍ୱରକୁ  ୧ ନମ୍ବର କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଭିଡିଓ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ସମସ୍ତ ଭୁବନେଶ୍ୱରବାସୀଙ୍କୁ…

ବିଜେପିର ‘ଡେଙ୍ଗୁ’ ପ୍ରତିବାଦ, ବିଏମସି ଅଫିସ୍ ସମ୍ମୁଖ ରାସ୍ତା ଉପରେ ମଶାରୀ ଟାଣିଲେ

ଭୁବନେଶ୍ୱର: ଡେଙ୍ଗୁ ଜରରେ କମ୍ପୁଛି ଭୁବନେଶ୍ୱର । ଗଲାଣି ୨ ଜୀବନ । ରାଜଧାନୀରେ ଡେଙ୍ଗୁ କାୟା ବିସ୍ତା କରି ଚାଲିଥିବା ବେଳେ ପ୍ରଶାସନର ଅପାରଗତାକୁ ନେଇ ପ୍ରତିବାଦ କରିଛି ବିଜେପି । ମଙ୍ଗଳବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ, ଗତବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ…

‘ମୋଦିଜୀ..ଆପଣ ଯାହା କହିଲେ ବି ଆମେ ‘ଇଣ୍ଡିଆ’-ପ୍ରଧାନମନ୍ତ୍ରୀଙ୍କ କଟାକ୍ଷର ଏମିତି ଜବାବ ଦେଲେ ରାହୁଲ

ନୂଆଦିଲ୍ଲୀ:ମଣିପୁର ପ୍ରସଙ୍ଗକୁ ନେଇ ସଂସଦ ଅଚଳ ହୋଇ ପଡିଥିବାବେଳେ ଇଣ୍ଡିଆକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ସରକାର-ବିରୋଧୀ । ମୌସୁମୀ ଅଧିବେଶନ ଚାଲିଥିବାବେଳେ ମଙ୍ଗଳବାର ବସିଥିଲା ପ୍ରଥମ ସଂସଦୀୟ ଦଳ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଇଣ୍ଡିଆ‘କୁ ନେଇ ବିରୋଧୀଙ୍କୁ…

୨୪ ଘଣ୍ଟା ମଧ୍ୟରେ ଅବପାତ: ୨୯ ତାରିଖ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର:   ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆସନ୍ତାକାଲି ଅବପାତର ରୂପ ନେବାର ସମ୍ଭାବନା ରହିଛି ।  ଏହା ଉତ୍ତର-ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି  କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୯  ତାରିଖ ଯାଏ ପ୍ରବଳ…

ବିରୋଧୀଙ୍କ ‘ଇଣ୍ଡିଆ’କୁ ନେଇ ବର୍ଷିଲେ ମୋଦି; ନେଲେ ଇଷ୍ଟ ଇଣ୍ଡିଆ କମ୍ପାନୀ..ଇଣ୍ଡିଆନ ମୁଜାହିଦ୍ଦିନ ନାଁ

ନୂଆଦିଲ୍ଲୀ: ମଣିପୁର ଜଳୁଛି । ମଣିପୁର ତାତି ସଂସଦ ଭବନରେ ବି ଦେଖିବାକୁ ମିଳୁଛି । ଏମିତି ସ୍ଥିତିରେ ସରକାର ନିଜ ରଣନୀତି ତିଆରି କରିବାରେ ଲାଗି ପଡିଛନ୍ତି । ଆଜି ବିଜେପିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ଭଗବାନ ଶିବଙ୍କୁ ବିବାହ କଲେ ଯୁବତୀ, ହିନ୍ଦୁ ରୀତିନୀତି ଅନୁଯାୟୀ ପଡିଲା ହାତଗଣ୍ଠି

ଉତ୍ତରପ୍ରଦେଶ: ଲୀଳାମୟ ସିଏ । ସଂହାର କର୍ତ୍ତା ବି ସେ । କୁହନ୍ତି ଭଗବାନଙ୍କୁ ଯିଏ ଥରେ ପ୍ରେମ କରିବସେ ତା ପାଇଁ ସାରା ଦୁନିଆ ତୁଚ୍ଛ ମନେହୁଏ । ଆଉ ସେ ପରମେଶ୍ୱରଙ୍କ ସାନିଧ୍ୟ ଯିଏ ପାଇଛି ସେ କୃତାର୍ଥ ହୋଇଯାଇଛି । ଯାହାର ଏକ ଉଦାହରଣ ଏହି ୨୭ ବର୍ଷିୟା ଯୁବତୀ। ଯିଏ ସଂସାରର ମୟା ମୋହ…

ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

ବୌଦ୍ଧ: ଲାଞ୍ଚ ନେଇ ଧରା ପଡ଼ିଥିଲେ, ଏବେ ୩ ବର୍ଷ ଜେଲରେ କାଟିବେ । ବୌଦ୍ଧ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟର ପୂର୍ବତନ ସହକାରୀ ଯନ୍ତ୍ରୀ ଭାବଗ୍ରାହୀ ସାମନ୍ତରାୟଙ୍କୁ ଫୁଲବାଣୀ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୩ ବର୍ଷ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା…