Latest Odisha News

BREAKING NEWS

Browsing Category

ଖାଦ୍ୟ

ଶୀତଦିନେ ଅଙ୍ଗୁର ଖାଇବା ଦ୍ୱାରା ମିଳିଥାଏ ଏହି ଫାଇଦା…..

ପ୍ରତ୍ୟେକ ଫଳରେ କିଛି ନା କିଛି ଗୁଣ ଲୁଚି ରହିଥାଏ । ତେଣୁ ଖାଇବାରେ ଫଳ ସାମିଲ କରିବାକୁ କେବେ ଭୁଲିବେନି  । ଅଙ୍ଗୁରରେ ଆପଣଙ୍କୁ ଭରପୂର ମାତ୍ରାରେ କ୍ୟାଲୋରୀ, ଫାଇବର, ଭିଟାମିନ୍‌-ସି ଏବଂ ଭିଟାମିନ୍‌-ଇ ରହିଛି । ତେବେ ଅଙ୍ଗୁର ଖାଇବା ଦ୍ୱାରା ଆମ ପୋଷକ ତତ୍ତ୍ୱ ଉପରେ ପ୍ରଭାବ ପକାଇଥାଏ …

ଉଷୁମ କ୍ଷୀରରେ ହଳଦୀ ପକାଇ ପିଅନ୍ତୁ….

ହଳଦିରେ ରୋଗ ପ୍ରତିରୋଧକ ଶକ୍ତି ରହିଛି  ।  ଆମ ଶରୀରର କୌଣସି ସ୍ଥାନ ଖଣ୍ଡିଆ ହୋଇଗଲେ ଆମେ ହଳଦି ପଟି ଲଗାଇଥାଆନ୍ତି । ଫଳରେ ଦରଜ, ବିନ୍ଧାରୁ ଉପଶମ ମିଳିଥାଏ । ଗୁଣକାରୀ ହଳଦି ଆମ ତ୍ବଚାର ସାଥି କହିଲେ ଭୁଲ ହେବନି। ତେବେ ଶୁଦ୍ଧ ହଳଦିରୁ ଅଧ ଚାମଚ ନେଇ ଉଷୁମ ଖିରରେ ମିଶାଇ ପିଇବା ଦେହ…

ଶୀତଦିନେ ଷ୍ଟ୍ରିଟ୍‌ ଫୁଡ୍‌…..

ବର୍ଷକ ପରେ ପୁଣିଥରେ ଶୀତ ଆସି ପହଞ୍ଚିଛି  । କୋହଲା ପାଗରେ ବାହାରକୁ ଯାଇ ବୁଲି ଆସିଲେ ଟିକେ ଭଲ ଲାଗେ  । ଆଉ ବାହାରକୁ ଗଲେ କିଛି ଗରମ ଜିନିଷ ଖାଇବାକୁ ମଧ୍ୟ ଇଚ୍ଛା ହୁଏ  । ଏହି ସମୟରେ ରାସ୍ତା କଡ଼ରେ ମିଳୁଥିବା ପାଟି ଟକଳିଆ ଖାଦ୍ୟ ସାଧାରଣତଃ ସମସ୍ତଙ୍କୁ ଲୋଭେଇ ଥାଏ  । ଆସନ୍ତୁ…

ଶୀତଦିନେ ତ୍ୱଚା ଶୁଷ୍କ ହୋଇଯାଉଛି କି ! କିପରି ରକ୍ଷା ପାଇବେ ଜାଣନ୍ତୁ…

ମହିଳା ମାନଙ୍କ ପ୍ରଥମ ଚିନ୍ତା ନିଜ ସୌନ୍ଦର୍ଯ୍ୟର ସୁରକ୍ଷା । ବର୍ତ୍ତମାନ ଶୀତଦିନେ ଶୁଷ୍କ ତ୍ବଚା ଏକ ମୁଖ୍ୟ ସମସ୍ୟା। ଏଣୁ ତ୍ବଚାର ଯତ୍ନ ନେବା ପାଇଁ କେତେପ୍ରକାର ଘରୋଇ ପ୍ୟାକ୍ ଲଗାଇପାରିବେ ନଚେତ୍ ବିଭିନ୍ନ ପ୍ରକାର ପାନୀୟ ପିଇପାରିବେ । ତେବେ ପାନୀୟ ଗୁଡ଼ିକ ହେଲା : ସକାଳୁ ଚା’ରେ…

ସକାଳ ଜଳଖିଆରେ ପ୍ରୋଟିନ୍‌ର ଆବଶ୍ୟକତା କ’ଣ ରହିଛି ଆସନ୍ତୁ ଜାଣିବା….

