Latest Odisha News

BREAKING NEWS

Browsing Category

ଖାଦ୍ୟ

ଗଇଁଠା ପିଠା

ଭୁବନେଶ୍ୱର: ଓଡ଼ିଶାର ଘରେ ଘରେ ବାରମାସରେ ତେର ଓଷା ପାଳନ ହୁଏ । ଓଷାବ୍ରତର ଅନ୍ୟ ନାମ ପିଠାପଣା ହୋଇଥାଏ। ଓଷାବ୍ରତ ହେଲା ମାନେ ରୋଷେଇ ଘରୁ ଛୁଟି ଆସେ ନାନାଦି ପିଠାର ମହକ । ତାହା ମଧ୍ୟରୁ ଗଇଁଠା ପିଠା ଅନ୍ୟତମ । ଜାଣନ୍ତୁ ଏହି ପିଠାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ…

ମଧୁମେହ ରୋଗର ନିଶ୍ଚିତ ପ୍ରତିକାର ରହିଛି ଏହି ପରିବାରେ !

ଭୁବନେଶ୍ୱର: କଥାରେ ଅଛି ଯାହା ପାଟିକୁ ପିତା ତାହା ଦେହକୁ ହିତ । କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ ପରି କାର୍ଯ୍ୟ କରିଥାଏ । କଲରାରେ ଆଇରନ୍‌, ମାଗ୍ନେସିୟମ ଏବଂ ଭିଟାମିନ୍‌-ସି…

ସାବଧାନ ! ରାତିରେ ନଖାଇ ଶୋଉଥିଲେ ହୋଇପାରେ ଏହିସବୁ ରୋଗ

କୌଣସି କାରଣ ବଶତଃ ଆପଣ ଯଦି ରାତିରେ ନଖାଇ ଶୋଉଛନ୍ତି , ଆଉ ଏହା ଆପଣଙ୍କ ପାଇଁ ନୀତିଦିନିଆ କଥା ହୋଇଗଲାଣି, ତେବେ ବେଳ ଥାଉ ଥାଉ ସାବଧାନ ହୋଇ ଜାଆନ୍ତୁ । ଜାଣି ରଖନ୍ତୁ ଏହା ଦ୍ୱାରା କଣ ସବୁ ରୋଗ ହୋଇଥାଏ: ୧) ଶୋଇବାରେ ଅସୁବିଧା ଖାଲି ପେଟରେ ଶୋଇବା ଦ୍ୱାରା ଅଧା ରାତିରେ ଆପଣଙ୍କ…

ଜାଣନ୍ତୁ, କିପରି ଚିହ୍ନିବେ ଅସଲି ମହୁ !

ଭୁବନେଶ୍ୱର: ଆଜିର ସମୟରେ ପ୍ରାୟତଃ ସବୁ ଜିନିଷର ନକଲ ବଜାରକୁ ଆସିଗଲାଣି । ଡାଲି ଚାଉଳ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ଗୁଡିକର ଅବିକଳ ନକଲି ଜିନିଷ ବଜାରରେ ମିଳୁଛି । ଯାହାକୁ ଚିହ୍ନିବା ଏକ ପ୍ରକାରର ମୁସ୍କିଲ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମହୁ ଭଳି ଏକ ଉପକାରୀ ସାମଗ୍ରୀ…

ଘରୁ ବାହାରକୁ ଯିବା ପୂର୍ବରୁ କାହିଁକି ଖାଆନ୍ତି ଦହି-ଚିନି, ଜାଣନ୍ତୁ

ଭୁବନେଶ୍ୱର: କୌଣସି କାମ ସଫଳ ହେବାରେ ବାଧା ସୃଷ୍ଟି ହେଉଥିଲେ ଘରୁ ବାହାରିବା ପୂର୍ବରୁ ଦହି-ଚିନି ଖାଇ ଯିବାକୁ ଜ୍ୟେଷ୍ଠ ଲୋକ ମାନେ ପରାମର୍ଶ ଦିଅନ୍ତି । ବାହାରକୁ ଯିବା ପୂର୍ବରୁ ଦହି-ଚିନି ଖାଇ ଗଲେ ନହେଉଥିବା କାମ ବି ହୋଇଯାଏ ବୋଲି ବିଶ୍ୱାସ ରହିଛି । ଏହି ପୁରାତନ ଲୋକକଥାକୁ ଆଜିବି ଆମେ…

