Latest Odisha News

BREAKING NEWS

Browsing Category

ଗ୍ୟାଜେଟ୍ ଓ ଅଟୋମୋବାଇଲ

ଛାତ୍ରଛାତ୍ରୀଙ୍କ ପାଇଁ ଏସର ଲଞ୍ଚ କଲା ଲାପଟପ୍‌, ଦାମ୍ ୧୫ହଜାରୁ କମ୍

ନୂଆଦିଲ୍ଲୀ: ଏସର (Acer) ବଜେଟ ଫ୍ରେଣ୍ଡଲି ଲାପଟପ୍‌ ୨୦୨୫ Aspire 3 ଲାପଟପ୍‌କୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏସର Aspire 3 (2025) ଶୁକ୍ରବାର ଦିନ ଭାରତରେ ଲଞ୍ଚ କରାଯାଇଥିଲା । ଛାତ୍ରଛାତ୍ରୀ ଏବଂ ବଜେଟ୍ ସଚେତନ ଉପଭୋକ୍ତାମାନଙ୍କ ପାଇଁ ପାଇଁ ଏହା ଏକ ସୁଲଭ ଲାପଟପ୍ । ଏହି ଲାପଟପ୍‌…

ଫେବୃଆରୀ ପହିଲାରୁ ମାରୁତି ଗାଡି ହେବ ମହଙ୍ଗା

ନୂଆଦିଲ୍ଲୀ: ଯଦି ଆପଣ ଆଗାମୀ ମାସରେ ଏକ ନୂଆ କାର କିଣିବାକୁ ଯୋଜନା କରୁଛନ୍ତି,ତେବେ ଆପଣଙ୍କ ପାଇଁ ରହିଛି ଦୁଃଖ ଖବର । ଦେଶର ସର୍ବବୃହତ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଫେବୃଆରୀ୧ ରୁ ନିଜର ଗାଡିର ଦର ବୃଦ୍ଧି କରିବାକୁ ଯାଉଛି। ବିଭିନ୍ନ ମଡେଲ ଉପରେ ଦରବୃଦ୍ଧି ୩୨,୫୦୦ ଯାଏଁ…

ଏବେ ଆଇଫୋନରେ କାମ କରିବ ଟ୍ରୁକଲର୍

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ମଧ୍ୟରେ ଟ୍ରୁକଲର୍ ଆପ୍ ଏକ ଲୋକପ୍ରିୟ ଆପ୍ । ଏହି ଫିଚର ଆଇଫୋନରେ ଉପଲବ୍ଧ ନଥିଲା କିନ୍ତୁ କମ୍ପାନୀ ବୁଧବାର ଦିନ ଘୋଷଣା କରିଛି ଯେ ବର୍ତ୍ତମାନ iOS ୟୁଜର୍ସମାନେ ମଧ୍ୟ ଏହି ଫିଚର୍ସ ବ୍ୟବହାର କରିପାରିବେ । ଏହି ନୂଆ ଫିଚର ଦ୍ବାରା ଆଇଫୋନ ୟୁଜର…

୨୦୨୮ ସୁଦ୍ଧା ବଜାରକୁ ଆସିବ ଫ୍ଲାଇଙ୍ଗ୍ ଟ୍ୟାକ୍ସି

ନୂଆଦିଲ୍ଲୀ: ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ଅଟୋ ସେକ୍ଟର କମ୍ପାନୀଗୁଡିକ ଅନେକ କାର, ସ୍କୁଟର, ସୋଲାର ଇଭି ଲଞ୍ଚ କରିଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଏରୋସ୍ପେସ୍ ଷ୍ଟାର୍ଟଅପ୍ କମ୍ପାନୀ ସରଲା ଆଭିଏସନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ​​। ଭାରତ ଏକ୍ସପୋରେ ଏହି କମ୍ପାନୀ ଏକ…

ଦେଶର ପ୍ରଥମ ସୌରଶକ୍ତି ଚାଳିତ କାର୍‌ ହେଲା ଲଞ୍ଚ , ପ୍ରାଇସ ବହୁତ କମ୍

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ମେଗା ଅଟୋ ଏକ୍ସପୋରେ ଭାରତରେ ନିର୍ମିତ ପ୍ରଥମ ସୌରଚାଳିତ କାର୍‌ ଲଞ୍ଚ ହୋଇଛି । ଭେଭି ମୋବିଲିଟି (Vayve Mobility) ଏହି କାର ବିକ୍ରି ପାଇଁ ଲଞ୍ଚ କରିଛି । ଏହ କାର୍ ର ନଁ ହେଲା ଭେଭି ଇଭା (Vayve Eva)। ୩ଟି ଭାରିଆଣ୍ଟ୍‌ରେ ଏହି…

ଭାରତରେ ଲଞ୍ଚ ହେଲା 2025 Honda Dio, ଏହାର ମୂଲ୍ୟ ଜାଣନ୍ତୁ..

ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ନିଜର ଲୋକପ୍ରିୟ ସ୍କୁଟର ଡିଓର ଏକ ନୂତନ ମଡେଲ ଲଞ୍ଚ କରିଛି । କମ୍ପାନୀ ଏହାର ନୂଆ ସ୍କୁଟର ହୋଣ୍ଡା ଡିଓ (2025 Honda Dio)କୁ ଅପଡେଟ୍‌ କରି ଲଞ୍ଚ କରିଛି । ଯାହାକୁ OBD2B ନିୟମ ଅନୁଯାୟୀ ଅପଡେଟ୍‌ କରାଯାଇଛି । ଏଥିରେ ଏକ…

ବଜାରକୁ ଆସୁଛି ଦୁନିଆର ସବୁଠାରୁ ପତଳା ସ୍ମାର୍ଟଫୋନ୍ !

ନୂଆଦିଲ୍ଲୀ: ଓପୋର ଆଗାମୀ ସ୍ମାର୍ଟଫୋନ୍ 'Oppo Find N5' କିଛି ଦିନ ହେବ ଖବରରେ ରହିଛି । ନିକଟରେ କମ୍ପାନୀ ସ୍ସଷ୍ଟ କରିଛି ଯେ,  ଫେବୃଆରୀରେ ଚାଇନାରେ ଏହା ଲଞ୍ଚ କରିବ। ଓପୋ ଦାବି କରିଛି ଯେ, Oppo Find N5 ଦୁନିଆର ସବୁଠାରୁ ପତଳା ଫୋଲଡେବଲ୍ ଫୋନ୍ ହେବ । ମନେକରାଯାଉଛି ଯେ ଫୋନକୁ…

ଜାନୁଆରୀ ୧୭ରେ ଭାରତରେ ଲଞ୍ଚ ହେବ ହୁଣ୍ଡାଇ କ୍ରେଟା ଇଲେକ୍ଟ୍ରକ କାର୍

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ହୁଣ୍ଡାଇର ଇଲେକ୍ଟ୍ରିକ୍ କ୍ରେଟାକୁ ଅପେକ୍ଷା କରିଛନ୍ତି, ତେବେ ଆପଣଙ୍କର ଅପେକ୍ଷାର ଅନ୍ତ ଘଟିଛି । ଏହି ମାସରେ 'ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ -2025'ରେ ମିଳିବ । କମ୍ପାନୀ ଏହି କାରକୁ ଜାନୁଆରୀ ୧୭ରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ‘ଭାରତ ମୋବିଲିଟି…

ଦମଦାର ଫିଚର୍ସ ସହ ଭାରତକୁ ଆସିଲା Xiaomi Pad 7, ଜାଣନ୍ତୁ ଦାମ୍ କେତେ..

ନୂଆଦିଲ୍ଲୀ: ଭାରତରେ ନୂଆ ଟାବଲେଟ୍‌ ଲଞ୍ଚ କରିଛି ସାଓମି । ଏହି Xiaomi Pad 7ରେ ଦମଦାର ଫିଚର୍ସ ରହିଛି । ସାଓମି ପ୍ୟାଡ 7ର ୩ ଟି ମଡେଲ ଅଛି । ୮GB RAM + ୧୨୮GB, ୮GB RAM + ୨୫୬GB ଏବଂ ୧୨GB RAM + ୨୫୬GB ରେ ଆସୁଛି । ଏହାର ବେସ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୨୬,୯୯୯ ଟଙ୍କା ଓ ଅନ୍ୟ…

ଚଳିତବର୍ଷ ଭାରତ ବଜାରରେ ୧୪ଟି ବାଇକ୍ ଲଞ୍ଚ କରିବ ‘ଡୁକାଟୀ’

ନୂଆଦିଲ୍ଲୀ: ଚଳିତ ବର୍ଷ ଡୁକାଟୀ କରିବ ଦମଦାର ଏଣ୍ଟ୍ରି । ଇଟାଲୀୟ ଦୁଇ ଚକିଆ ନିର୍ମାତା କମ୍ପାନୀ ଡୁକାଟୀ(Ducati) ଭାରତୀୟ ବଜାରରେ ୧୪ଟି ମୋଟରସାଇକେଲ ଲଞ୍ଚ କରିବାକୁ ଯାଉଛି। ନୂତନ ମଡେଲଗୁଡିକର ଶୁଭାରମ୍ଭ ସହିତ ବାଇକ୍ କମ୍ପାନୀ ଏହାର ଡିଲର ନେଟୱାର୍କକୁ ବିସ୍ତାର କରିବାକୁ ଯାଉଛି ।…