Latest Odisha News

BREAKING NEWS

Browsing Category

ଫ୍ୟାସନ

ବିଶ୍ୱକପ ଫୁଟବଲ: ଶକ୍ତିଶାଳୀ ଜର୍ମାନୀକୁ ୨-୦ ଗୋଲରେ ପରାସ୍ତ କଲା କୋରିଆ

ମସ୍କୋ : ଗତଥରର ଚାମ୍ପିୟନ ଜର୍ମାନୀକୁ ୩ ମିନିଟ ବ୍ୟବଧାନରେ ୨ଟି ଗୋଲ ସ୍କୋର କରି କୋରିଆ ବିଶ୍ୱର ସମସ୍ତ ଫୁଟବଲପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି । ଜର୍ମାନୀ ପ୍ରି-କ୍ୱାଟରଫାଇନାଲକୁ ଯିବାକୁ ଏହି ମ୍ୟାଚରେ ନିଶ୍ଚିତ ଭାବେ ଜିତିବାକୁ ଥିଲା । ମାତ୍ର ଅପେକ୍ଷାକୃତ କୋରିଆ ଦଳଠାରୁ ଶୋଚନୀୟ ଭାବେ…

ମହାପ୍ରଭୁଙ୍କ ସ୍ନାନଯାତ୍ରା: ସେନାପଟା ଲାଗି ନୀତି ପରେ ଗଜବେଶ ଲାଗି ଚଳଚଞ୍ଚଳ ଶ୍ରୀମନ୍ଦିର

ପୁରୀ: ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନକରିବେ । ଜଗତର ନାଥ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନ ମଣ୍ଡପରେ ୧୦୮ ଗରାରେ ସ୍ନାନ କରିବେ । ସ୍ନାନପୂର୍ଣ୍ଣିମାର ଅବ୍ୟବହିତ ପୂର୍ବରୁ ଥିବା ସେନାପଟା ଲାଗି ନୀତି ଶେଷ ହୋଇଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ପ୍ରଥମ…

ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ: ରାଜ୍ୟର ଅଧିକାଂଶ ସ୍ଥାନରେ ମୌସୁମୀ ସକ୍ରିୟ

ଭୁବନେଶ୍ୱର : ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି । ପାଣିପାଗ ବିଭାଗର ସୂଚନାନୁଯାୟୀ ରାଜ୍ୟରେ ସକ୍ରୀୟ ଥିବା ଏହି ଲଗାଣ ବର୍ଷା ଜୁଲାଇ…

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓଡ଼ିଶା ପହଞ୍ଚିଲେ: ପ୍ରେସମିଟରେ କଂଗ୍ରେସ ଓ ବିଜେଡ଼ିକୁ ଟାର୍ଗେଟ

ଭୁବନେଶ୍ୱର: କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଜୁବୀନ ଇରାନୀ ଭୁବନେଶ୍ୱରରେ ଏକ ଦିନିକିଆ ଗସ୍ତରେ ଆସି ପହଞ୍ଚିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ସକାଳ ୯ଟା ସମୟରେ ପହଞ୍ଚିବା ପରେ ସେ ସହିଦନଗର ସ୍ଥିତ ବୁଣାକାର ସେବାକେନ୍ଦ୍ରକୁ ଯାଇଥିଲେ । ପରେ…

ବିଶ୍ୱକପ ଫୁଟବଲ: ହ୍ୟାରୀ କେନଙ୍କ ହ୍ୟାଟ୍ରିକ ବଳରେ ପ୍ରି-କ୍ୱାର୍ଟର୍ ଫାଇନାଲରେ ଇଂଲଣ୍ଡ ଦଳ !

ମସ୍କୋ : ବିଶ୍ୱକପ ଏବେ ଖୁବ ଜମୁଛି । ସାରା ପଡ଼ିଆରେ ସବୁଦଳର ଖେଳାଳିମାନେ ଏବେ ଗୋଟିଏ ଗୋଲ୍ ଦେବାକୁ ପ୍ରତିପକ୍ଷ ଉପରେ ଯେନତେନ ଭାବେ ଆକ୍ରମଣ କରିଚାଲିଛନ୍ତି । ଦେଖାଯାଉଛି ପ୍ରତିମ୍ୟାଚରେ ଗୋଲସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସବୁ ଦଳକୁ ନିଜ ଦେଶର ଫ୍ୟାନମାନେ ବିଭିନ୍ନ ରଙ୍ଗରେ ସଜହୋଇ…

ବିବାହ ପୂର୍ବରୁ ଦୀପିକା-ରଣବୀର ଲଣ୍ଡନରେ କିଣିଲେ ବଙ୍ଗଳା !