ନୂଆବର୍ଷର ଆରମ୍ଭରେ ସଭିଏଁ ପୁଣି ନିଜ ନିଜର ବର୍ଦ୍ଧିତ ଓଜନ ହ୍ରାସ କରିବାରେ ଲାଗି ପଡ଼ିଲେଣି  । ନିକଟରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ଅଧିକ ପ୍ରୋଟିନଯୁକ୍ତ ସକାଳ ଜଳଖିଆ ଖାଇଲେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ  । ତେଣୁ ଯେଉଁମାନେ ଜଳଖିଆରେ କେବଳ କର୍ଣ୍ଣଫ୍ଲେକ୍‌ସ ଖାଉଛନ୍ତି,…

ସୁନ୍ଦର ତ୍ୱଚା ପାଇଁ ହଳଦୀ..

ସକାଳୁ ଉଠିଲେ ମହିଳା ମାନଙ୍କ ପ୍ରଥମ ଚିନ୍ତା ନିଜ ସୌନ୍ଦର୍ଯ୍ୟର ସୁରକ୍ଷା  । ବୟସ ତ ବଢ଼ିବ କିନ୍ତୁ ତା’ ସତ୍ତ୍ୱେ କିପରି ନିଜର ସୁନ୍ଦରତା ବଜାୟ ରଖିପାରିବେ ସେନେଇ ସଭିଏଁ ତତ୍ପର  । ଏମିତି ତ ପ୍ରତ୍ୟେକ ଶୁଭ କାମରେ ହଳଦୀର ବ୍ୟବହାର କଥା ଆମେ ସମସ୍ତେ ଜାଣୁ  । ଏତଦ୍‌ବ୍ୟତୀତ ହଳଦୀର…

କେଶ ଓ ଚର୍ମ ପାଇଁ ଲାଭଦାୟକ କଲରା …

ସାଧାରଣତଃ କଲରା ଖାଇବାକୁ କେହି ପସନ୍ଦ କରିନଥାନ୍ତି  । କଲରା ନାଁ ଶୁଣିଲେ ଅଧିକାଂଶ ଲୋକେ ନାକ ଟେକିଥାନ୍ତି ।କାରଣ କଲରାର ସ୍ୱାଦ ପିତା ଲାଗିଥାଏ ।  କିନ୍ତୁ କଲରାରେ ରହିଛି ଅନେକ ଫାଇଦା… କଲରା କେଶ ଓ ଚର୍ମ ପାଇଁ ଲାଭକାରୀ ହୋଇଥାଏ ଆସନ୍ତୁ ଜାଣିବା … ଚର୍ମ ସଂକ୍ରମଣରୁ ବଞ୍ଚାଇ ଥାଏ…

ଦାନ୍ତବିନ୍ଧା ଦୂର କରେ ଲବଙ୍ଗ ଚା’…

ସାଧାରଣତଃ ଚା’ ସମସ୍ତଙ୍କର ପସନ୍ଦ  । ଶୀତଦିନେ ଟିକିଏ ଅଧିକା ଚା’ ପିଇବାକୁ ସମସ୍ତେ ଭଲପାଇଥାନ୍ତି  । ଥଣ୍ଡା, ସର୍ଦି ହେବା ଏକ ସାଧାରଣ ସମସ୍ୟା। ସେଥିରୁ ଉପଶମ ପାଇବାକୁ କେତେଜଣ ଅଦା ଚା’ ପିଇଥାନ୍ତି । ଚା’ରେ ଅଦାରସ ସହ ଲବଙ୍ଗକୁ ଗୁଣ୍ଡ କରି ମିଶାଇ ପିଅନ୍ତୁ ଦେଖିବେ । ଚା’ର ସ୍ବାଦ ବେଶ୍…

ସିଝା ବାଦାମ ଖାଇବା ଦ୍ୱାରା ଏହି ସବୁ ରୋଗ ଦୂର ହୋଇଥାଏ….

ବାଦାମ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି ।  କିଛି ଲୋକ ଭାଜି ଖାଆନ୍ତି ତ କେହିକେହି ତେଲରେ ଛାଣି ଖାଇବାକୁ ଭଲପାଆନ୍ତି। ଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବାଦାମକୁ ସିଝାଇ ଖାଇବା ସ୍ୱାସ୍ଥ୍ୟପାଇଁ ଲାଭଦାୟକ  । -ବାଦାମକୁ ସିଝାଇ ଖାଇବା ଦ୍ବାରା ଶରୀରରେ ରକ୍ତର ଅଭାବ ହୋଇନଥାଏ।…

ସୁସ୍ଥ ରଖିବା ସହ ଓଜନ ହ୍ରାସ କରେ ଟମାଟୋ ସୁପ୍‌‌….

ଶିତଦିନେ ପ୍ରାୟତଃ ନିଜ ଶରୀର ପ୍ରତି ଅଧିକ ଧ୍ୟାନ ଦେଇନଥାନ୍ତି  । ନିଜ ଖାଦ୍ୟପେୟ ପ୍ରତି ସଚେତନ ନହେବା ଦ୍ବାରା ଶରୀର ଅସୁସ୍ଥ ହୋଇଯାଏ  । ତେବେ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟରେ ଟମାଟୋ ସାମିଲ କରିବା ନିହାତି ଜରୁରୀ  । ଟମାଟୋ ସୁପ୍‌‌ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ…