Latest Odisha News

BREAKING NEWS

Browsing Category

ଖାଦ୍ୟ

ଲିଭରକୁ ସୁସ୍ଥ ରଖେ ତାଜା ‘ଆଖୁରସ’

ଭୁବନେଶ୍ବର: ଖରାଦିନ ଆସିଲେ ରାସ୍ତାକଡରେ ଆଖୁରସ ବିକ୍ରି ହେବା ଆରମ୍ଭ ହୋଇଯାଏ । ଜାଣିଛନ୍ତି ଏହି ଆଖୁରସ ଶରୀରକୁ ଥଣ୍ଡା ରଖେ । ଏଥିସହ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ବଢାଇଥାଏ । ଆଖୁ ରସରେ ଫ୍ୟାଟ୍ ବହୁତ କମ୍ ରହିଥାଏ । କେବଳ ଏତିକି ନୁହେଁ ଆଖୁରସ ପିଇଲେ ଅନେକ ଲାଭ ମିଳିଥାଏ…

ସକାଳ ଜଳଖିଆରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ…

ଭୁବନେଶ୍ଵର: ସକାଳ ଜଳଖିଆ ବା ବ୍ରେକ୍‌ଫାଷ୍ଟ୍‌କୁ ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ ଭାବରେ ବିବେଚନା କରାଯାଏ। ସାରା ରାତି ଶୋଇବା ପରେ ଆମ ଶରୀରକୁ ସକାଳେ ପୋଷକ ତତ୍ତ୍ୱର ଆବଶ୍ୟକ ହୁଏ ଏବଂ ଏକ ଭଲ ଜଳଖିଆ ହିଁ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇଥାଏ। ଏହି କାରଣରୁ ଜଳଖିଆ ସୁସ୍ଥ…

ବରକୋଳିରେ ଏତେ ଚମତ୍କାରିତା? ଏହାକୁ ଖାଇଲେ ତ୍ୱଚା ଚମକିବା ସହ ଓଜନ କମିବ

ଉଜ୍ଜ୍ୱଳ ତ୍ୱଚା ସମସ୍ତଙ୍କୁ ପସନ୍ଦ। ଏହାକୁ ନେଇ ବର୍ତ୍ତମାନର ଯୁବପିଢ଼ି ବେଶ୍‌ ଚିନ୍ତିତ ଏବଂ ଯତ୍ନବାନ ମଧ୍ୟ। ଏଥିଲାଗି ଅନେକେ ବଜାରରେ ମିଳୁଥିବା ମହଙ୍ଗା ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି। ଅନେକ ସମୟରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଜର ଆସିଥାଏ। ଏସବୁ ସ୍ଥଳେ ଯଦି…

ଏଥର ହୋଲିରେ ଘରେ କରନ୍ତୁ ସୁସ୍ଵାଦୁ ଜିଲାପି…

ଭୁବନେଶ୍ଵର: ପାଖେଇ ଆସିଲାଣି ହୋଲି । ଘରେ ଘରେ ବାସିବ ପିଠା ମିଠାର ବାସ୍ନା । ଭଳିକି ଭଳି ପିଠା ମିଠାରେ ପୁରି ଉଠିବ ଗାଁ ଦାଣ୍ଡ । ଗାଁ ଦାଣ୍ଡରେ ଭୋଗ ଖାଇବେ ଦୋଳ ଗୋବିନ୍ଦ । ରଙ୍ଗର ଉତ୍ସବକୁ ଆହୁରି ସ୍ଵାଦ ଯୁକ୍ତ କରିବାକୁ ଏଥର ଘରେ ବନାନ୍ତୁ ଏହି ସ୍ଵାଦିଷ୍ଟ ଜିଲାପି । ଦେଖିବାକୁ ଯେମିତି…

ଏହି ଭିଟାମିନ୍ ଅଭାବରୁ ଆସେ ଆତ୍ମହତ୍ୟା କରିବାରର ଚିନ୍ତା, ହୋଇଯାନ୍ତୁ ସାବଧାନ

ଯେତେବେଳେ ଜଣେ ସବୁ ପ୍ରକାର ଆଶା ଛାଡ଼ି ଦେଇଥାଏ, ସେ ଆତ୍ମହତ୍ୟା ଶେଷ ବାଟ ବାଛି ନେଇଥାଏ । ସେ ଭାବି ନେଇଥାଏ ଯେ ଆତ୍ମହତ୍ୟାକୁ ଏକମାତ୍ର ସମାଧାନ । ହେଲେ ଆପଣ ଜାଣନ୍ତି କି ମଣିଷ ମସ୍ତିଷ୍କ, ଯାହାକୁ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଏବଂ କମ୍ପ୍ୟୁଟରଠାରୁ ଦ୍ରୁତ ବୋଲି ବିବେଚନା…

ଏକ ମାସ ଧରି ପିଅନ୍ତୁ କିସମିସ୍ ପାଣି, ଶରୀରରେ ହେବ ଅହେତୁକ ପରିବର୍ତ୍ତନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ କିଛି ନା କିଛି ରୋଗର ଶିକାର ହେଉଛନ୍ତି । କାରଣ ବର୍ତ୍ତମାନ ଲୋକେମାନେ ଯେଉଁସବୁ ଖାଦ୍ୟ ଖାଉଛନ୍ତି ତାହା ଶରୀରକୁ ବହୁତ ଖରାପ କରିଦେଉଛି । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ବାହାର ଯେଉଁସବୁ ଖାଦ୍ୟ ମିଳୁଛି ଅର୍ଥାତ୍ ଫାଷ୍ଟଫୁଡ୍ ଜାତୀୟ…

ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ ପନୀର ଟିକ୍କା

ଭୁବନେଶ୍ଵର: ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ…

ଦହିବରା ଆଳୁଦମ୍ ଦିବସ: ଘରେ ବନାନ୍ତୁ ଚଟପଟା ଦହିବରା….

ଭୁବନେଶ୍ଵର: ଆଜି ହେଉଛି ଦହିବରା ଆଳୁଦମ୍ ଦିବସ। ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ ପାଳନ କରାଯାଉଛି। ଦହିବରା ଆଳୁଦମ୍‌ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ହେଲେ କଟକରେ ମିଳୁଥିବା ଦହିବରା ଆଳୁଦମ୍‌ର ସୁଆଦ ଟିକେ ନିଆରା।…

କାକୁଡି କେଉଁ ସମୟରେ ଖାଇବା ଭଲ ?

ଭୁବନେଶ୍ବର: ଗ୍ରୀଷ୍ମ ଋତୁରେ କାକୁଡି ଆମ ଖାଇବାରେ ସାମିଲ କରିଥାଉ । ଏହା କେବଳ ଶରୀରକୁ ହାଇଡ୍ରେଟିଂ କରି ନଥାଏ ଏହା ପୋଷକତତ୍ତ୍ବରେ ମଧ୍ୟ ପରିପୂର୍ଣ୍ଣ । ଓଜନ ହ୍ରାସଠାରୁ ଆରମ୍ଭ କରି ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ଚର୍ମକୁ ସୁସ୍ଥ ରଖିବା ପର୍ଯ୍ୟନ୍ତ କାକୁଡ଼ି ବେଶ୍ ଲାଭଦାୟକ ।…

ଘରେ ବନାନ୍ତୁ ସ୍ଵାଦିଷ୍ଟ ଚିକେନ ମନଚୁରିଆନ୍…

ଭୁବନେଶ୍ଵର: ଆପଣମାନେ ଚିକେନ୍‌ର ତ ଅନେକ ପ୍ରକାରର ରେସିପି ଖାଇଥିବେ, ହେଲେ କେବେ ଚିକେନ୍‌ ମନଚୁରିଆନ ଖାଇଛନ୍ତି କି ? ଯଦି ନା ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ସୁଆଦିଆ ରେସିପି ବିଷୟରେ କହିବୁ । ଯାହାକୁ ତିଆରି କରିବା ଅତି ସହଜ ଏବଂ ଖଇବା ପାଇଁ ଭାରି ଟେଷ୍ଟି । ତାହେଲେ ଆସନ୍ତୁ…