ମୁମ୍ବାଇ : ଦୀପିକା-ରଣବୀରଙ୍କ ଲଭ୍ ଓ ରୋମାନ୍ସ ଏବେ ବିବାହରେ ପରିଣତ ହେବାକୁ ଯାଉଛି । ଏକଥା କାହାକୁ ଅଛପା ନୁହେଁ । ନଭେମ୍ବର ୧୦ ତାରିଖରେ ଉଭୟଙ୍କ ବିବାହ ତାରିଖ ପକ୍କା ହୋଇଛି । ବାହାଘର ବେଶ୍ ଧୁମଧାମରେ ହେବ ବୋଲି ବଲିଉଡ଼ରେ ଏବେ ଚର୍ଚ୍ଚା । କିନ୍ତୁ ଗୋଟିଏ ଶୁଣାକଥାକୁ ସ୍ୱୀକାର…

ବୈଜୟନ୍ତ ମିଶୁଛନ୍ତି ବିଜେପିରେ! ସମୀର-ବୈଜୟନ୍ତ ଭେଟଘାଟ୍ ରେ ରାଜନୀତି ସରଗରମ !

କଟକ/ଭୁବନେଶ୍ୱର : ବୈଜୟନ୍ତ ପଣ୍ଡା କିଛିଦିନ ପୂର୍ବରୁ ଲୋକସଭାରୁ ଇସ୍ତଫା ଦେଇଛନ୍ତି । ଏପରିକି ନିଲମ୍ବନ ହେବା ପରେ ସେ ମଧ୍ୟ ବିଜେଡ଼ିରୁ ଇସ୍ତଫା ଦେଇଥିବା କଥା ଅଛପା ନୁହେଁ । ତେବେ ଆଗକୁ ଆଉ କିଛି ମାସ ପରେ ନିର୍ବାଚନରେ ସେ କେଉଁ ଦଳକୁ ପ୍ରତିନିଧିତ୍ୱ କରିବେ ଏବଂ କେବେଠାରୁ ସେହି ଦଳରେ…

ଚାମ୍ପିୟନ୍ସ ଟ୍ରଫି ହକି: ଭାରତ ଠାରୁ ୪-୦ରେ ପାକିସ୍ତାନର ଲଜ୍ଜାଜନକ ପରାଜୟ

ବ୍ରେଦା: ଶେଷ ୧୦ ମିନଟରେ ୩ଟି ଗୋଲ ଦେଇ ଭାରତ ତା’ର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୪-୦ରେ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ରେ ପରାସ୍ତ କରିଛି । ଆଜି ହଲାଣ୍ଡର ବ୍ରେଦା ସହରରେ ଆରମ୍ଭ ହୋଇଥିବା ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା ଭାରତ ଓ…

ବଳ ଫେରୁଛି ମହାବଳର : ସାତକୋଶିଆରେ ବାଘର ଅବସ୍ଥା ଏବେ ସ୍ୱାଭାବିକ

ଅନୁଗୁଳ : ମହାବଳ ବାଘର ବଳ ଏବେ ଫେରି ଆସିଲାଣି । ସୁଦୂର ମଧ୍ୟପ୍ରଦେଶର ‘କାହ୍ନା’ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟରୁ ଓଡ଼ିଶାର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ଦୁଇଦିନ ହେବ ଆସିଥିଲା ଏକ ମହାବଳ ବାଘ । ଏବେ କିନ୍ତୁ ନିଶ୍ଚେତନ ଅବସ୍ଥାରୁ ସ୍ୱାଭାବିକ ଅବସ୍ଥାକୁ ଫେରିଛି ଓଡ଼ିଶାକୁ ଆଗନ୍ତ୍ୁକ ଏହି…

ଅନୁକୃତି ବାସ୍ ହେଲେ ‘ଫେମିନା ମିସ୍ ଇଣ୍ଡିଆ ୨୦୧୮’ ବିଜୟିନୀ

ମୁମ୍ବାଇ: ଏଫବିବି ‘ଫେମିନା ମିସ୍ ଇଣ୍ଡିଆ ୨୦୧୮’ ବିଜୟିନୀ ହୋଇପାରିଛନ୍ତି ତାମିଲନାଡୁର ସୁନ୍ଦରୀ ଅନୁକୃତି ବାସ୍ । ଫେମିନା ମିସ୍ ଇଣ୍ଡିଆ କଣ୍ଟେଷ୍ଟର ଏହି ୫୫ ତମ ସଂସ୍କରଣ ମୁମ୍ବାଇର ଏନଏସସିଆଇ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିଲା । ବିଜୟୀ ଘୋଷିତ ହେବାପରେ ୨୦୧୭ ମସିହାର ବିଜୟିନୀ ମାନୁଷୀ…