Latest Odisha News

BREAKING NEWS

Browsing Category

ଖାଦ୍ୟ

ଚକଲେଟ ଭଲ କରିବ କ୍ୟାନସର !

ଭୁବନେଶ୍ୱର: ପିଲାଠାରୁ ବୁଢ଼ା ଚକଲେଟ ସମସ୍ତଙ୍କର ଅତିପ୍ରିୟ । ଚକଲେଟ ଖାଇବା ପାଇଁ କିଏ ବା ଭଲନପାଏ । ଆପଣ ଯଦି ଚକଲେଟ ଖାଇବାକୁ ପସନ୍ଦ କରୁଥାନ୍ତି ତେବେ ଜାଣି ରଖନ୍ତୁ ଏଥିରୁ କଣ ସବୁ ଫାଇଦା ମିଳେ ... ମାତ୍ର ମନେ ରଖନ୍ତୁ ଯେକୌଣସି ଜିନିଷ ଦରକାରଠୁ ଅଧିକ ସ୍ୱାସ୍ଥ୍ୟ ପକ୍ଷେ…

ଆଜିଠାରୁ ବନ୍ଦ କରନ୍ତୁ ଖାଲି ପେଟରେ ଚା’ ପିଇବା, ନହେଲେ ହୋଇପାରେ ଏହିସବୁ ରୋଗ

ଭୁବନେଶ୍ୱର: ଆମ ଦୈନନ୍ଦିନ ଜୀବନରେ ଚା' ଏକ ଅଭିନ୍ନ ଅଙ୍ଗ ହୋଇ ସାରିଛି । ଅନେକ ଲୋକ ଚା' ପିଇ ନିଜ ଦିନର ଆରମ୍ଭ କରିବାକୁ ପସନ୍ଦ କରନ୍ତି । ଚା' ପିଇବା ଦ୍ୱାରା ସେମାନଙ୍କୁ ଫୁର୍ତ୍ତି ଲାଗୁଥିବା କହନ୍ତି ।ଆପଣ ଯଦି ଖାଲି ପେଟରେ ଚା' ପିଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଆସନ୍ତୁ ଜାଣିବା…

ମିଠା ଖାଇଲେ ହୋଇନଥାଏ ଡାଇବେଟିସ !

ଭୁବନେଶ୍ୱର: ଅନେକ ସମୟରେ ଆମେ ଲୋକଙ୍କୁ କହୁଥିବାର ଶୁଣିଥିବା ଅଧିକ ମିଠା ଖାଇଲେ ଡାଇବେଟିସ ହୋଇଥାଏ । ପ୍ରକୃତରେ ମିଠା ଖାଇଲେ ମଧୁମେହ ରୋଗ ହୋଇନଥାଏ । ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଯେଉଁମାନଙ୍କୁ ଏହି ରୋଗ ହୋଇନାହିଁ ସେମାନେ ମିଠା…

ପ୍ରତ୍ୟେକ ଦିନ ଖାଆନ୍ତୁ ୫ ଟି କାଜୁ, ମିଳିବ ଏହିସବୁ ଫାଇଦା !

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ସତେ ଯେପରି ଆମେ ଭୁଲି ଗଲେଣି। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ସାଙ୍ଗକୁ କମ୍ ପାଣି ପିଇବା ଦ୍ୱାରା ଆମେ ନାନାଦି ରୋଗର ଶିକାର ହେଉଛନ୍ତି । ସମସ୍ୟାଥିଲେ ଏହାର ସମାଧାନ ମଧ୍ୟ ନିଶ୍ଚିତ ରହିଛି। ତେବେ ବ୍ୟସ୍ତତା ମଧ୍ୟରେ…

ଶୀତଦିନରେ ଏହିସବୁ ଖାଦ୍ୟ ଆପଣଙ୍କୁ ରଖିବ ରୋଗମୁକ୍ତ !

ଭୁବନେଶ୍ୱର: ଶୀତଦିନ ଆରମ୍ଭ ହେବା ମାତ୍ରେ ନାନାଦି ସଂକ୍ରମଣ ଜନିତ ସମସ୍ୟା ମଧ୍ୟ ଆରମ୍ଭ ହୋଇଯାଇଥାଏ। ଋତୁ ପରିବର୍ତ୍ତନର ପ୍ରଭାବ ସର୍ବପ୍ରଥମେ ଛୋଟ ପିଲା ଏବଂ ବୟସ୍କମାନଙ୍କ ଉପରେ ପଡ଼ିଥାଏ। ତେବେ ଏସବୁରୁ ବଞ୍ଚିବା ପାଇଁ ଏବଂ ଶୀତ ଋତୁରେ ଫିଟ୍ ଓ ସୁସ୍ଥ ରହିବା ପାଇଁ ଆପଣଙ୍କୁ କିଛି…

ସ୍ୱାସ୍ଥ୍ୟ ପାଇଁ ହିତକର ସୁପ୍

ଭୁବନେଶ୍ୱର: ପାଟିକୁ ସୁଆଦିଆ ଲାଗୁଥିବା ସମସ୍ତ ଖାଦ୍ୟ ଦେହ ପାଇଁ ଖରାପ ତାହା ଭାବିବା ଭୁଲ । ସେହିଭଳି ପାଟି ସୁଆଦିଆ ଓ ଶରୀର ପାଇଁ ହିତକରକ ହେଉଛି ସୁପ୍ । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରରେ ମଧ୍ୟ ବିଭିନ୍ନ ପ୍ରକାରର ସୁପ୍ ବିକ୍ରି ହୋଇଥାଏ। କିନ୍ତୁ ବଜାରରେ ବିକ୍ରି ହେଉଥିବା…

ଖାଲି ପେଟରେ ଖାଆନ୍ତୁ ଖଜୁରୀ, ମିଳିବ ଏହିସବୁ ଫାଇଦା…

ଭୁବନେଶ୍ୱର: ଖାଳି ପେଟରେ ଖଜୁରୀ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ବୋଲି ଏକ ଗବେଷଣାରୁ ପ୍ରମାଣ ହୋଇଛି । ଖାଲି ପେଟରେ ନିୟମିତ ଖଜୁରୀ ଖାଇବା ଦ୍ୱାରା ଚମତ୍କାରୀ ଲାଭ ମିଳିଥାଏ । ଖଜୁରୀରେ ପର୍ଯ୍ୟାପ୍ତ ପରିମାଣରେ ପୋଟାସିୟମ ରହିଛି। ଏହା ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରି…

ଲେମ୍ବୁ ଚିପୁଡ଼ି ଫୋପାଡ଼ି ଦେଉଛନ୍ତି କି?; ଜାଣନ୍ତୁ କେଉଁ ଉପକାରରେ ଲାଗେ ଚୋପା !

ଭୁବନେଶ୍ୱର: ଆମ୍ଭେମାନେ ସାଧାରଣତଃ ଲେମ୍ବୁ ଖାଇବା ପରେ ତା’ର ଚୋପାକୁ ଫୋପାଡ଼ି ଦେଇଥାଆନ୍ତି। ହେଲେ ଲେମ୍ବୁ ଚୋପାରୁ ମିଳୁଥିବା ଉପକାରୀତା ବିଷୟରେ ଶୁଣିଲେ ନିଶ୍ଚିତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣନ୍ତୁ ଲେମ୍ବୁ ଚୋପାର ବ୍ୟବହାର ସମ୍ପର୍କରେ- ଲେମ୍ବୁ ଚୋପାକୁ ପେଷ୍ଟ କରି ନଖରେ…

ଦୈନିକ କିଛି ପେଜ ପିଅନ୍ତୁ ଫିଟ୍ ରୁହନ୍ତୁ; କିପରି ପାଇପାରିବେ ଅଦ୍ଭୁତ ଉପକାର ଜାଣନ୍ତୁ…

ଭୁବନେଶ୍ୱର: ପେଜ ଆମ ଶରୀର ପାଇଁ ବହୁତ ଉପକାରୀ । ଏଥିରେ ଥିବା କାର୍ବୋହାଇଦ୍ରାଟେ ଶରୀରରେ ଶକ୍ତି ଵୃଦ୍ଧି କରିଥାଏ । ଏହାକୁ ସକାଳ ସମୟରେ ପିଇବା ଶରୀର ପକ୍ଷେ ଭଲ । ପେଜରେ ଫାଇବର ଭରପୁର ରହିଛି । ଏହା ମେଟାବୋଲିଜମି କୁ ବୃଦ୍ଧି କରାଇଥାଏ । ଏହା ପାଚନ ର ତନ୍ତ୍ର କୁ ସୁଦୃଢ କରିଥାଏ ।…

ପୁଷ୍ଟିବର୍ଦ୍ଧକ ମାଛ; ନିୟମିତ ଖାଇଲେ ମିଳିବ ଏହିସବୁ ଫାଇଦା !

ଭୁବନେଶ୍ୱର: ମାଛ ଏକ ପୁଷ୍ଟିକର ଖାଦ୍ୟ। ଏଥିରେ ଅନେକ ପୋଷକତତ୍ତ୍ୱ ଭରି ରହିଛି । ସୁସ୍ଥ ଶରୀର ପାଇଁ ଭୋଜନରେ ମାଛ ସାମିଲ କରିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ମାଛରେ ପ୍ରୋଟିନ୍, ଓମେଗା-୩ ଫ୍ୟାଟି ଏସିଡ ରହିଥାଏ। ଯାହା ଅନେକ ରୋଗରୁ ଦୂରେଇ ରଖିବା ସହ ଶରୀର ପାଇଁ ଅତ୍ୟନ୍ତ…