ଜାଣନ୍ତୁ, ବ୍ରତ-ଉପବାସରେ କାହିଁକି ପିଆଜ ରସୁଣ ମନା

ଭୁବନେଶ୍ୱର: ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ବିଭିନ୍ନ ପର୍ବ ପର୍ବାଣିରେ ଉପବାସ ରହିବାର ପ୍ରଥା ମାନ ରହିଛି । ଦେବାଦେବୀଙ୍କୁ ଆରାଧନା କରିବାର ଏହା ମଧ୍ୟ ଏକ ମାର୍ଗ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ତେବେ କିଛି ଲୋକ ନିର୍ଜଳା ଉପବାସ ରହୁଥିବା ବେଳେ କିଛି ଫଳମୂଳ ଆହାର କରି ଉପବାସ…

‘ସିଲଭର ଫୟଲ’ ଲାଗିଥିବା ମିଠା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ, ଜାଣନ୍ତୁ

ଭୁବନେଶ୍ୱର: ଏବେ ପାର୍ବଣର ମାହୋଲ । ଚାରିଆଡେ ଆନନ୍ଦ ଓ ଉଲ୍ଲାସର ବାତାବରଣ । ପୂଜାପାଠ ଠାରୁ ଆରମ୍ଭ କରି ଖାଇବା ପିଇବା ସବୁଥିରେ ସ୍ଵତନ୍ତ୍ରତାର ଝଲକ ବେଶ୍ ବାରି ହୋଇ ପଡୁଛି । ପୂଜାକୁ ନଜରରେ ରଖି ସହରର ବିଭିନ୍ନ ମିଠା ଦୋକାନ ମାନଙ୍କରେ ଭଳିକି ଭଳି ମିଠା ବିକ୍ରି ହେଉଥିବାର ନଜରକୁ…

ଉପବାସ ପରେ କେଉଁସବୁ ଖାଦ୍ୟ ଖାଇବା ଉଚିତ, ଜାଣନ୍ତୁ

ଭୁବନେଶ୍ୱର: ପାର୍ବଣର ଏହି ସମୟରେ ଅନେକ ଲୋକ ବ୍ରତ ଏବଂ ଉପବାସ ରଖିଥାନ୍ତି। ମାଆଙ୍କ ନବରାତ୍ର ଉପାସ ମଧ୍ୟ ଏହା ମଧ୍ୟରେ ପଡୁଛି । ତେବେ ଉପବାସ ଶେଷ କରି ଖାଇବା ସମୟରେ କିଛି ଜିନିଷ ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ, ଯାହା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ। ପ୍ରଚୁର…

ଓଡ଼ିଆ ଘରର ସୁଆଦିଆ ‘ଆରିସା ପିଠା’ର ଇତିହାସ ଓ ପ୍ରସ୍ତୁତି ପ୍ରଣାଳୀ

ଭୁବନେଶ୍ୱର: ଓଡ଼ିଆ ଘରର ପିଠା ମାନଙ୍କ ମଧ୍ୟରେ ଆରିସା ପିଠାର ରହିଛି ସ୍ୱତନ୍ତ୍ର ପରିଚୟ । ଏହାର ରଙ୍ଗ ଓ ବାସ୍ନାରେ ହିଁ ଖାଇବାବାଲାର ପାଟିରୁ ଲାଳ ବୋହି ଆସେ । ଏହା ପ୍ରାୟତଃ ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଏହା ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ…

ଓଡ଼ିଶାର ପ୍ରସିଦ୍ଧ ମିଠା ‘ଛେନାମୁଡୁକି’ର ପ୍ରସ୍ତୁତି ପ୍ରଣାଳୀ

ଓଡ଼ିଶାର ପ୍ରସିଦ୍ଧ ମିଠା ମାନଙ୍କ ମଧ୍ୟରୁ ଛେନାମୁଡୁକି ଅନ୍ୟତମ । ନିଆରା ଓ ସ୍ଵାଦିଷ୍ଟ ଛେନା ମୁଡୁକି ପାଇଁ ଓଡ଼ିଶାର ଭଦ୍ରକ ଜିଲ୍ଲାର ରହିଛି ବିଶେଷ ନାଁ । ଜାଣନ୍ତୁ ଘରେ ଏହାକୁ କିପରି ପ୍ରସ୍ତୁତ କରିବେ.... ଆବଶ୍ୟକୀୟ ସାମଗ୍ରୀ: ପନିର ୨୦୦ଗ୍ରାମ ଚିନି- ୩୫୦ ଗ୍ରାମ ପାଣି- ୩ କପ…